Friday, August 28, 2026 11:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସନା ମହାକୁଡ଼ଙ୍କ ଘରେ ଆଇଟି ରେଡ୍

ଏକକାଳୀନ ୧୦ଟି ଜାଗାରେ ଚଢ଼ଉ

by Our Correspondent
11 May, 2023- 11:17 AM
in Latest News, News
1 min read
0
ସନା ମହାକୁଡ଼ଙ୍କ ଘରେ ଆଇଟି ରେଡ୍

ଭୁବନେଶ୍ୱର: ଚମ୍ପୁଆର ପୂର୍ବତନ ବିଧାୟକ, ଅର୍ଥବଳୀ ନେତା ସନାତନ ମହାକୁଡ଼ଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଛି । କେନ୍ଦୁଝର, ଯୋଡା ଏବଂ ଭୁବନେଶ୍ୱରର ୧୦ଟି ଜାଗାରେ ଏକକାଳୀନ ଚଢ଼ଉ ଚାଲିଛି । କୋଟି କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି ।

ଆଜି ବଡ଼ି ସକାଳୁ ଶ୍ରୀ ମହାକୁଡ଼ଙ୍କର କେନ୍ଦୁଝର, ଯୋଡ଼ା ଏବଂ ଭୁବନେଶ୍ୱର ଘରେ ଆୟକର ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ । କେନ୍ଦୁଝରରେ ତାଙ୍କର ଭଡ଼ାଘର ଥିବା ବେଳେ ଯୋଡାରେ କ୍ୟାମ୍ପ ଅଫିସ୍ ଏବଂ ନମ୍ବିରାରେ ପୈତୃକ ଘର ଅଛି । ସେହିଭଳି ଭୁବନେଶ୍ୱରରେ ତାଙ୍କର ବାସଭବନ ଏବଂ ଅଫିସ ରହିଛି । ଭୁବନେଶ୍ୱରରେ ଥିବା ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ଘର ମଧ୍ୟ ଆୟକର ନଜରରୁ ବର୍ତ୍ତିନାହିଁ । ମୋଟ ୧୦ ଟି ଜାଗାରେ ଚଢ଼ଉ ଚାଲିଥିବା ଜଣାପଡ଼ିଛି ।

୨୦୧୪ ମସିହାରେ ଚମ୍ପୁଆରୁ ସ୍ୱାଧୀନ ଭାବେ ଲଢ଼ି ବିଧାୟକ ହୋଇଥିଲେ ଖଣି ବ୍ୟବସାୟୀ ସନା ମହାକୁଡ଼ । ସବୁଠାରୁ ଧନୀ ବିଧାୟକ ଭାବେ ଗଣତି ହେଉଥିଲେ । ତେବେ ବିବାଦ ତାଙ୍କର ପିଛା ଛାଡ଼ି ନ ଥିଲା । ଖଣି ଦୁର୍ନୀତି ଅଭିଯୋଗରେ ୨୦୧୫ ମସିହାରେ ଇଡି ତାଙ୍କ ଘର ଓ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚଢ଼ଉ କରିଥିଲା ।

ପରବର୍ଷ ବେଆଇନ ଭାବେ ଚାନ୍ଦା ଆଦାୟ ଏବଂ ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭନ କରିବାର ଅଭିଯୋଗରେ ମଧ୍ୟ ସେ ଛନ୍ଦି ହୋଇଥିଲେ । ସେହି ମାମଲାରେ ପୁଲିସ ତାଙ୍କର ୧୬ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ସେହିବର୍ଷ ୫ ଏକର ଜଙ୍ଗଲ ଜମି ଉପରେ ତାଙ୍କର ଜବରଦଖଲ ଘରକୁ ସ୍ଥାନୀୟ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲେ । ୨୦୧୮ ମସିହାରେ ଶ୍ରୀ ମହାକୁଡ଼ଙ୍କର ୫ଟି କରେଣ୍ଟ ଆକାଉଣ୍ଟ କୁ ପୁଲିସ ଅଚଳ କରିଥିଲା । ସେଗୁଡ଼ିକରେ ୧୬୫ କୋଟି ଟଙ୍କା ଥିଲା ।

ଶ୍ରୀ ମହାକୁଡ଼ଙ୍କ ନାଁରେ ମୋଟ ୩୦ରୁ ଅଧିକ ମାମଲା ଥିଲା ବେଳେ ଇତିମଧ୍ୟରେ ୨୯ ଟି ମାମଲାରେ ସେ ନିଦେ୍ର୍ଦାଷରେ ଖଲାସ ହୋଇଥିବା ଜଣାପଡ଼ିଛି ।

Previous Post

ପାଣ୍ଡିଆନ୍ ଙ୍କ ଗଜପତିଙ୍କ ଗସ୍ତର ଦ୍ୱିତୀୟ ଦିନ

Next Post

ସମଦୂରତ୍ୱ ନୀତି ଦୋହରାଇଲେ ନବୀନ

Next Post
ସମଦୂରତ୍ୱ ନୀତି ଦୋହରାଇଲେ ନବୀନ

ସମଦୂରତ୍ୱ ନୀତି ଦୋହରାଇଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA