Tuesday, January 20, 2026 08:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଖୋର୍ଦ୍ଧା ବିଜେପିରେ ଅପରାଜିତା ନିଆଁ

ବିଜେପି ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

by Our Correspondent
30 Mar, 2024- 08:31 PM
in Latest News, News, Politics
1 min read
0
ଖୋର୍ଦ୍ଧା ବିଜେପିରେ ଅପରାଜିତା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଖୋର୍ଦ୍ଧା ବିଜେପିରେ ଅସନ୍ତୋଷର ନିଆଁ ଜଳିଛି । ଏକଦା ଜେଲ୍ ରେ ତାଙ୍କର ସ୍ଥାନ ନିରୂପଣ କରିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ଟିକେଟ୍ ଦିଆଯିବ ବୋଲି ଘୋଷଣା କରି ସେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । କାଳୁଚରଣ(କାଳୁ) ଖଣ୍ଡାୟତ ରାୟ ଏବଂ ସମର୍ଥକମାନେ ଆଜି ଭୁବନେଶ୍ୱର ବିଜେପି ମୁଖ୍ୟକାର୍ଯ୍ୟାଳୟ ସାମ୍ନାରେ ଅପରାଜିତା ଏବଂ ଜଗଦ୍ଦେବଙ୍କ ବିରୋଧରେ ପ୍ରବଳ ନାରାବାଜି କରିଥିଲେ । ତେବେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ବିକ୍ଷୋଭରୁ ହଟିଥିଲେ ।

ସୂଚନା ଅନୁଯାୟୀ, ବିଜେପିରେ ଯୋଗଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ସାଂସଦ ଅପରାଜିତାଙ୍କ କାନି ଛାଡୁନାହାନ୍ତି । ବାଣପୁରରେ ବିଜେପି କର୍ମୀଙ୍କ ଉପରୁ ଗାଡ଼ି ଚଢ଼େଇ ଦେଇଥିବା ଏହି ବାହୁବଳୀ ବିଧାୟକଙ୍କ ଜାଗା ଜେଲ୍ ରେ ବୋଲି ଅପରାଜିତା ଗଣମାଧ୍ୟମରେ ତୁମ୍ବିତୋଫାନ କରିଥିଲେ । ଏବେ ସମୟ ବଦଳିଯାଇଛି । ସେହି ବାହୁବଳୀ ବିଧାୟକଙ୍କୁ ପାଖେ ପାଖେ ରଖୁଛନ୍ତି ଅପରାଜିତା । ବିଧାୟକ ବି ଖରାବର୍ଷା ନ ମାନି ତାଙ୍କ କାନି ଧରିଛନ୍ତି । ଦୁଇଦିନ ତଳେ ସାଂସଦ ଅପରାଜିତା ଏକ ମିଟିଂରେ ବାହୁବଳୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ଭାବେ ଉପସ୍ଥାପନ କରିଥିଲେ । ଯାହା କି ଗତଥରର ବିଜେପି ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକମାନଙ୍କୁ ଅସହ୍ୟ କରିଥିଲା ।

ସାଂସଦଙ୍କୁ ପ୍ରାର୍ଥୀ ଘୋଷଣା ଅଧିକାର କିଏ ଦେଲା ବୋଲି ଶ୍ରୀ ଖଣ୍ଡାୟତରାୟ ପ୍ରଶ୍ନ କରିଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କଲେ ପରିଣାମ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ତାଙ୍କ ସମର୍ଥକମାନେ ମଧ୍ୟ ସାଂସଦଙ୍କର ଧଜିଆ ଉଡ଼େଇଛନ୍ତି । ନିର୍ବାଚନରେ ସାଂସଦଙ୍କୁ ଏହା ମହଙ୍ଗା ପଡ଼ିବ ବୋଲି ସେମାନେ ଧମକ ଦେଇଛନ୍ତି ।

ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଚାଲିଥିବା ବେଳେ ବାହାରେ ଖୋର୍ଦ୍ଧା ବିଜେପି କର୍ମୀଙ୍କ ନାରାବାଜି ଚାଲିଥିଲା । ସଭାପତି ଶ୍ରୀ ସାମଲ ଶ୍ରୀ ଖଣ୍ଡାୟତରାୟଙ୍କୁ ଡାକି ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Previous Post

ସିରିଜ୍ ଇସ୍ତଫା: ବିଜେଡି ଛାଡ଼ିଲେ ଅନୁଭବ, ଆକାଶ

Next Post

କଟକରୁ ଭର୍ତ୍ତୃହରି, ଯାଜପୁରରୁ ରବୀନ୍ଦ୍ର, କନ୍ଧମାଳରୁ ସୁକାନ୍ତ

Next Post
କଟକରୁ ଭର୍ତ୍ତୃହରି, ଯାଜପୁରରୁ ରବୀନ୍ଦ୍ର, କନ୍ଧମାଳରୁ ସୁକାନ୍ତ

କଟକରୁ ଭର୍ତ୍ତୃହରି, ଯାଜପୁରରୁ ରବୀନ୍ଦ୍ର, କନ୍ଧମାଳରୁ ସୁକାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA