Thursday, July 2, 2026 01:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର!

ଅମାନିଆ ହେଲେ ଆହୁରି ବିପଦ

by Our Correspondent
19 Jun, 2021- 09:59 PM
in Latest News, News
0
୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର!

ନୂଆଦିଲ୍ଲୀ: ଦେଶରେ ଲୋକଙ୍କର ହାବଭାବ ଦେଖିଲେ କରୋନା ତୃତୀୟ ଲହର ଅପରିହାର୍ଯ୍ୟ ବୋଲି ଜଣାପଡୁଛି । ତାହା ପୁଣି ବିଳମ୍ବରେ ନୁହେଁ । ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ଦେଶ ତୃତୀୟ ଲହରର ସାମନା କରିବ । ଏହି ଚେତାବନୀ ଦେଇଛନ୍ତିି ନୂଆଦିଲ୍ଲୀସ୍ଥିତ ଏମସ୍ ର ନିଦେ୍ର୍ଦଶକ ଡାକ୍ତର ରଣଦୀପ ଗୁଲେରିଆ ।

ଏନଟିଭି ଟିଭି ଚାନେଲ୍ କୁ ସାକ୍ଷାତକାର ଦେଇ ଡାକ୍ତର ଗୁଲେରିଆ କହିଛନ୍ତି, ଭାରତୀୟମାନେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରୁ ସେଭଳି କିଛି ଶିକ୍ଷାଲାଭ କରିଥିବା ଜଣାପଡୁନାହିଁ । ଦ୍ୱିତୀୟ ଲହର ସରି ନ ଥିଲେ ମଧ୍ୟ ଅନଲକ୍ ର ସୁଯୋଗ ନେଇ ଲୋକମାନେ ପୁଣି ଭିଡ଼ ଜମେଇଲେଣି । ପିକ୍ ବେଳେ ଦୈନିକ ୪ ଲକ୍ଷରୁ ଅଧିକ ସଂକ୍ରମଣ ଓ ହଜାର ହଜାର ଲୋକଙ୍କର ମୃତୁ୍ୟ ପରେ ବି ଲୋକମାନେ କୋଭିଡ୍ କଟକଣାର ଧଜିଆ ଉଡାଉଛନ୍ତି । ଏହାକୁ ଦେଖିଲେ ତୃତୀୟ ଲହର ପାଇଁ ଲମ୍ବା ସମୟ ଦରକାର ନାହିଁ । ୬ ରୁ ୮ ସପ୍ତାହ ଯଥେଷ୍ଟ ବୋଲି ସେ କହିଛନ୍ତି ।

ଏବେଠାରୁ ଆମେ କୋଭିଡ୍ ବିରୋଧୀ ହାବଭାବ ଠିକ୍ ରଖିଲେ ଯାଇ ତୃତୀୟ ଲହର ପ୍ରଭାବକୁ ମାତ୍ ଦେଇହେବ । ଗହଳି ନ କରିବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ । ମାଇକ୍ରୋ ଲେଭଲ୍ ରେ ସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରମେ ଅନଲକ୍ କରାଯିବା ଦରକାର । ୫% ରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକରେ ମିନି ଲକଡାଉନ୍ କରିବାର ଆବଶ୍ୟକତା ଅଛି । ସର୍ଭେଲାନ୍ସକୁ କଡ଼ାକଡ଼ି କରାଯାଉ । ହଟସ୍ପଟ୍ ଜିଲ୍ଲାରେ ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଉପରେ ଡାକ୍ତର ଗୁଲେରିଆ ଗୁରୁତ୍ୱ ଦେଇଛନ୍ତି ।

ଡାକ୍ତର ଗୁଲେରିଆ କହିଛନ୍ତି କରୋନା ଭୂତାଣୁ ମୁ୍ୟଟେଟ୍ କରିଚାଲିବ । ପ୍ରଥମ ଲହରରେ ସଂକ୍ରମଣ ବେଗ ଯେତିକି ଥିଲା ଦ୍ୱିତୀୟ ଲହରରେ ତୀବ୍ରତା ବହୁତ ବଢ଼ିଗଲା । ବର୍ତ୍ତମାନ ଡେଲଟା ଭାରିଏଣ୍ଟ ଅଧିକ ବେଗରେ ସଂକ୍ରମିତ କରୁଥିବାରୁ ତୃତୀୟ ଲହରରେ ଅଧିକ ବିପଦର ସମ୍ଭାବନା ରହୁଛି । ତେବେ କୋଭିଡ୍ ନିୟମ ପାଳନ ଏବଂ ଟିକାକରଣକୁ ଜୋରଦାର କରାଗଲେ ସମ୍ଭାବ୍ୟ ବିପଦକୁ ଟାଳି ଦିଆଯାଇପାରିବ ।

Previous Post

ଆଉ ନାହାନ୍ତି ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ

Next Post

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍‌ପିଟାଲ

Next Post
ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍‌ପିଟାଲ

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍‌ପିଟାଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA