Friday, April 17, 2026 03:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଖସି ପଳାଇଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର

ଏସସିବିରେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର

by Our Correspondent
10 Apr, 2021- 08:16 PM
in Crime, Latest News, News
1 min read
0
ଖସି ପଳାଇଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର

କଟକ: ପୁଲିସ କବଳରୁ ଖସି ପଳାଇଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ହାଇଦର । କଟକ ଏସସିବିରେ ଚିକିତ୍ସିତ ହେଉଥିବା ହାଇଦର ତାକୁ ଜଗିଥିବା ସୁରକ୍ଷାକର୍ମୀଙ୍କୁ କୋଲଡ୍ ଡ୍ରିଙ୍କସ୍ ରେ ନିଶା ଦେଇ ଚମ୍ପଟ୍ ମାରିଛି । ଏକାଧିକ ହତ୍ୟାକାଣ୍ଡରେ ଜେଲ୍ ରେ ସଜ୍ଜା ଭୋଗୁଥିବା ହାଇଦର ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହୋଇଥିଲା । ହାଇଦର ଫେରାର ଘଟଣାରେ ସୁରକ୍ଷା ବ୍ୟବସ୍ଥାର ସାଂଘାତିକ ତ୍ରୁଟି ସାମନାକୁ ଆସିଛି । ଘଟଣାଟି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।

ସମ୍ବଲପୁର ସର୍କଲ୍ ଜେଲ୍ ରେ ସଜ୍ଜା ଭୋଗୁଥିବା ହାଇଦର ଗଲ୍ ବ୍ଲାଡର୍ ଷ୍ଟୋନ୍ ଅପରେସନ୍ ପାଇଁ ପ୍ରଥମେ ବୁର୍ଲା ମେଡ଼ିକାଲ୍ କଲେଜରେ ଭର୍ତ୍ତି ହୋଇଥିଲା । ମାତ୍ର ପରେ କଟକ ଏସସିବିକୁ ସ୍ଥାନାନ୍ତରିତ ହୋଇ ସର୍ଜରୀ ବିଭାଗର ୫ ନଂ କ୍ୟାବିନ୍ ରେ ରହୁଥିଲା । ହାଇଦରକୁ ଜଗିବା ପାଇଁ ଜଣେ ମାତ୍ର କନେଷ୍ଟବଳ ଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୫ଟାରେ ହାଇଦର ତାର ଜଣେ ସହଯୋଗୀକୁ ବାହାରକୁ ପଠାଇ ଏକ କୋଲଡ୍ ଡ୍ରିଙ୍କସ୍ କିଣି ଆଣିଥିଲା । ସେଥିରେ ନିଶା ମିଶାଇ ସଂପୃକ୍ତ କନେଷ୍ଟବଳକୁ ପିଆଇଥିଲେ । ଏଥିପାଇଁ ସୁଚିନ୍ତିତ ଯୋଜନା ପୂର୍ବରୁ ହୋଇଥିଲା । ନିଶା ମିଶା କୋଲଡ୍ ଡ୍ରିଙ୍କସ୍ ପିଇ କନେଷ୍ଟବଳ ଅଚେତ ହୋଇଯିବା ପରେ ହାଇଦର ପୂର୍ବ ଯୋଜନା ଅନୁଯାୟୀ ଫେରାର ହୋଇଯାଇଛି ।

ସୁଲେମାନ୍, ଚୁନା ଓ ରଶ୍ମିରଞ୍ଜନ ହତ୍ୟାକାଣ୍ଡ ଭଳି ଏକାଧିକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହାଇଦର ଦୀର୍ଘ ବର୍ଷ ଧରି ଝାରପଡ଼ା ଜେଲ୍ ରେ ରହୁଥିଲା । ୨୦୧୭ ମସିହାରେ ଜେଲ୍ ଭିତରେ ଏକ ଗ୍ୟାଙ୍ଗୱାର୍ ଘଟଣା ପରେ ତାକୁ ସମ୍ବଲପୁର ସର୍କଲ୍ ଜେଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ସେବେଠାରୁ ସେଠାରେ ରହି ଆସୁଥିଲା ।

ହାଇଦର ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ କୁ ମେଡ଼ିକାଲ୍ ରେ ଜଗିବା ପାଇଁ ଜଣେ ମାତ୍ର ସୁରକ୍ଷାକର୍ମୀ କିଭଳି ରହିଲେ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏଥିସହ ଜେଲ୍ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ସାମନାକୁ ଆସିଛି । ଏସସିବିରେ ହାଇଦର ଚିକିତ୍ସିତ ହେଉଥିଲେ ମଧ୍ୟ ମଙ୍ଗଳାବାଗ ଥାନା ପୁଲିସ ପାଖରେ ଖବର ନ ରହିବା ଆହୁରି ଆଶ୍ଚର୍ଯ୍ୟର ବିଷୟ ହୋଇଛି ।

ହାଇଦରକୁ ଧରିବା ପାଇଁ ପୁଲିସ ପକ୍ଷରୁ ବଛା ବଛା ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଛାନଭିନ୍ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Previous Post

ମନ୍ତ୍ରୀମାନଙ୍କ ଦକ୍ଷତାର ଦ୍ୱିତୀୟ ପାଳି ହିସାବ ନିକାଶ

Next Post

ହାଇଦର ପତ୍ତା ପାଉନି ପୁଲିସ, ସହଯୋଗୀ ୟାକୁବ୍ ର ଆତ୍ମସମର୍ପଣ

Next Post
ହାଇଦର ପତ୍ତା ପାଉନି ପୁଲିସ, ସହଯୋଗୀ ୟାକୁବ୍ ର ଆତ୍ମସମର୍ପଣ

ହାଇଦର ପତ୍ତା ପାଉନି ପୁଲିସ, ସହଯୋଗୀ ୟାକୁବ୍ ର ଆତ୍ମସମର୍ପଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA