Friday, April 17, 2026 04:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

ଭିସୁଟ୍ ଛାତ୍ରଙ୍କୁ ମିଛ କରୋନା

କିଟ୍ ଖରାପ ଯୋଗୁଁ ପଜିଟିଭ୍ ରିପୋର୍ଟ ଆସିଥିଲା

by Our Correspondent
02 Mar, 2021- 01:37 PM
in Health, Latest News, News
1 min read
0
ଭିସୁଟ୍ ଛାତ୍ରଙ୍କୁ ମିଛ କରୋନା

ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍) ରେ କେହି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି । ଏକାଥରେ ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଦୁଇଦିନ ତଳେ ରିପୋର୍ଟ ଆସିଥିଲା । ମାତ୍ର ତାହା ଭୁଲ୍ ଥିଲା । କୋଭିଡ୍ ଆଣ୍ଟିଜେନ୍ କିଟ୍ ଖରାପ ଯୋଗୁଁ ପଜିଟିଭ୍ ରିପୋର୍ଟ ଆସିଥିଲା । ଆରଟି-ପିସିଆର ଟେଷ୍ଟିଂରେ ଏମାନଙ୍କର ନେଗେଟିଭ୍ ରିପୋର୍ଟ ଆସିଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଏହି ସ୍ପଷ୍ଟୀକରଣ ଦେଇଛନ୍ତି ।

ଆଣ୍ଟିଜେନ୍ କିଟ୍ ରେ ଏଭଳି ତ୍ରୁଟି ଜଣାପଡ଼ିବା ପରେ ଭିସୁଟ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲ ଆଶ୍ୱସ୍ତ ହୋଇଥିଲେ ମଧ୍ୟ ଏହାକୁ ଗୁରୁତର ଘଟଣା ଭାବେ ଧରାଯାଉଛି । ଏହି କିଟ୍ କେଉଁଠୁ ଆସିଲା ଏବଂ ଏଥିପାଇଁ କିଏ ଦାୟୀ ତାହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ସବୁ କିଟ୍ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଭିସୁଟ୍ ର ଏତେସଂଖ୍ୟକ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଲା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ବିଶ୍ୱବିଦ୍ୟାଳୟକୁ ସଟଡାଉନ୍ ଘୋଷଣା କରାଯାଇଥିଲା । ସଂକ୍ରମିତଙ୍କୁ ଆଇସୋଲେସନ୍ ରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱବିଦ୍ୟାଳୟର ୧୧ଟି ହଷ୍ଟେଲ୍ କୁ କଣ୍ଟେନମେଣ୍ଟ ଜୋନ୍ ଏବଂ ଗୋଟିଏ ହଷ୍ଟେଲ୍(ପୁଲହ)ର୍ର ଚତୁଃପାଶ୍ୱର୍କୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ଜରୁରୀ କାର୍ଯ୍ୟ ଛଡ଼ା ଏହି ଜୋନ୍ ରେ ଯାତାୟତ ଉପରେ କଟକଣା ଲାଗିଥିଲା ।

ଏପଟେ ଭିସୁଟ୍ କର୍ତ୍ତୃପକ୍ଷ ସପ୍ତମ ସେମିଷ୍ଟର୍ ର ଅଫଲାଇନ୍ ପରୀକ୍ଷାକୁ ଛାଡ଼ି ଅନ୍ୟ ସମସ୍ତ ଅଫଲାଇନ୍ କ୍ଲାସ୍ ବାତିଲ୍ କରିଥିଲେ । ଅନଲାଇନ୍ କ୍ଲାସ ଘୋଷଣା ହେବା ପରେ ବିଟେକ୍ ଦ୍ୱିତୀୟ ଓ ତୃତୀୟ ବର୍ଷର ଅଧିକାଂଶ ଛାତ୍ରଛାତ୍ରୀ ହଷ୍ଟେଲ୍ ଛାଡ଼ି ନିଜ ଘରକୁ ଚାଲିଯାଇଛନ୍ତି ।

Previous Post

କେଉଁଠି ଥିଲେ ସାଂସଦ ମ୍ୟାଡାମ୍?

Next Post

ସୋଆ ଗ୍ରାଜୁଏଟ୍ ଙ୍କୁ ନିଯୁକ୍ତି ସୁଯୋଗ

Next Post
ସୋଆ ଗ୍ରାଜୁଏଟ୍ ଙ୍କୁ ନିଯୁକ୍ତି ସୁଯୋଗ

ସୋଆ ଗ୍ରାଜୁଏଟ୍ ଙ୍କୁ ନିଯୁକ୍ତି ସୁଯୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA