Saturday, July 4, 2026 05:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ରେ ଜାତୀୟ ମେଗା ନୃତ୍ୟ ମହୋତ୍ସବ

by Our Correspondent
13 Feb, 2023- 09:32 PM
in Latest News, News
1 min read
0
କିଟ୍‍ ରେ ଜାତୀୟ ମେଗା ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: କିଟ୍‍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ ଦୀର୍ଘ ୩ମାସ ଧରି ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ତାରିଖରୁ କିଟ୍‍ କାର୍ଣ୍ଣିଭାଲ କାର୍ଯ୍ୟକ୍ରମ ଚାଲୁ ରହିଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ଏହି କାର୍ଯ୍ୟକ୍ରମ ସହ ଅନ୍ୟ ଏକ ନୂତନ କାର୍ଯ୍ୟକ୍ରମ ‘କନ୍‍ଭର୍‍ଜେନ୍‍ସ’ ସାମିଲ କରାଯାଇଛି। ଏହାର ଅଂଶ ସ୍ୱରୂପ ଜାତୀୟ ସଂହତି ଓ ଏକତା ବଜାୟ ରଖିବାର ପ୍ରୟାସ ସ୍ୱରୂପ ସୋମବାର କିଟରେ ଜାତୀୟ ମେଗା ସାଂସ୍କୃତିକ ଓ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଯାଇଛି।

ଏହି ମେଗା ସାଂସ୍କୃତିକ ଓ ନୃତ୍ୟ ମହୋତ୍ସବରେ ଓଡ଼ିଶା ସମେତ ଭାରତର ୨୫ଟି ବିଭିନ୍ନ ରାଜ୍ୟର ୨୫ଟି ବଛାବଛା ନୃତ୍ୟଦଳ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଓଡ଼ିଶାର ଓଡ଼ିଶୀ ସମେତ ଛତିଶଗଡର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଆସାମ, ଗୋଆ, ସିକିମ୍‍, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ମଣିପୁର, କେରଳ, ଆସାମ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିଆଣା ଆଦି ରାଜ୍ୟର ନୃତ୍ୟ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ସମେତ କୁଚିପୁଡ଼ି, କଥକ, ଭାରତନାଟ୍ୟମ୍‍, କଥାକଳି ଆଦି ଶାସ୍ତ୍ରୀୟ ନୃତ୍ୟ ସହ ପାନ୍ଥି, ଝୁମର, ଛଉ, ଗାସିୟାରୀ, ସାମେଇ, ନାଟି, ବିହୁ, ଲାବନୀ, ଭାଙ୍ଗଡ଼ା ଆଦି ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ରାଜ୍ୟର ନୃତ୍ୟ ଦେଖିବା ପାଇଁ କିଟ୍‍ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ମେଗା ନୃତ୍ୟ ମେଗା ନୃତ୍ୟ ମହୋତ୍ସବ ଭାରତର ଏକତା ଓ ଜାତୀୟ ସଂହତିର ଝଲକ ସହ ଏକ ମିନି ଭାରତର ପରିବେଶ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର.ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କ ସମେତ କିଟ୍‍ ଓ କିସ୍‍ର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ନୃତ୍ୟଦଳକୁ ସମ୍ବର୍ଦ୍ଧିତ କରିଥିଲେ ।

Previous Post

ଗୋପବନ୍ଧୁଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ ୨୩ରେ

Next Post

ଲୋକଙ୍କ ସମସ୍ୟା ବୁଝ, ଶୀଘ୍ର ସମାଧାନ କର: ମୁଖ୍ୟମନ୍ତ୍ରୀ

Next Post
ଲୋକଙ୍କ ସମସ୍ୟା ବୁଝ, ଶୀଘ୍ର ସମାଧାନ କର: ମୁଖ୍ୟମନ୍ତ୍ରୀ

ଲୋକଙ୍କ ସମସ୍ୟା ବୁଝ, ଶୀଘ୍ର ସମାଧାନ କର: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA