Friday, September 4, 2026 08:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା-ମୋ ପରିବାର, କିଡସ୍ ଆନୁକୁଲ୍ୟରେ ଦାନ୍ତ ପରୀକ୍ଷା ଶିବିର

by Our Correspondent
06 Feb, 2022- 09:48 PM
in Latest News, News
1 min read
0
ଓଡ଼ିଶା-ମୋ ପରିବାର, କିଡସ୍ ଆନୁକୁଲ୍ୟରେ ଦାନ୍ତ ପରୀକ୍ଷା ଶିବିର

କଟକ/ଭୁବନେଶ୍ୱର:  ଆଜି ଓଡ଼ିଶା-ମୋ ପରିବାର ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସ୍ (କିଡସ୍)ର ମିଳିତ ଆନୁକୁଲ୍ୟରେ କଟକ ଜଗତପୁର ସ୍ଥିତ ନିମପୁର ସ୍ପୋର୍ଟ୍ସ ଆଣ୍ଡ କ୍ରିକେଟ୍ କ୍ଲବ୍ ଠାରେ ପ୍ରଥମଥର ପାଇଁ ଏକ ଦନ୍ତ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ସକାଳ ୯ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ପ୍ରାୟ ୨୦ଜଣ ବିଶେଷଜ୍ଞ ଆସି ଲୋକମାନଙ୍କ ମାଗଣାରେ ଦାନ୍ତ ପରୀକ୍ଷା କରିଥିଲେ । ଶିବିରରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆସି ସେମାନଙ୍କର ଦାନ୍ତ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରେ ୮୫ଜଣ ଡାକ୍ତରଙ୍କ ପରାମର୍ଶ ନେଇଥିବାବେଳେ ୨୫ଜଣ ସ୍କେଲିଂ, ୫ଜଣ ରିଷ୍ଟୋରେସନ୍ ଏବଂ ୮ଜଣଙ୍କର ଏକ୍ସଟ୍ରାକ୍ସନ ବା ଦାନ୍ତ ଓପଡ଼ାଯାଇଥିଲା ।

ଏହାଛଡ଼ା ନିୟମିତ ସଠିକ୍ ଭାବେ ବ୍ରସ୍ କରି ଦାନ୍ତ ଏବଂ ପାଟିର ଯତ୍ନ ନେବା ତଥା ରୋଗମୁକ୍ତ ରଖିବା, ଏହା ନକଲେ ଭବିଷ୍ୟତରେ କିପରି ଦାନ୍ତ ପୋକ ଖାଇଯାଏ ସେ ବିଷୟରେ ସଚେତନ କରାଯାଇଥିଲା । ଆହୁରି ମଧ୍ୟ ତମ୍ବାଖୁ ସେବନ ଦ୍ୱାରା ମୂଖ ଗହ୍ୱରରେ କିପରି କ୍ୟାନସର ହୁଏ ସେଥିପ୍ରତି ମଧ୍ୟ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଲୋକମାନଙ୍କୁ ସଚେତନ କରାଯାଇଥିଲା । ଶିବିରକୁ ଦାନ୍ତ ପରୀକ୍ଷା କରାଇବାକୁ ଆସିଥିବା ସମସ୍ତଙ୍କୁ ଡାବର ପକ୍ଷରୁ ଏକ ଡେଣ୍ଟାଲ କିଟ୍ ପ୍ରଦାନ କରାଯାଇଥିଲା ।

ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୁପ ପଟନାୟକଙ୍କ ଦିଗଦର୍ଶନରେ ତଥା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଂଜନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ କଟକ-ବାରବାଟୀ ପୂର୍ବତନ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, କଟକ-ନଗର ଜୀବନବିନ୍ଦୁ ସଂଯୋଜକ ଶ୍ରୀ ରଞ୍ଜନ ବିଶ୍ୱାଳ ଏବଂ କଟକ ଜଗତପୁର ସଂପାଦକ ଶ୍ରୀ ତ୍ରିଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ନିମପୁର ସ୍ପୋର୍ଟ୍ସ ଆଣ୍ଡ କ୍ରିକେଟ୍ କ୍ଲବ୍ ସହଯୋଗରେ ଆୟୋଜିତ ଏହି ଶିବିରକୁ ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ କିଡସ୍ ର ସହ-ନିର୍ଦ୍ଦେଶକ ଡା.ଯୁଗଜ୍ୟୋତି ପାଠୀ ଏବଂ ଡା.ସ୍ୱାଧୀନା ପାତ୍ର ସଂଯୋଜନା କରିଥିଲେ ।

ସୂଚନାଯୋଗ୍ୟ, ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସେମାନଙ୍କର ଜରୁରୀ ସମୟରେ ବିରଳ ଶ୍ରେଣୀର ରକ୍ତ ଯୋଗାଇବା, ଚକ୍ଷୁ ପରୀକ୍ଷା ଶିବିର ମାନ ଆୟୋଜନ କରି ମୋତିଆବିନ୍ଦୁର ଅସ୍ତ୍ରୋପଚାର ମାଗଣାରେ କରାଇବା, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଗୁଡ଼ିକରେ ହେଲ୍ପଡେସ୍କମାନ ସ୍ଥାପନ କରି ରୋଗୀମାନଙ୍କ ଚିକିତ୍ସାରେ ସାହାଯ୍ୟ କରିବା ଭଳି ଅନେକ ସମାଜସେବା କାର୍ଯ୍ୟ ଓଡ଼ିଶା-ମୋ ପରିବାର ନିରନ୍ତର କରିଆସୁଛି ।

Previous Post

ନିରବି ଗଲେ ସ୍ୱର ସାମ୍ରାଜ୍ଞୀ

Next Post

ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି: ମୁଖ୍ୟମନ୍ତ୍ରୀ

Next Post
ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି: ମୁଖ୍ୟମନ୍ତ୍ରୀ

ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA