Tuesday, April 21, 2026 10:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜୁ ଲିଗାସିଙ୍କ ଜାନକୀ ବନ୍ଦନା

ମନେ ପକାଇଲେ ବିଜୟ

by Our Correspondent
21 Apr, 2026- 08:03 PM
in Latest News, News
1 min read
0
ବିଜୁ ଲିଗାସିଙ୍କ ଜାନକୀ ବନ୍ଦନା

ଭୁବନେଶ୍ୱର: ଏପ୍ରିଲ୍ ୧୭ ତାରିଖ ବିଜୁ ବାବୁଙ୍କ ପୂଣ୍ୟତିଥିରେ ତଥାକଥିତ ବିଜୁ ଲିଗାସି ନେତାମାନଙ୍କ ଦ୍ୱାରା ଗଠନ ହୋଇଥିଲା ଓଡ଼ିଶା ନାଗରିକ ମଞ୍ଚ । ସେଦିନ ସଭାରେ ବିଜୁ ବାବୁଙ୍କ ସ୍ମୃତିଚାରଣ ସହ ନବୀନ ପଟ୍ଟନାୟକଙ୍କୁ ଭୀଷଣ ଗାଳି ପଡ଼ିଥିଲା । ବିଜୁ ବାବୁଙ୍କ ପୁଅ ନବୀନଙ୍କୁ ତଳେ ପକାଇ ନିଜକୁ ବିଜୁ ବାବୁଙ୍କର ଗୋଟାପଣ ବୋଲି ପ୍ରଚାର କରିଥିଲେ ଆତ୍ମଘୋଷିତ ବିଜୁ ଲିଗାସି ନେତା । ୪ ଦିନ ପରେ ଆଜି ସେଇ ଓଡ଼ିଶା ନାଗରିକ ମଞ୍ଚ ବ୍ୟାନର୍ ତଳେ ପାଳନ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଏକାଦଶ ପୂଣ୍ୟତିଥି ।

ସ୍ଥାନୀୟ ହୋଟେଲ ସ୍ୱସ୍ତି ପ୍ରମିୟମରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୌରହିତ୍ୟ କରିଥିଲେ ଓଡ଼ିଶା ନାଗରିକ ମଞ୍ଚର ଅନ୍ୟତମ ଆବାହକ ବିଜୟ ମହାପାତ୍ର । ସେ ତାଙ୍କ ସ୍ମୃତିଚାରଣରେ ଜାନକୀ ବାବୁଙ୍କର ଏକ ରାଜନୈତିକ ଭବିଷ୍ୟତବାଣୀ ସମ୍ପର୍କରେ ଅନୁଭୂତି ବାଣ୍ଟିଥିଲେ । ନବୀନ ବାବୁଙ୍କୁ ନେଇ ବିଜେଡି ଗଠନ ନ କରିବାକୁ ଜାନକୀ ବାବୁ ସତର୍କ କରାଇଥିଲେ ବୋଲି ୩୦ ବର୍ଷ ତଳର ପୁରୁଣା କଥାକୁ ପ୍ରଥମ ଥର ପାଇଁ ଖୋଲି କହିଥିଲେ ବିଜୟ ।

ବିଜୟ କହିଥିଲେ-୧୯୯୭ ମସିହାରେ ବିଜେଡି ଗଠନ ସମ୍ପର୍କରେ ଆଲୋଚନା ଚାଲିଥାଏ । ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥାନ୍ତି । ମୋ ସହ କଥା ହେବାକୁ ବନ୍ଧୁ ଅରୁଣ ଦେ’ଙ୍କ ହାତରେ ହଠାତ୍ ଖବର ପଠାଇଥିଲେ । ମାତ୍ର ମୁଁ ଗଲି ନାହିଁ । ବାରମ୍ବାର ସେ ଖବର ପଠାଇଲା ପରେ ମଧ୍ୟ ମୁଁ କଥା ହେବାକୁ ମନା କରିଥିଲି । ଫୋନ୍ ରେ ମୋ କଥା ହେବାକୁ ଚାହିଁଥିଲେ । ସେଥିରେ ମଧ୍ୟ ରାଜି ହୋଇ ନ ଥିଲି । ଶେଷରେ ଅରୁଣ ଦେ’ ଙ୍କୁ କହିଥିଲେ, ବିଜୟକୁ ଗୋଟେ କଥା କହିଦେବ ସେ ଦଳ ତିଆରି କରୁ । କିନ୍ତୁ ନିଜେ କରୁ । ଓଡ଼ିଶାର ନେତାମାନଙ୍କୁ ନେଇ କରୁ । ଯଦି ନବୀନ ବାବୁ ଆସିବେ, ବିଜୟର ବହୁତ କ୍ଷତି ହେବ ।

ଜାନକୀ ବାବୁଙ୍କର ଏହି ଭବିଷ୍ୟତବାଣୀ ସତ ହେଲା । ଯାହା ଏବେ ଇତିହାସ ବୋଲି କହିଥିଲେ ବିଜୟ ମହାପାତ୍ର । ପରବର୍ତ୍ତୀ ସମୟରେ ଜାନକୀ ବାବୁଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଲା ପରେ ସେକଥା ମନେ ପକାଇ ବହୁ ସମୟ ଆଲୋଚନା କରିଥିବା ଥିବା ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଜୁ ଲିଗାସି ନେତା ପ୍ରଭାତ ତ୍ରିପାଠୀ ଓ ଅମର ଶତପଥୀ ଜାନକୀ ବାବୁଙ୍କର ସ୍ମୃତିଚାରଣ କରିଥିଲେ । ବିଜୁ ବାବୁଙ୍କ ଶ୍ରାଦ୍ଧରେ ଗଠିତ ଏଇ ବିଜୁ ଲିଗାସି ମଞ୍ଚ ପକ୍ଷରୁ ଆଜି ଜାନକୀ ବାବୁଙ୍କର ଶ୍ରାଦ୍ଧ ପାଳନକୁ ନେଇ କୌତୁହଳ ସୃଷ୍ଟି ହୋଇଛି । ଏ ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନରେ ଏହାର ଅନ୍ୟତମ ଆବାହକ ତଥା ଜାନକୀ ବାବୁଙ୍କ ଜ୍ୱାଇଁ ସୌମ୍ୟରଂଜନ ପଟ୍ଟନାୟକ ଚିହିଁକି ଉଠିଥିଲେ । ଅର୍ଥକୁ ଅନର୍ଥ କରାଯାଉଥିବାରୁ ବିରକ୍ତ ହୋଇଥିଲେ । ଲିଗାସିର ଅର୍ଥ ଧନ ସମ୍ପତ୍ତିର ଉତ୍ତରାଧିକାରୀ ନୁହେଁ, ବିଚାରଧାରାକୁ ଆପଣାଇବା ବୋଲି ସେ ଦୋହରାଇଥିଲେ । ଏଥିସହ ଓଡ଼ିଶା ନାଗରିକ ମଞ୍ଚ ଏକ ରାଜନୈତିକ ସଂଗଠନ ନୁହେଁ ବୋଲି ପୁଣି ଥରେ ସ୍ପଷ୍ଟ କରିଥିଲେ । ଏହାକୁ ନେଇ ହେଉଥିବା ରାଜନୈତିକ ଚର୍ଚ୍ଚା ଆଲୋଚନାକୁ ସେ ନାପସନ୍ଦ କରିଛନ୍ତି ।

Previous Post

୪୧.୬୮ ଲକ୍ଷ ଚାଷୀଙ୍କୁ ୮୩୮ କୋଟି

Next Post

ଓଡ଼ିଆ ଅସ୍ମିତା ଉପରେ ପ୍ରହାର

Next Post
ଓଡ଼ିଆ ଅସ୍ମିତା ଉପରେ ପ୍ରହାର

ଓଡ଼ିଆ ଅସ୍ମିତା ଉପରେ ପ୍ରହାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA