Saturday, June 27, 2026 02:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସର ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା

ପୂର୍ବ ତାଲିକାରୁ ୩ ପ୍ରାର୍ଥୀ ବଦଳିଲେ

by Our Correspondent
14 Apr, 2024- 10:06 PM
in Latest News, News, Politics
1 min read
0
କଂଗ୍ରେସର ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି କଂଗ୍ରେସର ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ତିନୋଟି ଆସନରେ ପୂର୍ବ ଘୋଷିତ ପ୍ରାର୍ଥୀଙ୍କୁ ବଦଳାଯାଇଛି । ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିତରିଆ, ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନ ଏବଂ କବିସୂର୍ଯ୍ୟନଗରରେ ଚିରଞ୍ଜୀବ ବିଶୋୟୀଙ୍କ ବଦଳରେ ବିପିନ ବିହାରୀ ସ୍ୱାଇଁଙ୍କୁ ପ୍ରାର୍ଥୀ କରାଯାଇଛି । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ଆନନ୍ଦପୁରରୁ ଜୟଦେବ ଜେନା, ବେଗୁନିଆରୁ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ ଏବଂ କୋରେଇରୁ ଶ୍ରୀମତୀ ବନ୍ଦିତା ପରିଡ଼ା ପ୍ରାର୍ଥୀ ହୋଇଛନ୍ତି । ବିବାଦୀୟ ଜଟଣୀ ଆସନରୁ ସନ୍ତୋଷ ଜେନା ପ୍ରାର୍ଥୀ ହୋଇଛନ୍ତି । ସୂଚନାଥାଉକି, ପୂର୍ବରୁ ୪୯ ଆସନରେ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇଥିଲା ।

କିଏ କେଉଁ ଆସନରୁ ପ୍ରାର୍ଥୀ

ଅତାବିରା- ଅଭିଷେକ ସେଠ୍
ତଳସରା- ଦେବେନ୍ଦ୍ର ଭିତରିଆ
କୁଚିଣ୍ଡା- କେଦାରନାଥ ବରିହା
ରେଙ୍ଗାଲି- ଦିଲ୍ଲୀପ କୁମାର ଦୁରିଆ
ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ
ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍
ଦେବଗଡ଼- ସେମ୍ ହେମ୍ବ୍ରମ୍
ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ
ଘଷିପୁରା- ସୁବ୍ରତ ଚକ୍ର
ଆନନ୍ଦପୁର- ଜୟଦେବ ଜେନା
ପାଟଣା- ହୃଷିକେଶ ନାଏକ
କେଉଁଝର- ଶ୍ରୀମତୀ ପ୍ରତିଭା ମଞ୍ଜରୀ ନାୟକ
ଚମ୍ପୁଆ- ଯଶବନ୍ତ ଲାଗୁରୀ
ଯଶୀପୁର- ଶ୍ରୀମତୀ ଶ୍ୱେତା ଛତର
ସାରସକଣା- ରାମ କୁମାର ସୋରେନ୍
ରାଇରଙ୍ଗପୁର-ଯୋଗେନ୍ଦ୍ର ବନରା
ବାଙ୍ଗିରିପୋଷି- ମୁରଲୀ ଧର ନାୟକ
କରଞ୍ଜିଆ- ଲକ୍ଷ୍ମୀଧର ସିଂହ
ଉଦଳା- ଦୁର୍ଗା ଚରଣ ଟୁଡୁ
ବାରିପଦା- ବାଦଲ ହେମ୍ବ୍ରମ୍
ମୋରଡ଼ା- ପ୍ରଭାସ କର ମହାପାତ୍ର
ଭୋଗରାଇ- ସତ୍ୟଶିବ ଦାସ
ବସ୍ତା- ବିଜନ ନାୟକ
ରେମୁଣା- ସୁଦର୍ଶନ ଜେନା
ସୋରୋ- ସୁବ୍ରତ ଧଡ଼ା
ସିମୁଳିଆ- ହିମାଂଶୁ ଶେଖର ବେହେରା
ଭଣ୍ଡାରିପୋଖରୀ- ନିରଞ୍ଜନ ପଟ୍ଟନାୟକ
ଭଦ୍ରକ- ଅସିତ୍ ପଟ୍ଟନାୟକ
ବାସୁଦେବପୁର- ଅଶୋକ କୁମାର ଦାସ
ଧାମନଗର- ରଞ୍ଜନ କୁମାର ବେହେରା
ଚାନ୍ଦବାଲି- ଅମୀୟ କୁମାର ମହାପାତ୍ର
ବିଂଝାରପୁର- ଶ୍ରୀମତୀ କନକଲତା ମଲ୍ଲିକ
ବରୀ- ଶ୍ରୀମତୀ ଆରତୀ ଦେଓ
ଧର୍ମଶାଳା- କିଷାନ ପଣ୍ଡା
ଯାଜପୁର- ସୁଦୀପ କୁମାର କର
କୋରେଇ- ଶ୍ରୀମତୀ ବନ୍ଦିତା ପରିଡ଼ା
ଢ଼େଙ୍କାନାଳ- ଶ୍ରୀମତୀ ସୁସ୍ମିତା ସିଂହଦେଓ
ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ
କାମାକ୍ଷାନଗର- ବିପ୍ରବର ସାହୁ
ପରଜଙ୍ଗ- ରଞ୍ଜିତ୍ କୁମାର ସାହୁ
ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ
ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ
ଛେଣ୍ଡିପଦା- ନରୋତ୍ତମ ନାୟକ
ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ
ବିରମହାରାଜପୁର- ପ୍ରଦୀପ ସେଠୀ
ସୋନପୁର- ପ୍ରିୟବ୍ରତ ସାହୁ
ଟିଟିଲାଗଡ଼- ବୀରେନ୍ଦ୍ର ବାଗ୍
ଖରିଆର- କମଳ ଚରଣ ତାଣ୍ଡି
ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ
ବଡ଼ମ୍ବା- ସଞ୍ଜୟ କୁମାର ସାହୁ
ବାଙ୍କୀ- ଦେବାଶିଷ ପଟ୍ଟନାୟକ
ଆଠଗଡ଼- ମେହବୁବ୍ ଅହମ୍ମଦ ଖାନ୍
ଚୌଦ୍ୱାର-କଟକ- ଶ୍ରୀମତୀ ମୀରା ମଲ୍ଲିକ
ନିଆଳି- ଜ୍ୟୋରିରଞ୍ଜନ ମଲ୍ଲିକ
କଟକ ସଦର- ରାମଚନ୍ଦ୍ର ଗୋଚ୍ଛାୟତ
ସାଲେପୁର- ଆକିବ୍ ଉଜମାନ୍ ଖାନ୍
ପାଟକୁରା- ରତିକାନ୍ତ କାନୁନଗୋ
ଆଳି- ଡ. ଶ୍ରୀମତୀ ଦେବସ୍ମିତା ଶର୍ମା
ପାରାଦ୍ୱୀପ- ନିରଞ୍ଜନ ନାୟକ
ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ
ବାଲିକୁଦା-ଏରସମା- ଇଂ ନଳିନୀ ସ୍ୱାଇଁ
ପୁରୀ- ସୁଜିତ୍ ମହାପାତ୍ର
ବ୍ରହ୍ମଗିରି- ମିତ୍ରଭାନୁ ମହାପାତ୍ର
ଜୟଦେବ- ଜୟନ୍ତ କୁମାର ଭୋଇ
ଏକାମ୍ର ଭୁବନେଶ୍ୱର- ପ୍ରଶାନ୍ତ କୁମାର ଚମ୍ପତ୍ତି
ଜଟଣୀ- ସନ୍ତୋଷ ଜେନା
ବେଗୁନିଆ- ପୃଥ୍ୱୀବଲ୍ଲଭ ପଟ୍ଟନାୟକ
ରଣପୁର- ବିଭୂ ପ୍ରସାଦ ମିଶ୍ର
ନୟାଗଡ଼- ରଞ୍ଜିତ୍ ଦାଶ
କବିସୂର୍ଯ୍ୟନଗର- ବିପିନ୍ ବିହାରୀ ସ୍ୱାଇଁ
ଖଲ୍ଲିକୋଟ- ଚିତ୍ରସେନ ବେହାରା
ଆସ୍କା- ସୁରଭି ବିଶୋୟୀ
ହିଞ୍ଜିଳି- ରଜନୀକାନ୍ତ ପାଢ଼ୀ
ବ୍ରହ୍ମପୁର- ଦୀପକ ପଟ୍ଟନାୟକ
ଦିଗପହଣ୍ଡି- ଶ୍ରୀଧର ଦେବ

Previous Post

କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ

Next Post

ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ

Next Post
ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ

ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA