Wednesday, April 22, 2026 05:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଧାୟକ ମୋକିମ୍ ଙ୍କୁ ୩ ବର୍ଷ ଜେଲ୍

ଓଆରଏଚଡିସି ଋଣ ଠକେଇ

by Our Correspondent
29 Sep, 2022- 07:28 PM
in Latest News, News
1 min read
0
ବିଧାୟକ ମୋକିମ୍ ଙ୍କୁ ୩ ବର୍ଷ ଜେଲ୍

ଭୁବନେଶ୍ୱର: ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ(ଓଆରଏଚଡିସି) ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନସ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦଣ୍ଡାଦେଶ ଶୁଣାଇଛନ୍ତି । ମେଟ୍ରୋ ବିଲଡର୍ସ ଏମଡି ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଙ୍କ ସମେତ ଓଆରଏଚଡିସି ପୂର୍ବତନ ଏମଡି ବିନୋଦ କୁମାର, ପୂର୍ବତନ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପିୟୂଷ ମହାନ୍ତିଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଛି । ମେଟ୍ରୋ ବିଲଡର୍ସକୁ ଅନୁଚିତ ଅନୁଗ୍ରହ ଦେଖାଇ ଦେଢ଼କୋଟି ଟଙ୍କା ଋଣ ଦେବା ମାମଲାରେ ଏହି ଦଣ୍ଡ ଦେଇଛନ୍ତି ଭିଜିଲାନସ୍ କୋର୍ଟ ।

ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାର ଓଆରଏଚଡିସି ଏମଡି ଥିଲା ବେଳେ ଏହି ଋଣ କାରବାର ହୋଇଥିଲା । ଗ୍ରାମ୍ୟ ଗୃହ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଋଣଟଙ୍କାକୁ ସେ ବେଆଇନ ଭାବରେ ମେଟ୍ରୋ ବିଲଡର୍ସକୁ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ କାଗଜପତ୍ରରେ ଜାଲିଆତି କରାଯାଇଥିଲା । ମେଟ୍ରୋ ବିଲଡର୍ସର ଜାଲ୍ କାଗଜପତ୍ର ରଖି ଏମଡି ଅନୁଚିତ ଭାବରେ ଦେଢ଼କୋଟି ଟଙ୍କା ଋଣ ମଂଜୁରୀ କରିଥିଲେ ।

ଏହି ଅଭିଯୋଗ ଉପରେ ଭିଜିଲାନସ୍ ବିଭାଗ ପକ୍ଷରୁ ୧୩(୨), ୧୨୦(ବି), ୪୨୦, ୪୬୮, ୪୭୧ ଧାରାରେ ମାମଲା ରୁଜୁ ହୋଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଦୀର୍ଘ ଦିନର ଶୁଣାଣି ପରେ ଭିଜିଲାନସ୍ କୋର୍ଟ ଆଜି ରାୟ ଶୁଣାଇଥିଲେ ।

ଭିଜିଲାନସ୍ କୋର୍ଟ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରାଯିବ ବୋଲି ବିଧାୟକ ଶ୍ରୀ ମୋକିମ୍ କହିଛନ୍ତି । ତାଙ୍କୁ ଏହି କେସ୍ ରେ ଫସାଇ ଦିଆଯାଇଛି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ଓଆରଏଚଡିସିରୁ ଋଣ ନେବାର କିଛି ଜାଲିଆତି ହୋଇନାହିଁ । ଦେଢ଼କୋଟି ଟଙ୍କା ଋଣ ନିଆଯାଇଥିଲା ଏବଂ ୧ କୋଟି ୨୬ ଲକ୍ଷ ସୁଝା ସରିଲାଣି ବୋଲି ସେ କହିଛନ୍ତି ।

ସୂଚନାଥାଉକି, ଜଣେ ବିଧାୟକ କୌଣସି ଅପରାଧିକ ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ସର୍ବନିମ୍ନ ଦୁଇବର୍ଷ କାରାଦଣ୍ଡ ପାଇଲେ ତାଙ୍କର ସଭ୍ୟପଦ ରଦ୍ଦ ହେବାର ନିୟମ ରହିଛି । ତେବେ ତଳ କୋର୍ଟର ଆଦେଶକୁ ୧ ମାସ ମଧ୍ୟରେ ଉପରକୋର୍ଟରେ ଚାଲେଂଜ କଲେ ତାଙ୍କୁ ବିରତି ମିଳିବ ।

Previous Post

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

Next Post

ଖାଲି ଭାଷଣରେ ପଦ୍ମ ଫୁଟିବନି !

Next Post
ଖାଲି ଭାଷଣରେ ପଦ୍ମ ଫୁଟିବନି !

ଖାଲି ଭାଷଣରେ ପଦ୍ମ ଫୁଟିବନି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA