Thursday, July 2, 2026 03:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ନାହାନ୍ତି ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ

by Our Correspondent
19 Jun, 2021- 12:31 AM
in Latest News, News
1 min read
0
ଆଉ ନାହାନ୍ତି ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ

????????????????????????????????????

ଭୁୁବନେଶ୍ୱର: ଆମ ଗହଣରୁ ଚାଲିଯାଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ତଥା ସୁସାହିତ୍ୟିକ ଡକ୍ଟର ଦେବାଶିଷ ପାଣିଗ୍ରାହୀ(୫୬) । କରୋନାରେ ଆକ୍ରାନ୍ତ ହେବା ପରେ ଫୁସଫୁସ୍ ରେ ଗୁରୁତର ସଂକ୍ରମିତ ଦେବାଶିଷଙ୍କୁ ଇକମୋ ଚିକିତ୍ସା ପାଇଁ ଗତ ୮ ତାରିଖରେ କୋଲକତା ଏୟାରଲିଫ୍ଟ କରାଯାଇଥିଲା । କୋଲକତାର ମେଡିକା ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ରେ ତାଙ୍କର ଇକମୋ ଚିକିତ୍ସା କରାଯାଉଥିଲା । ମାତ୍ର ତାହା ସଫଳ ହୋଇନାହିଁ । ଶୁକ୍ରବାର ରାତି ୧୦.୧୫ ରେ ସେ ଆଖି ବୁଜିଦେଇଛନ୍ତି । ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

କରୋନାରେ ଆକ୍ରାନ୍ତ ହୋଇ ଡକ୍ଟର ପାଣିଗ୍ରାହୀ ଗତ ମେ ୨୯ ତାରିଖରୁ କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ଅବସ୍ଥାରେ ଉନ୍ନତି ଆସି ନ ଥିଲା । ତାଙ୍କର ଏକମୋ ଚିକିତ୍ସା ଜରୁରୀ ହେବାରୁ ଗତ ୮ ତାରିଖରେ କୋଲକତା ଏୟାରଲିଫ୍ଟ କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା ଏବଂ ସେ ଯଥାଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରୁଥିଲେ । ମାତ୍ର ନିୟତିର ବିଧାନ ଅଲଗା ଥିଲା । ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ଶ୍ରୀ ପାଣିଗ୍ରାହୀ ।

ଶ୍ରୀ ପାଣିଗ୍ରାହୀ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୧୯୯୧ ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ଦକ୍ଷ ପୁଲିସ ଅଫିସର, ସୁସାହିତ୍ୟିକ ଏବଂ ଅମାୟକ ବ୍ୟକ୍ତିତ୍ୱ ଥିଲା ତାଙ୍କର ପରିଚୟ । ଦକ୍ଷ ପୁଲିସ ଅଫିସର ଭାବେ ସେ ସବୁ ଜାଗାରେ ନିଜର ପରାକାଷ୍ଠ ଦେଖାଇଥିଲେ । କେନ୍ଦୁଝର, ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ ଏସପି ଭାବେ ତାଙ୍କର ଦକ୍ଷତା ଓ ଲୋକପ୍ରିୟତା ଶୀର୍ଷରେ ଥିଲା । ଭିଜିଲାନସ୍ ନିଦେ୍ର୍ଦଶକ ତଥା ଅତିରିକ୍ତ ଡିଜି ଭାବେ ସେ କାର୍ଯ୍ୟରତ ଥିଲେ ।

ସେହିଭଳି, ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତିଭା ଥିଲା ଜାଜୁଲ୍ୟମାନ । ଜଣେ ସୁସାହିତି୍ୟକ ଭାବେ ସେ ବେଶ୍ ପରିଚିତ ଥିଲେ । ୯ଟି ଉପନ୍ୟାସ ଓ ୭ଟି କ୍ଷୁଦ୍ରଗଳ୍ପ ଥିଲା ତାଙ୍କର ସୃଷ୍ଟି । କ୍ଷୁଦ୍ରଗଳ୍ପ ପାଇଁ ୨୦୦୨ ମସିହାରେ ତାଙ୍କୁ ମିଳିଥିଲା ସାହିତ୍ୟ ଏକାଡେମୀ ପୁରସ୍କାର ।

Previous Post

୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ୍ ପ୍ଲାଣ୍ଟର ଉଦଘାଟନ

Next Post

୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର!

Next Post
୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର!

୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA