Wednesday, April 29, 2026 10:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିର୍ବାଚନୀ ତାତିରେ ପଖାଳ ମଜ୍ଜା

କଳାହାଣ୍ଡିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

by Our Correspondent
27 Apr, 2024- 10:22 PM
in Latest News, News, Politics
1 min read
0
ନିର୍ବାଚନୀ ତାତିରେ ପଖାଳ ମଜ୍ଜା

ଭୁବନେଶ୍ୱର: ପ୍ରଚଣ୍ଡ ଖରା ତାତିକୁ ବଳିଯାଇଛି ନିର୍ବାଚନ ପ୍ରଚାର ତାତି । ଧୂ ଧୂ ଖରା ଓ ଗୁଳୁଗୁଳି ଭିତରେ ବିଜେଡି ପ୍ରଚାରକୁ ଜୋରଦାର କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଲଗାତର ପ୍ରଚାର ମଇଦାନକୁ ଓହ୍ଲାଇଥିବା ପାଣ୍ଡିଆନ୍ ଆଜି ତୃତୀୟ ଦିନରେ ଆସିଥିଲେ କଳାହାଣ୍ଡି । କଳାହାଣ୍ଡି ଲୋକସଭା ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍ ସୋ’ କରିବା ସାଙ୍ଗକୁ ଜନସଭାକୁ ସମ୍ବୋଧିତ କରିଥିଲେ । ନବୀନ ସରକାରଙ୍କ ବିକାଶ କାର୍ଯ୍ୟକୁ ଆଲୋକପାତ କରିବା ସହ ବିରୋଧୀଙ୍କ ଉପରେ ନିର୍ଧୂମ ବର୍ଷିଥିଲେ । ନବୀନ ବାବୁ ଆପଣ ସମସ୍ତଙ୍କ ଦାୟିତ୍ୱ ନେଇଛନ୍ତି । ତାଙ୍କ ହାତମୁଠା ଟାଣ କରି ବିରୋଧୀଙ୍କ ମିଠା କଥାର ମାୟା ଜାଲରୁ ଦୂରରେ ରହନ୍ତୁ ବୋଲି ଜନସାଧାରଣଙ୍କୁ ଶ୍ରୀ ପାଣ୍ଡିଆନ୍ ନିବେଦନ କରିଥିଲେ ।

ତେବେ ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାରର ଉଷ୍ମତା ମଧ୍ୟରେ ପାଣ୍ଡିଆନଙ୍କର ଏକ ପଖାଳ ଖିଆ ଫଟୋ ଆଜି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହି ଫଟୋରେ ପାଣ୍ଡିଆନ୍ ଏବଂ ଜାତୀୟ ଟିଭି ଚାନେଲ୍ ଇଣ୍ଡିଆ ଟୁଡେର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ ଏକାଠି ବସି ପଖାଳର ମଜ୍ଜା ନେଉଛନ୍ତି ।

ସୂଚନା ଅନୁଯାୟୀ, କଳାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଦିନ ପ୍ରାୟ ୩ଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ ପାଣ୍ଡିଆନ୍ । ସାଙ୍ଗରେ ଥିଲେ ଇଣ୍ଡିଆ ଟୁଡେର ବରିଷ୍ଠ ସାମ୍ବାଦିକ ତଥା ଆଙ୍କର୍ ରାହୁଲ କନୱାଲ । ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର କଭର୍ କରିବାକୁ ସେ କଳାହାଣ୍ଡି ଆସିଥିଲେ । ଟିଭି ପାଇଁ ଏକ ସାକ୍ଷାତକାର କାର୍ଯ୍ୟକ୍ରମର ସୁଟିଂ ଭିତରେ ଉଭୟ ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳର ମଜ୍ଜା ନେଇଥିଲେ । ସମ୍ପୂର୍ଣ୍ଣ ନିରାମିଷ ଏହି ମଧ୍ୟାହ୍ନ ଭୋଜନ ମେନ୍ୟୁରେ ଥିଲା- କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡ଼ି ଚୁରା, ଭେଣ୍ଡି ଭଜା, ଆଳୁ ଭରତା, ଦହି ।

‘ପଖାଳ ମୋର ଭାରି ପ୍ରିୟ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଏହା ବହୁତ ପ୍ରିୟ ।’ ବୋଲି ରାହୁଲଙ୍କୁ କହିଥିଲେ ପାଣ୍ଡିଆନ୍ । ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ମଧ୍ୟ ତାଙ୍କୁ ବୁଝାଇଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତାଙ୍କ ଅତିଥିମାନଙ୍କୁ ପଖାଳ ପରଷି ଥାନ୍ତି ବୋଲି ଜଣାଇଥିଲେ ।

ମଧ୍ୟାହ୍ନ ଭୋଜନ ସାରି ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରି ଯାଇଥିଲେ ।

ରାହୁଲ କନୱାଲ୍ ମଧ୍ୟ ଏହାକୁ ନିଜ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ପାଣ୍ଡିଆନଙ୍କୁ ୟଙ୍ଗ, ଏନର୍ଜିଟିକ୍, ଏନ୍ଥୁସିଆଷ୍ଟିକ୍ ଦର୍ଶାଇଛନ୍ତି । ଚଳିତ ନିର୍ବାଚନରେ ତାଙ୍କ ପ୍ରଚାର ଶୈଳୀ ଓ ଲୋକଙ୍କ ଦ୍ୱାରା ଗ୍ରହଣୀୟତା ତାଙ୍କ ପୂର୍ବ ଧାରଣାକୁ ବଦଳାଇ ଦେଇଛି । ଆଗାମୀ ଦିନରେ ଏହାକୁ ସେ ବଜାୟ ରଖି ପାରୁଛନ୍ତି ନା ନାହିଁ ତାହା ଦେଖିବା କଥା ବୋଲି ରାହୁଲ ଉଲ୍ଲେଖ କରିଛନ୍ତି ।

Previous Post

ଖୋର୍ଦ୍ଧାରୁ ରାଜେନ୍ଦ୍ର, ବେଗୁନିଆରୁ ପ୍ରଦୀପ, ଭୋଗରାଇରୁ ଗୌତମ

Next Post

ନବୀନ ଇଞ୍ଜିନ୍ କେବେ ବି ଫେଲ୍ ମାରିବନି: ପାଣ୍ଡିଆନ୍

Next Post
ନବୀନ ଇଞ୍ଜିନ୍ କେବେ ବି ଫେଲ୍ ମାରିବନି: ପାଣ୍ଡିଆନ୍

ନବୀନ ଇଞ୍ଜିନ୍ କେବେ ବି ଫେଲ୍ ମାରିବନି: ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA