Monday, April 20, 2026 03:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୦୦ ଟଙ୍କା କମିଲା ଗ୍ୟାସ ସିଲିଣ୍ଡର

by Our Correspondent
29 Aug, 2023- 08:20 PM
in Latest News, News
1 min read
0
୨୦୦ ଟଙ୍କା କମିଲା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ/ଭୁବନେଶ୍ୱର: ଗ୍ୟାସ ସିଲିଣ୍ଡର ଉପରେ ବଡ଼ ରିହାତି । ସମସ୍ତ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ବର୍ଷକୁ ୧୨ଟି ପର୍ଯ୍ୟନ୍ତ ସିଲିଣ୍ଡର ଉପରେ ଏହି ସବସିଡି ମିଳିବ । ଏହି ନିଷ୍ପତ୍ତି ଦ୍ୱାରା ଗ୍ୟାସ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ ପାଇଛି । ଆସନ୍ତାକାଲିଠାରୁ ୧୪.୨ କେଜିଆ ସିଲିଣ୍ଡର ଉପରେ ନୂଆ ଦର ଲାଗୁ ହେବ ।

ଦିଲ୍ଲୀରେ ଘରୋଇ ସିଲିଣ୍ଡରର ମୂଲ୍ୟ ଅଛି ୧୧୦୩ ଟଙ୍କା । କାଲିଠୁ ଦିଲ୍ଲୀବାସୀଙ୍କୁ ୯୦୩ ଟଙ୍କାରେ ମିଳିବ ସିଲିଣ୍ଡର।ଭୁବନେଶ୍ୱରରେ ଏବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ୧୧୨୯ ଟଙ୍କା ଅଛି । କାଲିଠାରୁ ୯୨୯ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର । ପିଏମ୍ ଉଜ୍ଜଳା ଯୋଜନାରେ ପୂର୍ବରୁ ୨୦୦ ଟଙ୍କାର ସବସିଡି ମିଳୁଥିଲା । ଆଉ ୨୦୦ ଟଙ୍କା ଦର ହ୍ରାସକୁ ମିଶାଇ ୪୦୦ ଟଙ୍କାର ଫାଇଦା ମିଳିବ । ଭୁବନେଶ୍ୱରରେ ଉଜ୍ଜଳା ଯୋଜନାର ହିତାଧିକାରୀ ୭୨୯ ଟଙ୍କାରେ ଗୋଟିଏ ସିଲିଣ୍ଡର ପାଇବେ ।

ଦେଶରେ ଏବେ ଗ୍ୟାସ୍ ଉପଭୋକ୍ତାଙ୍କ ସଂଖ୍ୟା ୩୩ କୋଟି ରହିଛି । କେବଳ ଉଜ୍ଜଳା ଉପଭୋକ୍ତାଙ୍କ ସଂଖ୍ୟା ହେଉଛି ୯ କୋଟି ୬୦ ଲକ୍ଷ । ଆହୁରି ୭୫ ଲକ୍ଷ ନୂଆ ଉଜ୍ଜଳା ସଂଯୋଗ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭାଇଭଉଣୀଙ୍କୁ ଏହା ଏକ ଉପହାର । ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ତଥା ଗରିବ ଓ ମଧ୍ୟବିତ୍ତ ବର୍ଗର କଲ୍ୟାଣ ପାଇଁ ତାଙ୍କ ସରକାର ସର୍ବଦା କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Previous Post

ବିଜେପିକୁ ଯିବେ ପ୍ରଶାନ୍ତ ଜଗଦ୍ଦେବ!

Next Post

୨୦ବର୍ଷରେ ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ

Next Post
୨୦ବର୍ଷରେ ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ

୨୦ବର୍ଷରେ ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA