Saturday, April 18, 2026 05:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି ୱେଡସ୍ ବିଜେଡି !

ରାଜଧାନୀରେ କଂଗ୍ରେସର ପଲିଟିକାଲ୍ ଷ୍ଟଣ୍ଟ୍

by Our Correspondent
25 Jan, 2024- 08:26 PM
in Latest News, News, Politics
1 min read
0
ବିଜେପି ୱେଡସ୍ ବିଜେଡି !

ଭୁବନେଶ୍ୱର: ବାଜା ବାଜୁଥିଲା । ବାଣ ଫୁଟୁଥିଲା । ଡିଜେ ତାଳରେ ନାଚୁଥିଲେ ବରଯାତ୍ରୀ । ବାହାଘର ବେଦୀରେ ମନ୍ତ୍ର ଉଚ୍ଚରଣ ସହ ବର କନ୍ୟାଙ୍କର ହାତଗଣ୍ଠି ବି ପଡ଼ିଥିଲା । ତେବେ ଇଏ କୌଣସି ସତ ସତିକା ବର କନ୍ୟାଙ୍କର ବାହାଘର ନ ଥିଲା । ଥିଲା କଂଗ୍ରେସର ଏକ ପଲିଟିକାଲ୍ ଷ୍ଟଣ୍ଟ୍ । ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିଜେପିକୁ ବର ଏବଂ ବିଜେଡିକୁ କନିଆଁ ବେଶରେ ସଜେଇ ଏମିତି ବାହାଘର କରିଥିଲା ରାଜ୍ୟ କଂଗ୍ରେସ ।

ତ୍ର କଂଗ୍ରେସ ସଭାପତି ୟାସର ନୱାଜଙ୍କ ନେତୃତ୍ୱରେ ଆଜି ଏହି ଷ୍ଟଣ୍ଟ କରାଯାଇଥିଲା । ଏଥିପାଇଁ ପୂର୍ବରୁ ନିମନ୍ତ୍ରଣ କାର୍ଡ ବି ଛପାଯାଇଥିଲା । ଆଜି ସତସତିକା ବାହାଘର ଭଳି ଡିଜେ ବଜାଇ, ବାଣ ଫୁଟାଇ ବରଯାତ୍ରୀ ଆସିଥିଲେ । ବରଯାତ୍ରୀ ଦଳରେ ସାମିଲ ଥିଲେ ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ । ଡିଜେ ତାଳେ ତାଳେ ଏହି ନେତାମାନେ ନାଚିଥିଲେ । ବିବାହ ବେଦୀରେ ବିଜେପି ଏବଂ ବିଜେଡି ମୁଖା ପିନ୍ଧି ବରକନ୍ୟା ବସିଥିଲେ । ସ୍ୱତନ୍ତ୍ର ଭାବେ ବ୍ରାହ୍ମଣ ସେମାନଙ୍କୁ ବିବାହ କରାଇବା ସହ ହାତଗଣ୍ଠି ଫିଟାଇଥିଲେ । ବିଜେପି ଓ ବିଜେଡି ମୁଖାଧାରୀ ବର କନ୍ୟା ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିଲେ ।

ଶ୍ରୀ ନଓ୍ୱାଜ କହିଛନ୍ତି ଯେ ବିଜେଡ଼ି ଓ ବିଜେପି ସବୁ ନିଷ୍ପତିରେ ଏକ । କେବଳ ଲୋକଙ୍କୁ ଦେଖାଇବା ପାଇଁ ବିଧାନସଭାରେ କଳିର ଡ୍ରାମା କରନ୍ତି । କିନ୍ତୁ ଲୋକସଭାରେ ଏମାନଙ୍କର ଭୂମିକା ସ୍ଵାମୀ ସ୍ତ୍ରୀ ପରି । କଳା କୃଷି ଆଇନ, ଏନଆରସି, ସିଏଏ, ମଣିପୁର ଦଙ୍ଗା, ଜିଏସଟି ବୋଝ, ବିମୁଦ୍ରାୟନର ବିପର୍ଯ୍ୟସ୍ତ ପରିସ୍ଥିତି, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପ୍ରଭୃତି ପ୍ରସଙ୍ଗରେ ସଂସଦରେ ଏହି ବିଜେଡ଼ି ଓ ବିଜେପିର ଭୂମିକା ସ୍ଵାମୀ-ସ୍ତ୍ରୀ ଭୂମିକା ପରି ପରିଲିକ୍ଷିତ ହୋଇଛି। ସମସ୍ତ ପ୍ରସଙ୍ଗରେ ବିଜେଡ଼ି ବିଜେପିକୁ ଆଖୁବୁଜା ସମର୍ଥନ କରିଛି । ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ବିଜେପି ଉଭୟଙ୍କର ପ୍ରାର୍ଥୀ ବୈଷ୍ଣବ ଥିଲେ । ଦୁଇଦଳ ମଧ୍ୟ ଏକାଠି ୯ ବର୍ଷ ଶାସନ କରିଛନ୍ତି। କେବଳ ଓଡ଼ିଶାର ଲୋକଙ୍କ ବିଭ୍ରାନ୍ତ କରିବାପାଇଁ ଓଡ଼ିଶାରେ ଏହି ଦୁଇଦଳ ମିଛରେ କଳି ଲାଗନ୍ତି। ଏଣୁ ତାଙ୍କର ସୁସମ୍ପର୍କକୁ ହୃଦୟଙ୍ଗମ କରି ଛାତ୍ର କଂଗ୍ରେସ ଏହି ବିବାହ ଉତ୍ସବ ଆୟୋଜନ କରିଥିଲା ।

Previous Post

ନାଁ ମନମୋହନ, ଗାଁ ଅପରାଜିତା

Next Post

‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ

Next Post
‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ

‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA