Tuesday, May 13, 2025 06:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟସଭାରେ ମହିଳା ସଶକ୍ତିକରଣ ଫର୍ମୂଲା ବତାଇଲା ବିଜେଡ଼ି

ସସ୍ମିତ୍ ଙ୍କ ଓଡ଼ିଆ ଭାଷଣରେ ଭେଙ୍କିୟା ମୁଗ୍ଧ

by Our Correspondent
03 Feb, 2021- 06:03 PM
in Latest News, News
1 min read
0
ରାଜ୍ୟସଭାରେ ମହିଳା ସଶକ୍ତିକରଣ ଫର୍ମୂଲା ବତାଇଲା ବିଜେଡ଼ି

ନୂଆଦିଲ୍ଲୀ/ଭୁବନେଶ୍ୱର: ମହିଳା ସଶକ୍ତିକରଣ ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ନିଜ ମାତୃଭାଷା ଓଡ଼ିଆରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଜେଡ଼ିର ଯୁବ ସାଂସଦ ଡ. ସସ୍ମିତ୍ ପାତ୍ର । ସସ୍ମିତ୍ ଙ୍କ ଚମତ୍କାର ଉପସ୍ଥାପନାରେ ଗୃହର ଅଧ୍ୟକ୍ଷ ଶ୍ରୀ ଭେଙ୍କିୟା ନାଇଡୁ ମୁଗ୍ଧ ହୋଇଯାଇଥିଲେ । ଆଉ ଆପେ ତାଙ୍କ ପାଟିରୁ ଓଡ଼ିଆରେ ପ୍ରଶଂସା ବାହାରି ଆସିଥିଲା । ‘ତମର ଭାଷାରେ ଅତି ସୁନ୍ଦର କହିଲେ’ ବୋଲି କହିଥିଲେ ଭେଙ୍କିୟା । ରାଜ୍ୟସଭାରେ ୧୬ ମାସର କାର୍ଯ୍ୟକାଳ ଭିତରେ ସସ୍ମିତ୍ ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ଗୃହର ଅଧ୍ୟକ୍ଷଙ୍କ ପ୍ରଶଂସା ସାଉଁଟିବା ଚର୍ଚ୍ଚାର ବିଷୟ ହୋଇଛି ।

ଆଜି ରାଜ୍ୟସଭାର ଶୂନ୍ୟକାଳରେ ମହିଳା ସଶକ୍ତିକରଣ ପ୍ରସଙ୍ଗ ଅବତାରଣା କରିଥିଲେ ସସ୍ମିତ୍ । ଏହି ଅବସରରେ ମହିଳା ସଂରକ୍ଷଣ ବିଲ୍ ପାରିତ ପାଇଁ ଦୃଢ଼ ଦାବି କରିଥିଲେ । ଏହି ପ୍ରସଙ୍ଗରେ ନିଜର ଯୁକ୍ତି ରଖିବାକୁ ଯାଇ ମହିଳାଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ ବିଷୟ ଆଲୋଚନା କରିଥିଲେ ।

ସସ୍ମିତ୍ କହିଥିଲେ, ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ ଏକ ଯୋଜନା ଆଣିବାର ଅଛି । ଓଡ଼ିଶାରେ ମିଶନ୍ ଶକ୍ତି ନାମରେ ଏକ ଯୋଜନା ଅଛି । ଯେଉଁଥିରେ ୮୦ ଲକ୍ଷ ମହିଳା ସଶକ୍ତ ହେଉଛନ୍ତି । ଏହି ଯୋଜନାରେ ନିଜର ଜୀବନ ଜୀବିକା ସେମାନେ ପରିବର୍ତ୍ତିତ କରିପାରିଛନ୍ତି । କେନ୍ଦ୍ର ସରକାର ଯେଉଁଭଳି ଭାବେ ନ୍ୟାସନାଲ୍ ମାଟରନିଟି ସ୍କିମ୍ ରେ ଓଡ଼ିଶାର “ମମତା ଯୋଜନା’ର ମଡେଲ ଅନୁସରଣ କରିଛନ୍ତି ସେହିଭଳି ଭାବେ “ମିଶନ ଶକ୍ତି’ ର ମଡେଲ ଆପଣାନ୍ତୁ । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ । ଏହା ଦେଶର ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣରେ ସହାୟକ ହେବ ।

ସେହିଭଳି ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପ୍ରସଙ୍ଗ ଉଲ୍ଲେଖ କରି ସସ୍ମିତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ଦୋହରାଇଥିଲେ । ନବୀନ ପଟ୍ଟନାୟକ ଯେଉଁ ପ୍ରକାର ଭାବେ ମହିଳା ସଶକ୍ତିକରଣ ପାଇଁ ମହିଳା ସଂରକ୍ଷଣ ବିଲ୍ ପାଇଁ ବାରମ୍ବାର କହି ଆସୁଛନ୍ତି, କେନ୍ଦ୍ର ସରକାର ଟାଳଟୁଳ ନୀତି ଛାଡ଼ି ମହିଳା ସଂରକ୍ଷଣ ବିଲ୍ କୁ ତୁରନ୍ତ ପାରିତ କରିବାର ଆବଶ୍ୟକତା ଅଛି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନିଜ ଦଳ ବିଜେଡ଼ି ପକ୍ଷରୁ ଲୋକସଭାରେ ଏକ ତୃତୀୟାଂଶ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ କରିଥିଲେ ବୋଲି ସସ୍ମିତ୍ ମନେ ପକାଇ ଦେଇଥିଲେ ।

ମୋଟାମୋଟି ଭାବେ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ମିଶନ ଶକ୍ତିକୁ ଏକ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ଏବଂ ରାଜନୈତିକ ସଶକ୍ତିକରଣ ପାଇଁ ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ପାରିତ କରିବା ପାଇଁ ଦାବି କରିଥିଲେ ସସ୍ମିତ୍ ।

Previous Post

ପାରାଦ୍ୱୀପ-ବଡ଼ବିଲ ରାସ୍ତା ହେବ ୮ ଲେନ୍

Next Post

ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ

Next Post
ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ

ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି' ଛାଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA