Friday, April 17, 2026 01:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାତିଲ ନିଷ୍ପତ୍ତି ବଦଳାଇବାକୁ ଭୟଙ୍କର ଷଡ଼ଯନ୍ତ୍ର!

ଇଚ୍ଛାଧୀନ କୋଟାରେ ବଡ଼ବଡ଼ିଆଙ୍କୁ ପ୍ଲଟ୍

by Our Correspondent
12 Mar, 2021- 08:48 PM
in Latest News, News
1 min read
0
ବାତିଲ ନିଷ୍ପତ୍ତି ବଦଳାଇବାକୁ ଭୟଙ୍କର ଷଡ଼ଯନ୍ତ୍ର!

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ବଡ଼ବଡ଼ିଆ ନେଇଥିବା ପ୍ଲଟ୍ ସମ୍ପୂୂର୍ଣ୍ଣ ବେଆଇନ ବୋଲି ତାରା ଦତ୍ତ କମିଟି ଦର୍ଶାଇ ସେଗୁଡ଼ିକ ବାତିଲ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ଏହାକୁ ରାଜ୍ୟ ସରକାର ଗ୍ରହଣ କରି କ୍ୟାବିନେଟ୍ ମୋହର ମାରିଲେ । ଇତିମଧ୍ୟରେ ନିଷ୍ପତ୍ତିକୁ ୬ ବର୍ଷ ବିତିଗଲାଣି । ତାରା ଦତ୍ତ ଚାକିରିରୁ ଅବସର ନେଇସାରିଲେଣି । ମାତ୍ର କ୍ୟାବିନେଟ୍ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନି । ଓଲଟି କ୍ୟାବିନେଟ୍ ନିଷ୍ପତ୍ତି ବଦଳାଇବାକୁ ଏବେ ଭୟଙ୍କର ଷଡ଼ଯନ୍ତ୍ର ରଚାଯାଇଛି ।

ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ୨୦୧୪ କ୍ୟାବିନେଟ୍ ନିଷ୍ପତ୍ତି ବଦଳାଇବାର ଖସଡ଼ା ଖୋଦ୍ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରିଛି । ଏହି ଯୋଜନାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ହାଉସିଂ ବୋର୍ଡ ପୃଥକ୍ ଭାବେ ଏକ ପୁନର୍ବିଚାର ପ୍ରସ୍ତାବ ନଗର ଉନ୍ନୟନ ବିଭାଗକୁ ପଠାଇଛନ୍ତି ।

ଇଚ୍ଛାଧୀନ କୋଟା ପ୍ଲଟ୍ ଆବଣ୍ଟନ ଗୁଡାଏ ବର୍ଷ ହୋଇଯାଇଥିବାରୁ ବାତିଲ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଏକ ଜଟିଳ ବ୍ୟାପାର । ଏହାଦ୍ୱାରା ଆଇନଗତ ସମସ୍ୟା ଦେଖାଦେବ ବୋଲି ପ୍ରସ୍ତାବ( ଜେନେରାଲ୍ ନୋଟ୍) ରେ ଦର୍ଶାଯାଇଛି । ନଗର ଉନ୍ନୟନ ବିଭାଗ ଏହି ତିନୋଟି ଯାକ ସମାନ ପ୍ରସ୍ତାବକୁ ସରକାରଙ୍କ ପାଖରେ ରଖି କ୍ୟାବିନେଟ୍ ର ମଂଜୁର କରାଇନେବାକୁ ଯୋଜନା ହୋଇଛି । ଅର୍ଥାତ୍ ଇଚ୍ଛାଧୀନ କୋଟାରେ ବେଆଇନ ଭାବେ ଆବଣ୍ଟିତ ପ୍ଲଟ୍ ଗୁଡ଼ିକ ବାତିଲ ହେବ ନାହିଁ । ରାଜ୍ୟ କ୍ୟାବିନେଟ୍ ନିଜ ନିଷ୍ପତ୍ତିର ପୁନର୍ବିଚାର କରି ଏହାକୁ ଆଇନସିଦ୍ଧ କରିଦେବେ ।

ନଗର ଉନ୍ନୟନ ବିଭାଗର ମାର୍ଫତଦାରରେ ଏହି ଭୟଙ୍କର ଷଡ଼ଯନ୍ତ୍ର ପଛରେ ପ୍ରଭାବଶାଳୀ ଲବି କାମ କରୁଥିବା ଜଣାପଡ଼ିଛି । ସରକାରଙ୍କ ଉପରେ ଚାପ ପକାଉଥିବା ଏହି ଗୋଷ୍ଠୀରେ ଅଛନ୍ତି ଇଚ୍ଛାଧୀନ କୋଟାରେ ଉପକୃତ ନେତା, ବ୍ୟୁରୋକ୍ରାଟ୍ ଏବଂ ସାମ୍ବାଦିକ । ବିଭିନ୍ନ ସମୟରେ ଏମାନେ ଇଚ୍ଛାଧୀନ କୋଟା ବ୍ୟବସ୍ଥାରୁ ଫାଇଦା ନେଇଛନ୍ତି । ଅଧିକାଂଶଙ୍କ ଖାତାରେ ଗୋଟିଏ ନୁହେଁ ଏକାଧିକ ପ୍ଲଟ୍ କିମ୍ବା ଫ୍ଲାଟ୍ ଗଡୁଛି । ମାଗଣା ସରକାରୀ କ୍ୱାର୍ଟର୍ ରେ ରହି ସରକାରୀ ଅନୁଗୃହୀତ ଫ୍ଲାଟ୍ କୁ ଭଡ଼ାରେ ଲଗାଇଛନ୍ତି ଏହି ପ୍ରଭାବଶାଳୀ ବାବୁମାନେ ।

ଉଲ୍ଲେଖଥାଉକି, ରାଜସ୍ୱ ବିଭାଗ ଦାୟିତ୍ୱରେ ଥିବା ତତ୍କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାରା ଦତ୍ତ କମିଟି ସୁପାରିଶ ଆଧାରରେ ରାଜ୍ୟ ସରକାର ୧୯୯୫ ଜାନୁଆରୀ ୧ ରୁ ସମସ୍ତ ଇଚ୍ଛାଧୀନ କୋଟା ପ୍ଲଟ୍ ଏବଂ ଫ୍ଲାଟ୍ ଆବଣ୍ଟନକୁ ବାତିଲ କରିଥିଲେ । ଯାହାର ସଂଖ୍ୟା ଥିଲା ୧୭୯୧ । ତାଲିକାରେ ବିଡ଼ିଏର ୮୦୩ ପ୍ଲଟ୍, ସିଡ଼ିଏର ୯୨୧ ପ୍ଲଟ୍ ଏବଂ ହାଉସିଂ ବୋର୍ଡର ୬୭ ପ୍ଲଟ୍ ଥିଲା । ସେଥିମଧ୍ୟରେ ୫୪ ଟି ଏକାଧିକ ପ୍ଲଟ୍ ମାମଲା ବି ଥିଲା ।

୨୦୧୪ ଡିସେମ୍ବର ୧୮ ସଂଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏହାକୁ ଏକ ଐତିହାସିକ ନିଷ୍ପତ୍ତି ଭାବେ ଅଭିହିତ କରିଥିଲେ ରାଜ୍ୟ ସରକାର । ସରକାରଙ୍କ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ।

Previous Post

୯ କିଟ୍ ଲ’ ସ୍କୁଲ ଛାତ୍ରଛାତ୍ରୀ ପାଇଲେ ଓଜେଏସ୍

Next Post

ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ଫି’ ଛାଡ଼

Next Post
ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ଫି’ ଛାଡ଼

ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ଫି' ଛାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA