Saturday, June 27, 2026 03:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ

କହିଲେ, 'ୱେଲକମ୍', ନୋ ପ୍ରୋବ୍ଲେମ୍

by Our Correspondent
15 Apr, 2024- 06:43 PM
in Latest News, News, Politics
1 min read
0
ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ତଥା ଲୋକପ୍ରିୟ ନେତା ସୁର ରାଉତରାୟଙ୍କୁ ମହଙ୍ଗା ପଡ଼ିଛି ପୁତ୍ରମୋହ । ବିଶୃଙ୍ଖଳିତ ଏବଂ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ୍ ଖାଡଗେ ଏହାକୁ ଅନୁମୋଦନ କରିଥିବା ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ।

ତେବେ ସୁର ବାବୁ ଏହି ବହିଷ୍କାର ଆଦେଶକୁ ଭୃକ୍ଷେପ କରିନାହାନ୍ତି । ପୁଅ ବିଜେଡି ଏମପି ପ୍ରାର୍ଥୀ ହେବାରେ ତାଙ୍କର କେଉଁଠି ଭୁଲ୍ ରହିଲା ବୋଲି ପ୍ରଶ୍ନ କରି ତାଙ୍କ ଉପରେ ଦଣ୍ଡାଦେଶକୁ ସ୍ୱାଗତ କରିଛନ୍ତି । କହିଛନ୍ତି, ଏ କି କଥା ହୋ । ମୁଁ ପକ୍କା କଂଗ୍ରେସିଆ । ପୁଅ ତା’ର ବିଜେଡିରୁ ପ୍ରାର୍ଥୀ ହୋଇଛି । ତା’ ପାଇଁ ଭୋଟ୍ ମାଗିବା ବାପା ହିସାବରେ ମୋର ଦାୟିତ୍ୱ । ଏହା ମୁଁ ତୁଲାଉଛି । ଏହା କେମିତି ଦଳବିରୋଧୀ କାର୍ଯ୍ୟ ହେଲା ହୋ?? ଯଦି ସେୟା ଭାବିଛନ୍ତି, ତେବେ ନୋ ପ୍ରୋବ୍ଲେମ୍ । ୱେଲକମ୍ ।

ସୂଚନାଥାଉକି, ଏହି ବରିଷ୍ଠ ନେତା ଏଥର ନିର୍ବାଚନ ଲଢ଼ିବାକୁ ବହୁ ଆଗରୁ ମନା କରି ସାନପୁଅ ମନ୍ମଥ ରାଉତରାୟଙ୍କୁ ଜଟଣୀରୁ ତାଙ୍କର ଉତ୍ତରାଧିକାରୀ ବୋଲି ଘୋଷଣା କରିଥିଲେ । ମାତ୍ର ମନ୍ମଥ ବିଜେଡି ପ୍ରତି ଆକର୍ଷିତ ହୋଇ ଦଳରେ ଖାଲି ଯୋଗଦେଇନାହାନ୍ତି, ବରଂ ଦଳ ତାଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିଛି । ଏହା ସୁରବାବୁଙ୍କୁ ଧର୍ମସଙ୍କଟରେ ପକାଇଥିଲା ।

ରୋଚକ କଥା ହେଉଛି, ସୁରବାବୁ ଏହି ଧର୍ମସଙ୍କଟରୁ ବାହାରି ସାନପୁଅ ପାଇଁ ଭୋଟ ଯୋଗାଡ଼ରେ ଲାଗିଥିବା ବେଳେ ନିଜକୁ କିନ୍ତୁ କଂଗ୍ରେସିଆ ଦାବି କରି ଆସୁଥିଲେ । ସେହିଭଳି ଜଟଣୀରୁ କଂଗ୍ରେସ ଆଶାୟୀ ଥିବା ବଡ଼ପୁଅ ସିଦ୍ଧାର୍ଥ ଟିକେଟ୍ ପାଇଲେ ତାଙ୍କୁ ମଧ୍ୟ ସମର୍ଥନ କରିବେ ବୋଲି କହୁଥିଲେ । ମାତ୍ର ଜଟଣୀରୁ ସିଦ୍ଧାର୍ଥ ଟିକେଟ୍ ପାଇନାହାନ୍ତି । ସୁରଙ୍କ ବିରୋଧୀ ସନ୍ତୋଷ ଜେନାଙ୍କୁ ମିଳିଛି କଂଗ୍ରେସ ଟିକେଟ୍ ।

 

Previous Post

କଂଗ୍ରେସର ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା

Next Post

କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

Next Post
କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA