ଭୁବନେଶ୍ୱର: ଓଡ଼ିଶାରେ ଦୁର୍ବଳ ଅବସ୍ଥାରେ ଥିବା କଂଗ୍ରେସକୁ ସବଳ କରି ୨୦୨୪ ନିର୍ବାଚନ ଯୁଦ୍ଧରେ ଛିଡ଼ା କରାଇବାକୁ ହାଇକମାଣ୍ଡ ଉଦ୍ୟମ ଆରମ୍ଭ କରିଛନ୍ତି । ଡ. ଅଜୟ କୁମାର ପ୍ରଭାରୀ ଦାୟିତ୍ୱ ନେଲା ପରେ ପ୍ରସ୍ତୁତି ଜୋରଦାର ହୋଇଛି । ପଞ୍ଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଦଳ ପକ୍ଷରୁ ଗତକାଲି ଏକ ୱାରରୁମ୍ ଗଠନ କରାଯାଇଥିଲା ଆଜି ଓଡ଼ିଶାର ସମସ୍ତ ଲୋକସଭା କ୍ଷେତ୍ର ନିମନ୍ତେ ଜଣେ ଜଣେ ସଂଯୋଜକଙ୍କୁ ନିଯୁକ୍ତି ଦିଆଯାଇଛି ।
ସଂସଦୀୟ କ୍ଷେତ୍ର ସଂଯୋଜକଙ୍କ ନାମ
°°°°°°°°°°. °°°°°°°°°
ବରଗଡ଼- ଆଶୁତୋଷ ସ୍ୱାଇଁ
ସୁନ୍ଦରଗଡ଼- ଅନନ୍ତ ସୟନ ପାଢ଼ୀ
ସମ୍ବଲପୁର- ପ୍ରେମ ଶଙ୍କର ମିଶ୍ର
କେନ୍ଦୁଝର- ବିଷ୍ଣୁ ବାରିକ
ମୟୁରଭଞ୍ଜ- ମନୋରଞ୍ଜନ ରାଉତ
ବାଲେଶ୍ୱର- ଜାନକୀବଲ୍ଲଭ ପଟ୍ଟନାୟକ
ଭଦ୍ରକ- ଜିଆ ଉଲ୍ ହକ୍
ଯାଜପୁର- ଜିନେଶ ଦାସ
ଢ଼େଙ୍କାନାଳ- ବାଙ୍କନିଧି ବେହେରା
ବଲଙ୍ଗୀର- ଦିଲ୍ଲୀପ ନନ୍ଦ
କଳାହାଣ୍ଡି- ଦ୍ୱାରିକା ମହାପାତ୍ର
ନବରଙ୍ଗପୁର- ରବୀନ୍ଦ୍ର ମହାପାତ୍ର
କନ୍ଧମାଳ- ରାଜୀବ ପଟ୍ଟନାୟକ
କଟକ- ସୁବ୍ରତ ମହାପାତ୍ର
କେନ୍ଦ୍ରପଡ଼ା- ଶଶିକାନ୍ତ ଲେଙ୍କା
ଜଗତସିଂହପୁର- ସୁଦୀପ୍ତ କର
ପୁରୀ- ବିପ୍ଲବ ଚୌଧୁରୀ
ଭୁବନେଶ୍ୱର- ହଳଧର ସେଠୀ
ଆସ୍କା- ଘନ ସବର
ବ୍ରହ୍ମପୁର- ଶୁଭେନ୍ଦୁ ମହାନ୍ତି
କୋରାପୁଟ- ପୀତବାସ ପଣ୍ଡା