Tuesday, April 21, 2026 02:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଏସିଏଫ୍ ସୌମ୍ୟ ମୃତ୍ୟୁର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

by Our Correspondent
14 Aug, 2021- 11:15 AM
in Crime, Latest News, News
1 min read
0
ଏସିଏଫ୍ ସୌମ୍ୟ ମୃତ୍ୟୁର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ମାସେ ପୂରିଲା ପରେ ମାମଲାର ତଦନ୍ତ ଭାର କ୍ରାଇବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଛି । ପୁଲିସ ଡିଜି ଶ୍ରୀ ଅଭୟ ଆଜି ଏହି ନିର୍ଦ୍ଦେଶ ଦେବା ପରେ ଜଣେ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ କରାଯାଇଛି । ରୋଚକ କଥା ହେଉଛି, ଏ ମାମଲାରେ କ୍ରାଇମବ୍ରାଞ୍ଚଅଧିକାରୀମାନେ ପୁଲିସକୁ ମୂଳରୁ ସହଯୋଗ କରି ଆସୁଥିଲେ । ମାତ୍ର ଏଯାବତ ମୃତ୍ୟୁ ରସହ୍ୟ ଖୋଲିପାରିନାହାନ୍ତି । ଏବେ ଖୋଦ୍ ଡିଜି ତାଙ୍କ ପୁଲିସ ବଳ ଉପରୁ ଆସ୍ଥା ତୁଟାଇ ଏକାକୀ କ୍ରାଇବ୍ରାଞ୍ଚ କୁ ଭରସା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ତାଙ୍କ ସରକାରୀ ବାସଭବନରେ ନିଆଁରେ ପୋଡି ଯାଇଥିଲେ । ତାଙ୍କ ଶରୀର ୯୫ ଭାଗ ପୋଡ଼ି ଯାଇଥିଲା । କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସା ବେଳେ ୧୩ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସୌମ୍ୟରଞ୍ଜନଙ୍କ ବାପା ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । ଅନୈତିକ ସମ୍ପର୍କକୁ ନେଇ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦର୍ଶାଇଥିଲେ । ବାପାଙ୍କ ଅଭିଯୋଗ ଭିତ୍ତିରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥଙ୍କ ବିରୋଧରେ ପୁଲିସ ଅପରାଧିକ ମାମଲା ରୁଜୁ କରିଥିଲା ।

ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି । କ୍ରାଇମବ୍ରାଞ୍ଚର ଦୁଇଜଣ ଅଧିକାରୀ ସେମାନଙ୍କୁ ସହଯୋଗ ବି କରୁଥିଲେ । ଉକ୍ତ ଟିମ୍ ବିଦ୍ୟାଭାରତୀଙ୍କ କପ୍ତିପଦା ଘରକୁ ଦୁଇ ଥର ଯାଇ ପଚରାଉଚୁରା କଲେଣି । ହେଲେ ତଦନ୍ତରୁ କ’ଣ ମିଳିଛି ଜଣାପଡ଼ିନାହିଁ । ତେଣେ, ସୌମ୍ୟ ମୃତ୍ୟୁର ୧୧ ଦିନ ପରେ ଡିଏଫଓ ଶ୍ରୀ ବେହେରାଙ୍କୁ ପଚରାଉଚୁରା କରାଯାଇଥିଲା । ମାତ୍ର ୪ ଘଣ୍ଟାର ପଚରାଉଚୁରା ପରେ ଗଜପତି ଏସପି ତପନ ପଟ୍ଟନାୟକ ଏକ ପ୍ରେସ୍ ମିଟ୍ ରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇଦେଲେ । ରୋଷେୟାଙ୍କୁ ମଧ୍ୟ ପୁଲିସ କ୍ଲିନ୍ ଚିଟ୍ ଦେଇଦେଲା ।

ଡିଏଫଓଙ୍କ ଭୂମିକା ସନ୍ଦେହଘେରରେ ଥିଲା ବେଳେ ପୁଲିସ ତାଙ୍କୁ କ୍ଲିନ ଚିଟ୍ ଦେବା ଏବଂ ଏ ପର୍ଯ୍ୟନ୍ତ ମୃତ୍ୟୁ କାରଣ ସ୍ପଷ୍ଟ ନ ହେବା ମାମଲାକୁ ଅଧିକ ସନେ୍ଦହଘେରକୁ ଟାଣିନେଇଛି । ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଡିଏଫଓଙ୍କୁ ସୁରକ୍ଷା ଦେଇ ମାମଲାକୁ ରଫାଦଫା କରିବାରେ ସହଯୋଗ କରୁଥିବା ସୌମ୍ୟଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଛି ।

Previous Post

ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ

Next Post

ଛାତ୍ରଛାତ୍ରୀମାନେ ଦୁର୍ବଳ ବର୍ଗ ପ୍ରତି ସକାରାତ୍ମକ ଭାବନା ରଖନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

Next Post
ଛାତ୍ରଛାତ୍ରୀମାନେ ଦୁର୍ବଳ ବର୍ଗ ପ୍ରତି ସକାରାତ୍ମକ ଭାବନା ରଖନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଛାତ୍ରଛାତ୍ରୀମାନେ ଦୁର୍ବଳ ବର୍ଗ ପ୍ରତି ସକାରାତ୍ମକ ଭାବନା ରଖନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA