Friday, June 26, 2026 06:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଳିଆ ପ୍ରେମରେ ବିଭୋର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

by Our Correspondent
10 Jul, 2021- 09:45 PM
in Latest News, News
1 min read
0
କାଳିଆ ପ୍ରେମରେ ବିଭୋର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀଜଗନ୍ନାଥ ପ୍ରେମୀ ଭାବେ ଜଣାଶୁଣା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷାନ କୁମାର ସେବାୟତ ମହଲରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବାରେ ତାଙ୍କର କେବଳ ନିଷ୍ଠାପରତା ନୁହେଁ, ବରଂ କାଳିଆ ପ୍ରେମରେ ବିଭୋର ହେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କୋଭିଡ୍ କଟକଣା ଭିତରେ ଗତବର୍ଷ ଭଳି ଏବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ଉଦ୍ୟମ ଜାରି ରଖିଥିବା କ୍ରିଷନ୍ କୁମାର ଗତକାଲି ଗତକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କଲା ବେଳେ ଗୀତ ଗୋବିନ୍ଦ ଗାୟନରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ଯାଇଥିଲେ । ସେବାୟତମାନଙ୍କ ସହ ମିଶି ଦୀର୍ଘ ଅଧଘଣ୍ଟା ଧରି ତାଙ୍କୁ ଗୀତ ଗୋବିନ୍ଦ ଗାଇବାର ଦେଖିବାକୁ ମିଳିଥିଲା ।

ଶୁକ୍ରବାର ନବଯୌବନ ଦର୍ଶନ କରିବା ଲାଗି ଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ସାଙ୍ଗରେ ଥିଲେ ଜିଲ୍ଲାପାଳ ସମର୍ଥା ବର୍ମା, ଏସପି କେ.ବିଶାଲ ସିଂହ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀବୃନ୍ଦ । ସେହି ସମୟରେ ସେବାୟତମାନଙ୍କ ଦ୍ୱାରା ଗୀତ ଗୋବିନ୍ଦ ଗାନ କରାଯାଉଥିଲା । ଏହି ଭକ୍ତିମେୟ ପରିବେଶରେ ମୁଖ୍ୟ ପ୍ରଶାସକ ଅତ୍ୟନ୍ତ ଭାବବିହ୍ୱଳ ହୋଇ ସେବାୟତମାନଙ୍କ ସହ ତାଳ ଦେଇ ଗୀତ ଗୋବିନ୍ଦ ଗାନ କରିଥିଲେ । ତାଙ୍କ ସାଙ୍ଗରେ ଥିବା ଅଧିକାରୀମାନେ ମଧ୍ୟ ସେଥିରେ ସାମିଲ ହୋଇଥିଲେ । ସମସ୍ତେ ଏକାସାଙ୍ଗରେ ଗୀତ ଗୋବିନ୍ଦ ଗାନ କରିବାର ଅନୁଭୂତି ନିଆରା ବୋଲି ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର କହିଥିଲେ ମୁଖ୍ୟ ପ୍ରଶାସକ ।

ସୂଚନା ଥାଉକି, ଗତବର୍ଷ ଶରଧାବାଲିରେ ରଥ ପହଞ୍ଚିବା ପରେ ସେବାୟତମାନଙ୍କ ସମବେତ ଗୀତ ଗୋବିନ୍ଦ ଗାନରେ ସାମିଲ ହୋଇଥିଲେ ମୁଖ୍ୟ ପ୍ରଶାସକ ଡ. କୁମାର । ମହାପ୍ରଭୁଙ୍କୁ ହାତଯୋଡି ଭାବପୂର୍ଣ୍ଣ ଗୀତ ଗୋବିନ୍ଦ ଗାନ କଲାବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ । ଯାହାକି ଚର୍ଚ୍ଚାର ବିଷୟ ହୋଇଥିଲା ।

 

Previous Post

ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍, ପ୍ରଶଂସା

Next Post

କାଳିଆ ସାଆନ୍ତଙ୍କୁ ଅପେକ୍ଷା

Next Post
କାଳିଆ ସାଆନ୍ତଙ୍କୁ ଅପେକ୍ଷା

କାଳିଆ ସାଆନ୍ତଙ୍କୁ ଅପେକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA