Thursday, June 25, 2026 12:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୦ ହଜାର ଟପିଲା, ୩୦ ହଜାର ଟପିବ !

ଜାନୁଆରୀ ଶେଷରେ ତୃତୀୟ ଲହର ପିକ୍

by Our Correspondent
13 Jan, 2022- 03:50 PM
in Latest News, News
1 min read
0
୧୦ ହଜାର ଟପିଲା, ୩୦ ହଜାର ଟପିବ !

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ୧୦ ଦିନରେ ୧୦ ହଜାରକୁ ଟପିଗଲାଣି । ଏହି ବେଗରେ ବଢ଼ିଲେ କରୋନା ପିକ୍ ଛୁଇଁଲା ବେଳକୁ ଦୈନିକ ସଂକ୍ରମଣ ୩୦ ହଜାର ଟପିବ । ଅର୍ଥାତ୍ ଦ୍ୱିତୀୟ ଲହର ପିକ୍ ସଂକ୍ରମଣଠାରୁ ଏହା ଡବଲ୍ ଉପରେ ରହିବ । ସଂକ୍ରମଣର ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଆକଳନ କରୁଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଜାନୁଆରୀ ଶେଷ ସପ୍ତାହରେ କରୋନା ପିକ୍ ରେ ପହଞ୍ଚିଯିବ । ଡେଲଟାଠାରୁ ଓମିକ୍ରନ୍ ୪ ଗୁଣା ଅଧିକ ସଂକ୍ରମିତ କରୁଛି । ତେଣୁ ଏହା ପିକ୍ ଛୁଇଁଲା ବେଳକୁ ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାରରୁ ଅଧିକ ହେବ । ସେତେବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୩୦ ରୁ ୪୦ ହେବ ବୋଲି ତାଙ୍କର ଆକଳନ । ଟିକାର ପ୍ରଭାବ ଉପରେ ଡା. ମହାପାତ୍ର କହିଛନ୍ତି ୬ ମାସ ତଳେ ଟିକା ନେଇଥିଲେ ତାହା କାମ କରିବ ନାହିଁ । ତେଣୁ ବୁଷ୍ଟର ଡୋଜ୍ ନେବାର ଆବଶ୍ୟକତା ଅଛି ।

ସୂଚନାଥାଉକି, ୠତକାଲି ରାଜ୍ୟରେ ୮୧, ୦୬୫ ନମୁନା ପରୀକ୍ଷଣ ହୋଇଥିଲା । ସେଥିମଧ୍ୟରୁ ୧୦, ୦୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗରେ ଏଥିରେ ଅଛନ୍ତି ୮୭୨ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୩୪୮, କଟକରୁ ୮୭୦, ସମ୍ବଲପୁରରୁ ୫୭୦, ମୟୁରଭଞ୍ଜ ଜିଲ୍ଲାରୁ ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭିଟି ରେଟ୍ ୧୨.୪କୁ ବଢ଼ିଯାଇଛି ।

ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ଟିଭ୍ କେସ୍ ୪୪, ୩୪୯ ରହିଛି ।

ସେପଟେ, କରୋନା ସଂକ୍ରମଣ ସମଗ୍ର ଦେଶରେ ମଧ୍ୟ ଜଟିଳ ରୂପ ନେଇଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର୍ ହେବା ସହ ଟେଷ୍ଟ ପଜିଟିଭିଟି ରେଟ୍ ୧୩.୧୧% ରେ ପହଞ୍ଚିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨, ୪୭, ୪୧୭ ଆକ୍ରାନ୍ତ ।

Previous Post

ଭୁବନେଶ୍ୱରରେ ଏଥର ମହିଳା ମେୟର !

Next Post

‘ସମ୍’ ରେ ଲାଞ୍ଜ ଥିବା ନବଜାତର ବିରଳ ଅସ୍ତ୍ରୋପଚାର

Next Post
‘ସମ୍’ ରେ ଲାଞ୍ଜ ଥିବା ନବଜାତର ବିରଳ ଅସ୍ତ୍ରୋପଚାର

'ସମ୍' ରେ ଲାଞ୍ଜ ଥିବା ନବଜାତର ବିରଳ ଅସ୍ତ୍ରୋପଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA