Thursday, April 30, 2026 09:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

ଆରମ୍ଭରୁ ପ୍ରଥମ ଲହର ପିକ୍ ପାଖରେ

ଦିନକରେ ୩୬୭୯ ଆକ୍ରାନ୍ତ ଚିହ୍ନଟ

by Our Correspondent
08 Jan, 2022- 10:32 AM
in Health, Latest News, News
1 min read
0
ଆରମ୍ଭରୁ ପ୍ରଥମ ଲହର ପିକ୍ ପାଖରେ

ଭୁବନେଶ୍ୱର: ଡିସେମ୍ବର ୨୭ ତାରିଖରେ ରାଜ୍ୟରେ ଦୈନିକ ସଂକ୍ରମଣ ୨୦୦ ପାର୍ କରିଥିଲା । ଜାନୁଆରୀ ୧ ରେ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୨ ଓ ୩ ରେ ୪୨୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଲେ । ୪ ତାରିଖରେ ୬୮୦, ୫ ତାରିଖରେ ୧୨୧୬, ୬ ତାରିଖରେ ୧୮୯୭, ୭ ତାରିଖରେ ୨୭୦୩ ଚିହ୍ନଟ ହୋଇଥିଲେ । ଆଜି ଏହି ସଂଖ୍ୟା ୩୬୭୯କୁ ବଢ଼ିଯାଇଛି । ଏଠାରେ ସୂଚନାଥାଉକି, କରୋନାର ପ୍ରଥମ ଲହରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୪୩୫୬ । ୨୦୨୦ ସେପ୍ଟେମ୍ବର ୨୫ ରେ ଏହି ପିକ୍ ଥିଲା । ଏବେ ତୃତୀୟ ଲହର ଆରମ୍ଭରୁ ସେହି ସଂଖ୍ୟା ପାଖାପାଖି ହୋଇଗଲାଣି । ସୁତରାଂ ରାଜ୍ୟରେ କରୋନା ସ୍ଥିତି କେତେ ଗମ୍ଭୀର ତାହା ଏଥିରୁ ଅନୁମେୟ ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧, ୪୩୨ ନମୁନା ପରୀକ୍ଷଣ ହୋଇଥିଲା । ଚିହ୍ନଟ ହୋଇଛନ୍ତି ୩୬୭୯ ଆକ୍ରାନ୍ତ । ଟେଷ୍ଟ ପଜିଟିଭିଟି ରେଟ୍ ୫.୧୫% । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗରେ ଅଛନ୍ତି ୩୮୪ ଜଣ । ଏଥିରେ ୨୧୪୮ କ୍ୱାରେଣ୍ଟାଇନ୍ ଏବଂ ୧୫୩୧ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ହେଉଛି ସୁନ୍ଦରଗଡ଼ । ସେଠାରେ ୫୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୩୭୨, କଟକ ଜିଲ୍ଲାରୁ ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୫୫, ବାଲେଶ୍ୱର ୧୪, ବରଗଡ଼ ୪୮, ଭଦ୍ରକ ୧୮, ବଲାଙ୍ଗୀର ୩୫, ଦେବଗଡ଼ ୨୦, ଢ଼େଙ୍କାନାଳ ୫, ଗଜପତି ୧୫, ଗଞ୍ଜାମ ୪୨, ଜଗତସିଂହପୁର ୧୭, ଯାଜପୁର ୭୮, ଝାରସୁଗୁଡ଼ା ୧୩୪, କଳାହାଣ୍ଡି ୧୩, କନ୍ଧମାଳ ୬, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୪୪, କୋରାପୁଟ ୩୬, ମୟୁରଭଞ୍ଜ ୮୦, ନବରଙ୍ଗପୁର ୪୪, ନୟାଗଡ଼ ୧୦, ନୂଆପଡ଼ା ୨୩, ପୁରୀ ୧୦୦, ରାୟଗଡ଼ା ୨୧ ଏବଂ ସୋନପୁର ଜିଲ୍ଲାରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ରେ ପହଞ୍ଚିଛି । ୧୦ ଲକ୍ଷ ୪୫ ହଜାର ୯୭୧ ଜଣ ସୁସ୍ଥ ହୋଇସାରିଲେଣି । ଏବେ ଆକ୍ଟିଭ କେସ୍ ସଂଖ୍ୟା ହେଉଛି ୧୧, ୬୬୩ ।

ଦେଶରେ ୧ ଲକ୍ଷ ୪୧ ହଜାର ଆକ୍ରାନ୍ତ

ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବରେ ବଢ଼ି ଚାଲିଛି । ଗତକାଲି ୧ ଲକ୍ଷ ୧୭ ହଜାର ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସେହି ସଂଖ୍ୟା ୧ ଲକ୍ଷ ୪୧ହଜାର ୯୮୬ ରେ ପହଞ୍ଚିଛି । ଟେଷ୍ଟ ପଜିଟିଭିଟି ରେଟ୍ ୯.୨୮% କୁ ବୃଦ୍ଧି ପାଇଛି । ଏଥିସହ ଦିନକରେ ୨୮୫ ଜଣଙ୍କର ମୃତୁ୍ୟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୪୦, ୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୮,୨୧୩, ଦିଲ୍ଲୀ ୧୭,୩୩୫, ତାମିଲନାଡୁ ୮୯୮୧, କର୍ଣ୍ଣାଟକ ୮୪୪୯, ଗୁଜୁରାଟ ୫୩୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Previous Post

ଘର ମରାମତି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Next Post

୫୦% ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ମହିଳା

Next Post
୫୦%  ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ମହିଳା

୫୦% ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ମହିଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA