Thursday, July 10, 2025 07:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଡ୍ରେନ୍ ରୁ ମିଳିଲା ଛାତ୍ରଙ୍କ ମୃତଦେହ

by Our Correspondent
20 Sep, 2021- 10:39 AM
in Latest News, News
1 min read
0
ଡ୍ରେନ୍ ରୁ ମିଳିଲା ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଦୀର୍ଘ ୧୮ ଘଣ୍ଟାର ଖୋଜାଖୋଜି ପରେ ମିଳିଲା ଜ୍ୟୋତିପ୍ରକାଶଙ୍କ ଶବ । ପଞ୍ଚଶଖା ନଗର ନିକଟ ନାଳରେ ଏକ ବାଉଁଶବୁଦାରେ ଲାଖି ରହିଥିବା ଶବକୁ ଉଦ୍ଧାର କରାଯାଇଛିି । ଗତକାଲି ଅପରାହ୍ନରେ ଗୋଟିଏ ଶବ ଏଇ ଜାଗାରେ ଭାସୁଥିବା କିଛି ସ୍ଥାନୀୟ ଯୁବକ ଦେଖିଥିଲେ । ସେମାନଙ୍କ ସୂଚନା ଆଧାରରେ ଆଜି ସକାଳୁ ଅଗ୍ନିଶମ ବାହିନୀର ଏକ ଟିମ୍ ଓ ସ୍ଥାନୀୟ ଯୁବକ ଡ୍ରେନ୍ ରେ ପଶି ଖୋଜାଖୋଜି କରିଥିଲେ । ଦୁଇ ଘଣ୍ଟା ପରେ ଶବ ପାଇଥିଲେ ।

ଗତକାଲି ବର୍ଷା ବେଳେ ଘରୁ ସାଇକେଲରେ ସୌଭାଗ୍ୟନଗରକୁ ଟ୍ୟୁସନ୍ ଯାଉଥିବା ବରମୁଣ୍ଡା ଗାଁ ଢ଼ିପସାହିର ହୃଷିକେଶ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ(୧୫) ବର୍ଷା ପାଣିରେ ଡୁବିଥିବା ମୁକୁଳା ଡ୍ରେନ୍ (ନଂ ୮) ରେ ପଡ଼ି ଭାସି ଯାଇଥିଲେ । ପୁଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଗତକାଲି ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଚାଲିଥିଲେ ମଧ୍ୟ ନିରାଶ ହୋଇଥିଲେ ।

ଛାତ୍ର ଭାସିଯାଇଥିବା ଡ୍ରେନ୍ ର ପଛପଟ ଗଣ୍ଡମୁଣ୍ଡା କେନାଲ୍ ରୁ ଆଜି ସକାଳୁ ସର୍ଚ୍ଚ ଅପରେସନ୍ ପୁଣି ଆରମ୍ଭ ହୋଇଥିଲା । ଦେଢ଼ଘଣ୍ଟା ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଆଗ ହାତ ଟେକି ଦେଇଥିଲେ । ପରେ ସେମାନଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଡ୍ରେନ୍ ରେ ଖୋଜି ଏକ ବାଉଁଶବୁଦାରେ ଲାଖିଥିବା ଶବ ପାଇଥିଲେ । ଶବର ନାକ ଓ ପାଟିରେ ଗଭୀର କ୍ଷତ ରହିଛି । ଦେହସାରା ଖଣ୍ଡିଆଖାବରା ହେବା ସହ ଶବଟି ଫୁଲିଯାଇଛି । ସେଠାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ନାଳରୁ ଶବ ଉଦ୍ଧାର ପରେ ଏମସ୍ କୁ ନିଆଯାଇଛି । ସେଠାରେ ପରିବାରବର୍ଗଙ୍କ ଦ୍ୱାରା ଶବ ଚିହ୍ନଟ ହେବ ବୋଲି ଜଣାପଡ଼ିଛି । ତେବେ ଶବଟି ଯେ ଜ୍ୟୋତିପ୍ରକାଶଙ୍କର ଏକପ୍ରକାର ସ୍ପଷ୍ଟ ହୋଇଗଲାଣି ।

Previous Post

ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

Next Post

ବୁନୁ, ଅଶୋକ କାହିଁକି ଦୋଷୀ ହେବେନି ?

Next Post
ବୁନୁ, ଅଶୋକ କାହିଁକି ଦୋଷୀ ହେବେନି ?

ବୁନୁ, ଅଶୋକ କାହିଁକି ଦୋଷୀ ହେବେନି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA