Tuesday, June 23, 2026 11:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୦ବର୍ଷରେ ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ

by Our Correspondent
30 Aug, 2023- 11:19 PM
in Latest News, News
1 min read
0
୨୦ବର୍ଷରେ ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ

ବାରିପଦା: ସାଂସ୍କୃତିକ ତଥା ପାରମ୍ପରିକ ଉତ୍ସବ ମାଧ୍ୟମରେ ଜଙ୍ଗଲ ଓ ପରିବେଶ ସୁରକ୍ଷାର ଏହି ନିଆରା ପରମ୍ପରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ ୨୦୦୪ ସେ ମସିହାରୁ ମୟୂରଭଞ୍ଜ ଜିଲାରୁ ଆରମ୍ଭ କରାଯାଇଥିଲା । ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ଉତ୍ସବ ଏକ ସ୍ୱତନ୍ତ୍ର ମୂଲ୍ୟ ବହନ କରେ । ଆବାହମାନ କାଳରୁ ଚାଲି ଆସିଥିବା ଏହି ପରମ୍ପରାକୁ ଜଙ୍ଗଲ ସୁରକ୍ଷା ପାଇଁ ଆଗଭର ଥିବା ଲୋକମାନଙ୍କ ମାଧ୍ୟମରେ ଆଦୃତ କରି ନିକଟବର୍ତ୍ତୀ ଜଙ୍ଗଲରେ ଗଛକୁ ରାକ୍ଷୀ ବାନ୍ଧିବାର ନିଆରା ପରମ୍ପରା ଲୋକମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇଅଛି ।

ଦୀର୍ଘ ୨୦ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ କେବଳ ଓଡ଼ିଶାରେ ନୁହେଁ ବର୍ତ୍ତମାନ ସାରା ଭାରତବର୍ଷରେ କୋଣ ଅନୁକୋଣରେ ବିଭିନ୍ନ ନାମରେ ପାଳିତ ହେଉଛି । ଏ ବର୍ଷ ମୋରଡ଼ା ବ୍ଲକ୍ ର ସୁରେଇଡିହି ଗ୍ରାମପଞ୍ଚାୟତରେ ଝିଙ୍କିରିଆଶୋଳ ଗ୍ରାମରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ପାର୍ଡ଼ା, ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ଝିଙ୍କିରିଆସୋଲ ଓ ବାରିପଦା ବନଖଣ୍ଡର ମିଳିତ ଉଦ୍ୟମରେ ଏହି ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ ପାରମ୍ପରିକ ରୀତିନୀତିରେ ପାଳନ ହୋଇଯାଇଛି ।

ସମାଜସେବୀ ତଥା ଜଙ୍ଗଲ ରକ୍ଷା ବନ୍ଧନ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବିବେକାନନ୍ଦ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଉଉୠ ତଥା ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନାନୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ ଉମେଶ ଚନ୍ଦ୍ର ପଣ୍ଡା ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ ଉମାଶଙ୍କର ମହାରଣା, ବାରିପଦା ବନଖଣ୍ଡ ଏ.ସି.ଏଫ ରବିନାରାୟଣ ମହାନ୍ତି, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏ.ସି.ଏଫ୍ ସମରେଶ ବିଶ୍ଵାଳ, ରାସଗୋବିନ୍ଦପୁର ରେଞ୍ଜ ଅଫିସର ଘନଶ୍ୟାମ ସିଂହ, ଡେପୁଟି ରେଞ୍ଜର ମହାବୀର ସିଂ ମୁର୍ମୁ ଏହି କାର୍ଯ୍ୟକ୍ରମକୁ ସ୍ପାର୍ଡ଼ା ଅନୁଷ୍ଠାନର କୋଷାଧକ୍ଷ୍ୟ ସଞ୍ଜୟ ଦ୍ଵାରି, ମୋହନ ମୁର୍ମୁ, ଚୈତନ ମହାନ୍ତ, ସାଉନା ମାର୍ଣ୍ଡି, ହୃଦାନନ୍ଦ ସାହୁ,ଆଦିକନ୍ଦ, ପୂର୍ଣ୍ଣ , ସୁଦର୍ଶନ, ଦୀନବନ୍ଧୁ ଓ ଗ୍ରାମ୍ୟ ଜଙ୍ଗଲ କମିଟି ପକ୍ଷରୁ ଚମ୍ପାଇ ବାସ୍କେ, ସୁକୁଲାଲ ବାସ୍କେ,ସରସ୍ଵତୀ ମୁର୍ମୁ, ସାଉଁରୀ ବାସ୍କେ, କାନ୍ଦରା ବାସ୍କେ, ସକିଲା ବ।ସ୍କେ ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗଣ୍ଡିଗଧା, ଖେଜୁରିଆ, ନାହସୋଳ, ଲଙ୍ଗଳକଟା, କେନ୍ଦୁଚ।ଟିଆ ଗ୍ରାମ୍ୟ ଜଙ୍ଗଲ କମିଟି ର ପ୍ରତିନିଧି ସାମିଲ ଥିଲେ।

Previous Post

୨୦୦ ଟଙ୍କା କମିଲା ଗ୍ୟାସ ସିଲିଣ୍ଡର

Next Post

୨୧ରେ ବାଚସ୍ପତି ନିର୍ବାଚନ, ୨୨ ରୁ ବିଧାନସଭା

Next Post
୨୧ରେ ବାଚସ୍ପତି ନିର୍ବାଚନ, ୨୨ ରୁ ବିଧାନସଭା

୨୧ରେ ବାଚସ୍ପତି ନିର୍ବାଚନ, ୨୨ ରୁ ବିଧାନସଭା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA