Sunday, April 19, 2026 10:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହିନ୍ଦୀ ଶିକ୍ଷକଙ୍କର ୫ କୋଟି ସମ୍ପତ୍ତି

୩ ବଙ୍ଗଳା, ୨ ଆପର୍ଟମେଣ୍ଟ, ୧୦ ପ୍ଲଟ୍

by Our Correspondent
14 Oct, 2020- 10:16 PM
in Latest News
1 min read
0
ହିନ୍ଦୀ ଶିକ୍ଷକଙ୍କର ୫ କୋଟି ସମ୍ପତ୍ତି

ଭୁବନେଶ୍ୱର: ଜଣେ ହାଇସ୍କୁଲ ହିନ୍ଦୀ ଶିକ୍ଷକ କେବଳ କୋଟିପତି ନୁହଁନ୍ତି, ୫ କୋଟି ଟଙ୍କାର ସମ୍ପତ୍ତିର ମାଲିକ । ୩ ଟି ବଙ୍ଗଳା, ୨ ଟି ଆପର୍ଟମେଣ୍ଟ ଏବଂ ୧୦ ଟି ପ୍ଲଟ୍ ତାଙ୍କର । ଘରେ ଗାଡିମଟର, ସୁନା ଅଳଙ୍କାର, ଦାମୀ ଆସବାବପତ୍ର ଭର୍ତ୍ତି । ଆଜି ଭିଜିଲାନସ୍ ଚଢ଼ାଉ ବେଳେ ଏହି ବିଶାଳ ସମ୍ପତ୍ତି ଠାବ ହୋଇଛି । ଜଣେ ଶିକ୍ଷକଙ୍କର ଏତେ ସମ୍ପତ୍ତି ଭିଜିଲାନସ୍ ଅଧିକାରୀମାନଙ୍କୁ ତାଜୁବ୍ କରିଛି ।

୫ କୋଟି ସମ୍ପତ୍ତିର ମାଲିକ ବନିଥିବା ଏହି ହିନ୍ଦୀ ଶିକ୍ଷକ ଜଣଙ୍କ ହେଉଛନ୍ତି ଭୁବନାନନ୍ଦ ସାହୁ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଝଣ୍ଡାକୁଲିସ୍ଥିତ ଯଶୋଦା ହାଇସ୍କୁଲ୍ ରେ କ୍ଲାସିକାଲ୍ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ପାଇ ଆଜି ସକାଳୁ ଭିଜିଲାନସ୍ ବିଭାଗ ପକ୍ଷରୁ ଏକକାଳୀନ ୫ଟି ଜାଗାରେ ଚଢ଼ଉ କରାଯାଇଥିଲା । ଶ୍ରୀ ସାହୁ ରହୁଥିବା ବ୍ରହ୍ମପୁରସ୍ଥିତ ବୈକୁଣ୍ଠନଗର ଘର, ବ୍ରହ୍ମପୁର ବ୍ରହ୍ମନଗରରେ ଥିବା ୫ ମହଲାର ଘର, ପୈତୃକ ଘର କୋଟିଲିଙ୍ଗି, ଲକ୍ଷ୍ମୀପୁରଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ଏବଂ ଝଣ୍ଡାକୁଲିସ୍ଥିତ ଅଫିସ୍ ଘରେ ଏହି ଚଢ଼ଉ ହୋଇଥିଲା ।

ଶ୍ରୀ ସାହୁଙ୍କ ଭୂସମ୍ପତ୍ତି ତାଲିକାରେ ଅଛି ଏକ ୫ ମହଲାର ବିଲଡିଂ(୧ କୋଟି ୮୬ ଲକ୍ଷ), ଏକ ତିନି ମହଲାର ବିଲଡିଂ(୧ କୋଟି ୧୨ ଲକ୍ଷ), ଏକ ସିଙ୍ଗଲ୍ ବିଲଡିଂ(୩୮ ଲକ୍ଷ), ଭୁବନେଶ୍ୱର ଓ ପୁରୀରେ ଦୁଇଟି ଆପାର୍ଟମେଣ୍ଟ(୩୪ ଲକ୍ଷ), ଗୋପାଳପୁରରେ ଫ୍ଲାଟ୍(୬ ଲକ୍ଷ), ଗୋଟିଏ ଆଜବେଷ୍ଟସ୍ ଘର, ଗୋଟିଏ ସିଙ୍ଗଲ୍ ରୁମ୍ ଘର, ଦୋକାନ ଘର, ବ୍ରହ୍ମପୁରର ବିଭିନ୍ନ ଜାଗାରେ ୧୦ଟି ପ୍ଲଟ୍(୩୮ ଲକ୍ଷ) ।
ବିଭିନ୍ନ ବ୍ୟାଙ୍କରେ ତାଙ୍କର ୮ ଲକ୍ଷ ୪୩ ହଜାର ଟଙ୍କା ଡିପୋଜିଟ୍, ୨୦ ଲକ୍ଷ ୭୪ ହଜାରର ଏଲଆଇସି ଇନଭେଷ୍ଟମେଣ୍ଟ, ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ତିନୋଟି ମଟର ସାଇକେଲ ଏବଂ ୧୪ ଲକ୍ଷ ୭୨ ହଜାର ଟଙ୍କାର ଘର ଆସବାବପତ୍ର ରହିଛି । ନଗଦ ୯, ୪୭୦ ଟଙ୍କା ପାଖରେ ରଖିଥିଲେ ।

ଏହିଭଳି ଭାବେ ଏ ପର୍ଯ୍ୟନ୍ତ ତାଙ୍କର ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା ଆକଳନ କରାଯାଇଛି । ଏତେ ଟଙ୍କା ସେ କେଉଁଠୁ ଆଣିଲେ ଭିଜିଲାନସ୍ ପକ୍ଷରୁ ଖୋଳତାଡ଼ ଜାରି ରହିଛି ।

Previous Post

ଓଟିଭି ଜଘନ୍ୟ କାରସାଦି; ସାରୁଅ ଜମି କେଳେଙ୍କାରୀ ଗୁମର ଖୋଲିଲା

Next Post

DC beat RR by 13 Runs

Next Post
DC beat KKR by 18 Runs

DC beat RR by 13 Runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA