Sunday, April 19, 2026 04:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ତାତିରେ ରେକର୍ଡ କଲା ଭୁବନେଶ୍ୱର

ଆହୁରି ଦୁଇଦିନ ଜାଳିବ

by Our Correspondent
31 Mar, 2021- 08:04 PM
in Latest News, News
1 min read
0
ତାତିରେ ରେକର୍ଡ କଲା ଭୁବନେଶ୍ୱର

ଭୁବନେଶ୍ୱର: କାଲି ବାରିପଦା । ଆଜି ଭୁବନେଶ୍ୱର । ମାର୍ଚ୍ଚ ମାସର ସର୍ବକାଳୀନ ରେକର୍ଡ ଭାଙ୍ଗି ବିଶ୍ୱର ଉତ୍ତପ୍ତ ସହର ପାଲଟିଛନ୍ତି । ଆଜି ଭୁବନେଶ୍ୱର ପାରଦ ୪୪.୨ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ୨୦୧୬ ମସିହା ମାର୍ଚ୍ଚ ୨୧ରେ ସହରର ତାପମାତ୍ରା ସର୍ବାଧିକ ୪୨.୨ଂ ରେକର୍ଡ କରାଯାଇଥିଲା । ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ଣପ୍ରବାହ ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ୧୯ଟି ସହର ଆଜି ୪୦ଂ ରୁ ଅଧିକ ତାତିରେ ସିଝିଛି । ଆଗାମୀ ଦୁଇଦିନ ଯାଏଁ ପ୍ରଚଣ୍ଡ ତାତି ଜାରି ରହିବ । ୨୧ ଟି ଜିଲ୍ଲାରେ ସ୍ୱାଭାବିକଠାରୁ ୪ରୁ ୬ଂ ଅଧିକ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।

ଆଜି ୧୯ ଟି ସହରର ତାପମାତ୍ରା ୪୦ଂ ଉପରେ ଏବଂ ୧୩ ଟି ସହରର ତାପମାତ୍ରା ୪୧ଂ ଉପରେ ଥିଲା । ଗତକାଲି ବାରିପଦା ତାପମାତ୍ରା ୪୪.୬ ଥିଲା ବେଳେ ଆଜି ଥିଲା ୪୩.୬ଂ । ବାଲେଶ୍ୱର ୪୩, ଚାନ୍ଦବାଲି ୪୨.୬, ତାଳଚେର ୪୨.୫, ମାଲକାନଗିରି ୪୨, ଗଜପତି ୪୨, ବୌଦ୍ଧ ୪୨, ଅନୁଗୁଳ ୪୧.୭, ବଲାଙ୍ଗୀର ୪୧.୫, ଭବାନୀପାଟଣା ୪୧.୫, ଟିଟିଲାଗଡ଼ ୪୧.୨ ଓ ନୟାଗଡ଼ ୪୧.୨ ତାପମାତ୍ରା ରେକର୍ଡ କରାଯାଇଛି ।

ଆଗାମୀ ଦୁଇଦିନ ପାଇଁ ୨୧ଟି ଜିଲ୍ଲା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ମୟୁରଭଞ୍ଜ, କେନ୍ଦୁଝର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା ଓ ବାଲେଶ୍ୱର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏପ୍ରିଲ୍ ୨ ତାରିଖରୁ ତାତି ସାମାନ୍ୟ କମିବ ଏବଂ କାଳବୈଶାଖୀ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ କହିଛି ।

Previous Post

ନିଲମ୍ବିତ ଓଆଇସି ରୀନା ବକ୍ସଲାଙ୍କୁ ବହିଷ୍କାର ଦାବି

Next Post

ଓଡ଼ିଶାରେ ପ୍ରଥମ: କିମ୍‍ସରେ ୩ ଦିନର ଶିଶୁଠାରେ ବିରଳ ହୃଦ୍‍ ଅସ୍ତ୍ରୋପଚାର

Next Post
ଓଡ଼ିଶାରେ ପ୍ରଥମ: କିମ୍‍ସରେ ୩ ଦିନର ଶିଶୁଠାରେ ବିରଳ ହୃଦ୍‍ ଅସ୍ତ୍ରୋପଚାର

ଓଡ଼ିଶାରେ ପ୍ରଥମ: କିମ୍‍ସରେ ୩ ଦିନର ଶିଶୁଠାରେ ବିରଳ ହୃଦ୍‍ ଅସ୍ତ୍ରୋପଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA