Saturday, April 18, 2026 09:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଜାଗୀ ହାଜର ହେଲେନି, ସମୟ ନେଲେ

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା

by Our Correspondent
17 Oct, 2020- 12:24 PM
in Crime, Latest News
1 min read
0
ଜାଗୀ ହାଜର ହେଲେନି, ସମୟ ନେଲେ

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଆଜି ଜେରା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମନ୍ କରାଯାଇଥିଲା । ଦିନ ୧୧ଟାରେ ଇଓଡବ୍ଲୁ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର ଜାଗୀ ହାଜର ହୋଇନାହାନ୍ତି । ଇ-ମେଲ୍ କରି ସମୟ ନେବା ସହ ନିଜ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚୁରା କରାଯାଉ ବୋଲି ଅନୁରୋଧ କରିଛନ୍ତି ।

ରାଜଧାନୀରେ ଲକଡାଉନ୍ ବେଳେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଓଟିଭିର ୨ କର୍ମଚାରୀ, ୨ ସୁରକ୍ଷାକର୍ମୀ, ଜଣେ ପୁଲିସ କର୍ମଚାରୀଙ୍କ ସମେତ ୭ ଜଣ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନା ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି ।

ସେହିପରି ଘଟଣା ସମ୍ପର୍କରେ ଓଟିଭି ଏମଡି ଜାଗୀ ପଣ୍ଡା ମୂଳରୁ ଜାଣିଥିଲେ ମଧ୍ୟ ଚପାଇଦେବାକୁ ଉଦ୍ୟମ କରିଥିଲେ ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ । ମାତ୍ର ପୁଲିସ ସେ ଦିଗରେ ଚୁପ୍ ରହିଥିଲା ।

ଏତେବଡ଼ ସଙ୍ଗୀନ ମାମଲାରେ କମିଶନରେଟ୍ ପୁଲିସର ବିଳମ୍ବିତ ତଦନ୍ତ ପ୍ରକ୍ରିୟାରେ ଖୋଦ୍ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଇତିମଧ୍ୟରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । କ୍ରାଇବ୍ରାଞ୍ଚ ତଦନ୍ତଭାର ନେଲା ପରେ ତିନି ଅଭିଯୁକ୍ତଙ୍କୁ ଜେରା କରିସାରିଲାଣି ।

ଓଟିଭି ଏମଡି ଜାଗୀ ପଣ୍ଡାଙ୍କୁ ଆଜି ହାଜର ହେବାକୁ ଗତକାଲି ସମନ୍ ଦିଆଯାଇଥିଲା । ସମନ୍ ଦେବାକୁ କ୍ରାଇବ୍ରାଞ୍ଚର ଏକ ୪ ଜଣିଆ ଟିମ୍ ଓଟିଭି ଅଫିସ୍ ଯାଇଥିଲେ ମଧ୍ୟ ଓଟିଭି କର୍ତ୍ତୃପକ୍ଷ ଫାଟକ ଖୋଲି ନ ଥିଲେ । ପରେ ଓଟିଭିର ଆସିଷ୍ଟାଣ୍ଟ ମ୍ୟାନେଜର(ଅପରେସନ୍) ଏହି ସମନ୍ ଗ୍ରହଣ କରିଥିଲେ ।

Previous Post

MI beat KKR by 8 Wickets

Next Post

ଉଜୁଡ଼ିଗଲା ଅମରଙ୍କ ସଂସାର

Next Post
ଉଜୁଡ଼ିଗଲା ଅମରଙ୍କ ସଂସାର

ଉଜୁଡ଼ିଗଲା ଅମରଙ୍କ ସଂସାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA