Thursday, June 25, 2026 12:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜଧାନୀରେ ଓଟିଭି ଅଫିସ୍ ପାଇଁ ବି ଜମି ଜବରଦଖଲ

ପଣ୍ଡା କମ୍ପାନୀ ମାଡ଼ି ବସିଛନ୍ତି ୧୨,୯୮୦ ବର୍ଗଫୁଟ ଜାଗା

by Our Correspondent
27 Oct, 2020- 10:22 PM
in Latest News, News
1 min read
0
ରାଜଧାନୀରେ ଓଟିଭି ଅଫିସ୍ ପାଇଁ ବି ଜମି ଜବରଦଖଲ

ଭୁୁବନେଶ୍ୱର: ସାମନାକୁ ଆସିଲା ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ । ଖାଲି ସାରୁଅ ଜମି ନୁହେଁ, ଖୋଦ୍ ରାଜଧାନୀ ଛାତି ଉପରେ ସରକାରୀ ଜାଗା ହଡ଼ପ କରିଛନ୍ତି ପଣ୍ଡା କମ୍ପାନୀ । ଜାଗୀ ପଣ୍ଡାଙ୍କ ମାଲିକାନାରେ ଥିବା ଓଟିଭି ଅଫିସ ୧୨ ହଜାର ୯୮୦ ବର୍ଗଫୁଟ ସରକାରୀ ଜମିକୁ ମାଡ଼ି ନିର୍ମାଣ ହୋଇଛି । ଇଡକୋ ପକ୍ଷରୁ ଆଜି ଜଏଣ୍ଟ ଭେରିଫିକେସନ୍ ବେଳେ ଏହି କେଳେଙ୍କାରୀ ଧରାପଡ଼ିଛି । ସାରୁଅ ଜମି କେଳେଙ୍କାରୀ ଓ ବାହାମାସ୍ ଭୂତ କମ୍ପାନୀ ଜରିଆରେ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ କଳାଟଙ୍କା କାରବାରକୁ ନେଇ ଚର୍ଚ୍ଚା ଜୋର୍ ଧରିଲା ବେଳକୁ ଏବେ ସେଥିରେ ଯୋଡି ହୋଇଛି ଜମି କେଳଙ୍କାରୀର ଦ୍ୱିତୀୟ ଅଧ୍ୟାୟ ।

ସରକାରୀ ଜାଗାରେ ଓଟିଭି ଅଫିସ୍ ନିର୍ମାଣ ହୋଇଥିବାର ଏକ ଅଭିଯୋଗ ନିକଟରେ ଇଡକୋ କର୍ତ୍ତୃପକ୍ଷଙ୍କ ପାଖକୁ ଆସିଥିଲା । ଅଭିଯୋଗର ଅନୁଧ୍ୟାନ ପରେ ଗତମାସ ୨୦ ତାରିଖରେ ଓଟିଭି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ଇଡକୋ । ମାତ୍ର ଓଟିଭି କର୍ତ୍ତୃପକ୍ଷ ଉକ୍ତ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଥିଲେ । କୌଣସି ଜାଗା ଜବରଦଖଲ କରିନାହାନ୍ତି ବୋଲି ସଫେଇ ରଖିଥିଲେ । ତେବେ ଓଟିଭି କର୍ତ୍ତୃପକ୍ଷଙ୍କ ଏହି ସଫେଇରେ ସନ୍ତୁଷ୍ଟ ହୋଇ ନ ଥିଲେ ଇଡକୋ କର୍ତ୍ତୃପକ୍ଷ ।

ଆଜି ଇଡକୋ ପକ୍ଷରୁ ଓଟିଭି ଅଫିସ୍ ନିର୍ମାଣ ହୋଇଥିବା ଜମି ଓ ଏହାର ସଂଲଗ୍ନ ଅଞ୍ଚଳରେ ଜଏଣ୍ଟ ଭେରିଫିକେସନ୍ କରାଯାଇଥିଲା । ଇଡକୋ ଲ୍ୟାଣ୍ଡ ଅଫିସର, ବିଏମସି, ବିଡିଏ ଓ କଳାରାହାଙ୍ଗ ତହସିଲ ଅଫିସ୍ ର କର୍ମଚାରୀ ଏଥିରେ ସାମିଲ ହୋଇ ମାପଚୁପ୍ କରିଥିଲେ । ଆଉ ଏଥିରୁ ବାହାରିଥିବା ନିଷ୍କର୍ସ ଓଟିଭି କର୍ତ୍ତୃପକ୍ଷଙ୍କ କଳା ଚେହେରାକୁ ପଦାରେ ପକାଇଛି ।

ସୂଚନା ଅନୁଯାୟୀ, ୨୦୦୭ ମସିହାରେ ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ଓଟିଭିକୁ ୦.୮୩୫ ଏକର ଜମି ବା ୩,୩୭୯ ବର୍ଗମିଟର ଜମି ଇଡକୋ ଆଲଟ୍ କରିଥିଲା । ଏହି ଜମିର ପ୍ଲଟ୍ ନଂ ହେଉଛି ଏନ/୨୮/୨୯/୩୦ ଏବଂ ୩୧ ନମ୍ବର ପ୍ଲଟ୍ । ତେବେ ନିଜକୁ ମିଳିଥିବା ସମ୍ପତ୍ତି ଉପରେ ସନ୍ତୁଷ୍ଟ ନ ହୋଇ ଏହାର ଚାରିପଟେ ଥିବା ସରକାରୀ ଜାଗା ଉପରେ ଆଖି ପକାଇଥିଲେ ।

ଇତିମଧ୍ୟରେ ୧୨, ୯୮୦ ବର୍ଗଫୁଟ ଜମିକୁ ବେଆଇନ ମାଡ଼ି ବସି ତାହା ଉପରେ ନିର୍ମାଣ କାର୍ଯ୍ୟ କରିଛନ୍ତି । ଏହି ଜବରଦଖଲ ଜମି ଉପରେ ଛିଡ଼ା ହୋଇଛି ଓଟିଭି ଟେଲିପୋର୍ଟ ଓ ଡିଜି । ଓଟିଭି ମୁଖ୍ୟ ବିଲଡିଂର କିଛି ଅଂଶ ମଧ୍ୟ ଏହି ଜବରଦଖଲ ଜମି ଉପରକୁ ମାଡ଼ି ଆସିଛି ।

ସୂଚନାଥାଉକି, ଓଟିଭି ଷ୍ଟୁଡ଼ିଓ ନିର୍ମାଣ ନାଁରେ ସାରୁଅରେ ଦଳିତଙ୍କ ଜମି ହଡ଼ପ କରିଥିବାର ସଙ୍ଗୀନ ଅଭିଯୋଗ ଆସିଛି ଓଟିଭି ଏମଡି ଜାଗୀ ପଣ୍ଡାଙ୍କ ବିରୋଧରେ । ଥାନାରେ ତିନି ତିନୋଟି ମାମଲା ହେଲାଣି । ଜିଲ୍ଲା ପ୍ରଶାସନର ସୁପାରିଶକ୍ରମେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା ବେଳେ ଏବେ ଖୋଦ୍ ରାଜଧାନୀ ଛାତି ଉପରେ ଜମି ଜବରଦଖଲ ପଦାକୁ ଆସିଛି । ଜବରଦଖଲକାରୀଙ୍କ ବିରୋଧରେ ଇଡକୋ କର୍ତ୍ତୃପକ୍ଷ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ଏ ସମ୍ପର୍କରେ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।

Previous Post

ପରାଗ ଗୁପ୍ତା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ, ମାଥିଙ୍କୁ ସିଡିଏର ଅତିରିକ୍ତ ଦାୟିତ୍ୱ

Next Post

ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

Next Post
ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA