Monday, June 22, 2026 09:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରୂପକୁମାର ପ୍ରଧାନଙ୍କ ‘JOYFUL RETIREMENT’ ପୁସ୍ତକ ଉନ୍ମୋଚିତ

ଆମାଜନ୍ ରେ ୩୦% ରିହାତି ଅଫର୍

by Our Correspondent
27 Apr, 2021- 11:18 AM
in Latest News, Money, News
1 min read
0
ରୂପକୁମାର ପ୍ରଧାନଙ୍କ ‘JOYFUL RETIREMENT’ ପୁସ୍ତକ ଉନ୍ମୋଚିତ

ଭୁୁବନେଶ୍ୱର: ରାଜ୍ୟର ଜଣାଶୁଣା ଫାଇନାନସ୍ ପ୍ଲାନର୍ ତଥା ସ୍ମାର୍ଟମନ୍ତ୍ର ଫାଇନାନସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ରୂପକୁମାର ପ୍ରଧାନଙ୍କ ଦ୍ୱାରା ଲିଖିତ ପୁସ୍ତକ ‘JOYFUL RETIREMENT-The 7 Step strategy for Healthy, Wealthy and Early Retirement‘ ଉନ୍ମୋଚିତ ହୋଇଛି । ଭୁବନେଶ୍ୱରସ୍ଥିତ ସେଞ୍ଚୁରିଆନ୍ ୟୁନଭରସିଟି ଅଫ ଟେକେନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ଡିନ୍-ଏକାଡେମିକ ଡକ୍ଟର ପ୍ରଶାନ୍ତ କୁମାର ମହାନ୍ତି ଭର୍ଚୁଆଲ୍ ମାଧ୍ୟମରେ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ଦେଶ ବିଦେଶର ପ୍ରତିଷ୍ଠିତ ପ୍ରଫେସନାଲ୍ ମାନେ ଏଥିରେ ଯୋଗଦେଇଥିଲେ ।

ଅବସର ଜୀବନ ପାଇଁ ଜଣେ ବ୍ୟକ୍ତି କିଭଳି ବହୁ ପୂର୍ବରୁ ସଞ୍ଚୟ ଯୋଜନା କରିପାରିବେ ତାହା ହିଁ ଏହି ପୁସ୍ତକର ମୁଖ୍ୟ ବିଷୟବସ୍ତୁ । ସଞ୍ଚୟ ଯୋଜନାର ଆକ୍ସନ୍ ପ୍ଲାନ୍ ଏବଂ ବିଶେଷଜ୍ଞମାନଙ୍କ ସହ ସାକ୍ଷାତକାର ଏଥିରେ ସ୍ଥାନିତ ହୋଇଛି । ପେନମ୍ୟାନ୍ ବୁକସ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟି ୨୫୪ ପୃଷ୍ଠା ବିଶିଷ୍ଟ । ଏହା ହାର୍ଡକଭର୍ ଏବଂ ପେପରବ୍ୟାକ୍ ଆକାରରେ ଉପଲବ୍ଧ । ଆମାଜନ୍ ରେ ଏହା ଉପଲବ୍ଧ ହେବାର ଦିନକ ପରେ ବେଷ୍ଟ ସେଲର୍ ପୁସ୍ତକର ମାନ୍ୟତା ପାଇଛି । ୨୭,୨୮ ଏବଂ ୨୯ ତାରିଖ ଏହି ତିନି ଦିନ ପାଇଁ ପୁସ୍ତକ ଉପରେ ୩୦% ରିହାତି ଅଫର୍ ଦିଆଯାଇଛି ।

ପୁସ୍ତକ ଉନ୍ମୋଚନ ଉତ୍ସବରେ ଶ୍ରୀଜଗନ୍ନାଥ ସୋସାଇଟ ୟୁକେ, ଲଣ୍ଡନର ଅଧ୍ୟକ୍ଷ ଡକ୍ଟର ସହଦେବ ସ୍ୱାଇଁ, ଲଣ୍ଡନ ଏସଏମଏସ ମାଇକ୍ରୋସିଷ୍ଟମ୍ ଲିମିଟେଡର ନିର୍ଦ୍ଦେଶକ ଶରଦ କୁମାର ଝା, ସ୍ମାର୍ଟ ଆକ୍ୟୁମେନ କନସଲଟିଂର ପ୍ରତିଷ୍ଠାତା ଧନଞ୍ଜୟ ବାଣ୍ଠିଆ, ଇନଭେଷ୍ଟମେଣ୍ଟ ଭ୍ରିଧିର ନିର୍ଦ୍ଦେଶକ ମ୍ରିଗେନ୍ଦ୍ର ମିଶ୍ର, ସିଙ୍ଗାପୁରସ୍ଥିତ ଏଟିଚିଟ୍ ପିଟେ ଲିମିଟେଡର ସିିଇଓ ରଘୁ ରେଡ୍ଡୀ, କୋଲକତାସ୍ଥିତ ଏସଏସଏଲ ଏକାଡେମୀ ଏମଡି କନକ କେ ଜୈନ୍, ମୁମ୍ବାଇସ୍ଥିତ ଇଟିକା ୱେଲଥ ପ୍ରାଇଭେଟ ଲିମିଟେଡର ସିଇଓ ଗଜେନ୍ଦ୍ର କୋଠାରୀ, ଅଥର୍ ଜ୍ୟୋତ୍ସ୍ନା ରାମଚନ୍ଦ୍ରନ୍ ପ୍ରମୁଖ ଯୋଗଦେଇ ପାଠକଙ୍କ ପାଇଁ ପୁସ୍ତକଟି ଅତ୍ୟନ୍ତ ଉପାଦେୟ ବୋଲି ମତ ଦେବା ସହ ଲେଖକ ରୂପକୁମାର ପ୍ରଧାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

Previous Post

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା

Next Post

ଜରୁରୀ ଔଷଧ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

Next Post
ଜରୁରୀ ଔଷଧ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

ଜରୁରୀ ଔଷଧ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA