Monday, September 21, 2026 09:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାହିଁକି ଭୂତ ହୋଇ ଲୁଚୁଛି କରୋନା ଭୂତାଣୁ ?

by Our Correspondent
29 Nov, 2021- 11:29 AM
in Health, Latest News, News
1 min read
0
କାହିଁକି ଭୂତ ହୋଇ ଲୁଚୁଛି କରୋନା ଭୂତାଣୁ ?

ଭୁବନେଶ୍ୱର: ପୁଣି ସେହି ଭୟ । ପୁଣି ମାଡ଼ି ଆସୁଛି ସେହି ଦୁର୍ଦ୍ଦଶା । କରୋନା ଯାଇନି, କି ଯାଉନି । ଲୁଚକାଳି ଖେଳୁଛି । ଏକବିଂଶ ଶତାବ୍ଦୀର ସ୍ୱାସ୍ଥ୍ୟ ବିଜ୍ଞାନକୁ ଚ୍ୟାଲେଞ୍ଜ ଦେଇ ପୁଣି ମହାମାରୀ କରୋନା ଦେଖାଉଛି ତାର କରାଳ ରୂପ । ଯୁଦ୍ଧକାଳୀନ ଭିତ୍ତିରେ ବିଶ୍ୱରେ ଆସିଲା ଟିକା । ଆର୍ଥିକ ସମୃଦ୍ଧ ପ୍ରାୟ ଅଧିକାଂଶ ଦେଶରେ ଟିକାକରଣ କହିବାକୁ ଗଲେ ସରିଯାଇଛି । ଟିକାକରଣ ସହ ସଂକ୍ରମଣ ଅତି ନିମ୍ନସ୍ତରରେ ଥିବା ବେଳେ ଧୀରେ ଧୀରେ ସ୍ୱାଭାବିକ ହେଉଥିଲା ସବୁକିଛି । ଚାପି ହୋଇ ରହିଥିବା ଅର୍ଥନୀତି ଉପରକୁ ଉଠୁଥିଲା । ଶିକ୍ଷାନୁଷ୍ଠାନରୁ ଧୀରେ ଧୀରେ ତାଲା ଖୋଲୁଥିଲା । ଜୀବନ ଯାତ୍ରା ସ୍ୱାଭାବିକ ହେଉଥିଲା । କିନ୍ତୁ ହଠାତ୍ କରୋନାର ନୂଆ ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓମିକ୍ରନ, ଏବେ ସାରା ବିଶ୍ୱରେ ପୁଣି ଆତଙ୍କ ଖେଳାଇଛି । ଏକାଧିକ ମ୍ୟୁଟେସନ୍ ପରେ ସୃଷ୍ଟି ହୋଇଥିବା ଏହି ଭୂତାଣୁ, କାଳେ ପ୍ରତିଷେଧକକୁ ପରାସ୍ତ କରିବାର ଯଥେଷ୍ଟ ପରାକ୍ରମ ରଖିଛି । ଏକଥା ଆମେ କହୁନୁ, ଖୋଦ୍ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଚେତାଇ ସାରିଲାଣି ।

ତେବେ କାହିଁକି କରୋନାର ଏହି ଭୂତାଣୁ ଏତେ ଭୟଙ୍କର ? କାହିଁକି ଟିକା ନେବା ପରେ ମଧ୍ୟ ପୁଣି ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି ? ଏକ ବିଂଶ ଶତାବ୍ଦୀର ସ୍ୱାସ୍ଥ୍ୟ ବିଜ୍ଞାନକୁ ଆମେ ଚ୍ୟାଲେଞ୍ଜ କରୁନୁ । କିନ୍ତୁ ଚ୍ୟାଲେଞ୍ଜ କରୁଛି ଭୂତରୂପୀ ଭୂତାଣୁ । ୨୦୧୯ ମସିହାର ଶେଷ ଆଡ଼କୁ ଚୀନରେ ପ୍ରଥମେ ଦେଖା ଦେଇଥିବା କୋଭିଡ୍-୧୯ ଭୂତାଣୁ, ୨୦୨୦ ଜାନୁଆରୀ ମାସରୁ ଭାରତରେ ଦେଖାଦେଲା । ଆଉ ସେତେବେଳେ ‘ମିଡ୍-ଡେ-ଓଡ଼ିଶା’ ହିଁ ବିଶ୍ୱରେ ବିଭିନ୍ନ ସମୟରେ ଦେଖା ଦେଇଥିବା ଭୂତାଣୁ ଉପରେ ପ୍ରକାଶ କରିଥିଲା ଏକ ତଥ୍ୟ ସମ୍ବଳିତ ରିପୋର୍ଟ । ୨୦୨୦ ମେ’ ୧୨ ତାରିଖରେ ପ୍ରକାଶିତ ଏହି ରିପୋର୍ଟରେ ବିଭିନ୍ନ ଭୂତାଣୁର ଭୟାବହତା, ପ୍ରଭାବ ଏବଂ ପ୍ରକାର ଉପରେ ତୁଳନାତ୍ମକ ତଥ୍ୟ ଦେଇଥିଲା ମିଡ୍-ଡେ-ଓଡ଼ିଶା । ଆମ ଅନୁଭବରେ ସେଦିନର ସେ ରିପୋର୍ଟ ଏବେ ବି ଅନେକ ପ୍ରାସଙ୍ଗିକତା ରଖୁଛି । ପାଠକଙ୍କୁ ସ୍ମରଣ କରାଇଦେବା ଏବଂ ସେମାନଙ୍କ ଅବଗତି ନିମନ୍ତେ, ଆମେ ୨୦୨୦ ମେ’ ୧୨ ତାରିଖର ସେହି ରିପୋର୍ଟକୁ ଏହିଠାରୁ ଲିଙ୍କ୍ ଦେବାକୁ ଉଚିତ ମନେ କରୁଛୁ ।

ମେଡିକାଲରେ ମରିବ ନା ଆପେ ଉଭେଇ ଯିବ କରୋନା !

Previous Post

ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ସାମିଲ

Next Post

ସରିଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ

Next Post
ସରିଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ

ସରିଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA