Thursday, June 25, 2026 11:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନଡ୍ଡାଙ୍କ ଟିମ୍ ରେ ଓଡ଼ିଶାର ୪ ନେତା

by Our Correspondent
26 Sep, 2020- 10:20 PM
in Politics
1 min read
0
ନଡ୍ଡାଙ୍କ ଟିମ୍ ରେ ଓଡ଼ିଶାର ୪ ନେତା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବାର ୮ ମାସ ପରେ ଜେ.ପି. ନଡ୍ଡା ଆଜି ତାଙ୍କର ଟିମ୍ ଘୋଷଣା କରିଛନ୍ତି । ଏଥିରେ ଅଛନ୍ତି ୧୨ ଉପାଧ୍ୟକ୍ଷ, ୮ ସାଧାରଣ ସମ୍ପାଦକ, ୧୩ ସମ୍ପାଦକ, ୨୩ ମୁଖପାତ୍ର । ଓଡ଼ିଶାର ୪ ନେତା ବୈଜୟନ୍ତ ପଣ୍ଡା, ଡା. ସମ୍ବିତ୍ ପାତ୍ର, ଅପରାଜିତା ଷଡ଼ଙ୍ଗୀ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ଏଥିରେ ସ୍ଥାନ ମିଳିଛି ।

ପୂର୍ବରୁ ଅମିତ୍ ଶାହାଙ୍କ ଟିମ୍ ରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ମୁଖପାତ୍ର ଥିବା ଡା. ସମ୍ବିତ୍ ପାତ୍ର ନିଜ ପଦ ବଜାୟ ରଖିଛନ୍ତି । ନୂଆ ମୁହଁ ଭାବେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ୨୩ ଜଣିଆ ରାଷ୍ଟ୍ରୀୟ ମୁଖପାତ୍ରମଣ୍ଡଳୀରେ ସ୍ଥାନ ମିଳିଛି । ସେହିଭଳି ମୟୁରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ୧୩ ଜଣିଆ ସମ୍ପାଦକମଣ୍ଡଳୀରେ ସ୍ଥାନ ମିଳିଛି ।

୧୨ ଜଣିଆ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତାଲିକାରେ ଅଛନ୍ତି, ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ସାଂସଦ ରାଧାମୋହନ ସିଂ, ଶ୍ରୀମତୀ ରେଖା ବର୍ମା, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଶ୍ରୀମତୀ ଭାରତୀ ବେନ୍ ସିୟଲ୍, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ମୁକୁଲ ରାୟ, ଶ୍ରୀମତୀ ଡି.କେ. ଅରୁଣା, ଏମ୍. ଚୁବା ଆଓ ଏବଂ ଅବଦୁଲ୍ଲା କୁଟ୍ଟି ।

ରାଷ୍ଟ୍ରୀୟ ସାଧାରଣ ସମ୍ପାଦକମାନେ ହେଲେ ସାଂସଦ ଭୂପେନ୍ଦ୍ର ଯାଦବ, ଅରୁଣ ସିଂହ, ଦୁଶ୍ୟନ୍ତ କୁମାର ଗୌତମ, ଦିଲ୍ଲୀପ ସାଇକିଆ, କୈଳାସ ବିଜୟଭାରଗିୟା,ଶ୍ରୀମତୀ ଡି. ପୁରନ୍ଦରେଶ୍ୱରୀ, ସି.ଟି.ରବି ଏବଂ ତରୁଣ ଚୁଘ ।

ବି.ଏଲ୍ ସନ୍ତୋଷଙ୍କୁ ସାଧାରଣ ସମ୍ପାଦକ(ସଂଗଠନ) ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ରାଜେଶ ଅଗ୍ରୱାଲ୍ ଙ୍କୁ ଟ୍ରେଜେରର କରାଯାଇଛି । ଭି.ସତୀଶ, ସୌଦାନ୍ ସିଂ ଏବଂ ଶିବପ୍ରକାଶ ହୋଇଛନ୍ତି ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ।

ନଡ୍ଡାଙ୍କ ଟିମ୍ ରେ ଓଡ଼ିଶାର ୪ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ମିଳିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Previous Post

MBF Business Conclave ‘Privitti’ emphasized on more skills during this pandemic

Next Post

KKR beat SRH by 7 wickets

Next Post
KKR beat SRH by 7 wickets

KKR beat SRH by 7 wickets

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA