Thursday, October 1, 2026 09:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪୦୦ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେବ କଳିଙ୍ଗ ସେନା

by Our Correspondent
07 Jan, 2022- 06:29 PM
in Latest News, News
1 min read
0
୪୦୦ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେବ କଳିଙ୍ଗ ସେନା

ଭୁବନେଶ୍ୱର : ଓଡିଶାର ଯୁବବର୍ଗଙ୍କ ଲାଗି ସବୁବେଳେ ଲଢେଇ କରୁଥିବା କଳିଙ୍ଗ ସେନା ଏଥର ବି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇବ । ଦଳ ପ୍ରାୟ ୪୦୦ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେବ । ତେବେ ବିଭିନ୍ନ ଦଳର ଅସନ୍ତୁୁଷ୍ଟ ନେତାମାନେ ଦଳୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଥିବାରୁ ଏହି ଆସନ ସଂଖ୍ୟା ଆହୁରି ବଢିବ ବୋଲି ଆଜି ସେନା ସୁପି୍ରମୋ ହେମନ୍ତ ରଥ ସୂଚନା ଦେଇଛନ୍ତିି ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ କହିଛନ୍ତିି ଯେ କଳିଙ୍ଗସେନା ସବୁବେଳେ ଯୁବ ବର୍ଗ ବିଶେଷକରି ଓଡିଆମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ଆସିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନେ ଯୁବବର୍ଗଙ୍କୁ ଉପେକ୍ଷା କରୁଥିବାବେଳେ ସେମାନଙ୍କୁ ତାଙ୍କର ରାଜନୈତିକ ଅଧିକାର ଦେବାପାଇଁ କଳିଙ୍ଗସେନା ପ୍ରାର୍ଥୀ ଦେବାପାଇଁ ସ୍ଥିର କରିଛନ୍ତିି । ପୂର୍ବ ନିର୍ବାଚନରେ ଯେତିକି ପ୍ରାର୍ଥୀ ଦଳ ଦେଉଥିଲା ଏଥିର ସେହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ।

ବିଶେଷକରି ବିଜେପିର ବହୁ ଅସନ୍ତୁୁଷ୍ଟ ନେତାମାନେ ଦଳ ସହିତ ସମ୍ପର୍କରେ ଥିବାରୁ ସେମାନଙ୍କ ଯୋଗ୍ୟତା ଆଧାରରେ ପ୍ରାର୍ଥୀ କରାଯିବ । ଅନ୍ୟ ଦଳର କିଛି ଅସନ୍ତୁଷ୍ଟ ବି କଳିଙ୍ଗସେନା ବ୍ୟାନର ତଳେ ଲଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବିଶେଷ କରି ଖୋର୍ଦ୍ଧା, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ନିର୍ବାଚନରେ ଗୁରୁତ୍ୱ ଦେବା ସହିତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପ୍ରାର୍ଥୀ ଦିଆଯିବ ।

ପୂର୍ବଭଳି ଚଳିତଥର ମଧ୍ୟ କଳିଙ୍ଗସେନା ରାଜ୍ୟରେ ଯୁବକଙ୍କ ନିଯୁକ୍ତି ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ମଇଦାନକୁ ଓହ୍ଲାଇବ । ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିବାପରେ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବବୋଲି ଶ୍ରୀ ରଥ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେନାର ସାଧାରଣ ସମ୍ପାଦକ ବିଜୟରାଜ, ଇଂ. ମନୋଜ ନାୟକ, ଅବ୍ଦୁଲ କୟୁମ୍ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଖୁବ୍ ଶିଘ୍ର ଦଳ ପକ୍ଷରୁ ପ୍ରାର୍ଥୀ ଚୟନ କମିଟି ଘୋଷଣା କରାଯିବ ।

Previous Post

୧୦ ରୁ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ

Next Post

ଘର ମରାମତି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Next Post
ଘର ମରାମତି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଘର ମରାମତି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA