Thursday, April 30, 2026 04:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍

କିଣାକିଣି ସକାଳ ୭ ରୁ ଦିନ ୧୧

by Our Correspondent
18 May, 2021- 02:31 PM
in Latest News, News
1 min read
0
ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ୍ ଅବଧି ଆଉ ଦୁଇ ସପ୍ତାହ ବଢ଼ିଛି । ଆସନ୍ତା ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ଲକଡାଉନ୍ ହେବ । ସପ୍ତାହାନ୍ତ ସଟଡାଉନ୍ ପୂର୍ବଭଳି ଜାରି ରହିବ । ପ୍ରଥମ ଲକଡାଉନ୍ କଟକଣାଠାରୁ ଦ୍ୱିତୀୟ ଲକଡାଉନ୍ କଟକଣାକୁ ଆହୁରି କଡ଼ା କରାଯାଇଛି । ତେଜରାତି, ପନିପରିବା, ମାଛ, ମାଂସ ଭଳି ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆଉ ୬ ଘଣ୍ଟା ସମୟ ଦିଆଯିବନି । ସୋମବାରରୁ ଶୁକ୍ରବାର ସକାଳ ୭ ରୁ ୧୧ ଟା ଭିତରେ ଲୋକମାନେ କିଣାକିଣି କରିପାରିବେ । ଘରଠାରୁ ୫୦୦ ମିଟର ଦୂର ଦୋକାନକୁ ଚାଲି ଚାଲି ଯାଇ ସାମଗ୍ରୀ କିଣିବେ ।

ସେହିଭଳି ବିବାହ ଉତ୍ସବରେ ଏଣିକି ସର୍ବାଧିକ ୨୫ ଜଣ ଯୋଗ ଦେଇପାରିବେ । ପୂର୍ବରୁ ୫୦ ଜଣଙ୍କୁ ଯୋଗଦେବା ପାଇଁ ଅନୁମତି ଥିଲା । ବିବାହ, ବ୍ରତଘର କିମ୍ବା ଶୁଦ୍ଧିକ୍ରିୟାରେ ଭୋଜିଭାତକୁ ବାରଣ କରାଯାଇଛି । ତେବେ ଆୟୋଜକ ଚାହିଁଲେ ଅତିଥିଙ୍କୁ ପ୍ୟାକେଟ୍ ଖାଦ୍ୟ ଦେଇପାରିବେ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ୧୪ ଦିନିଆ ଲକଡାଉନ୍ ସମୟସୀମା ଶେଷ ହେବା ପୂର୍ବରୁ ଏହାର ଅବଧି ବୃଦ୍ଧି ଘୋଷଣା କରି ଲକଡାଉନ୍ ରୁ ସୁଫଳ ମିଳୁଥିବା କହିଥିଲେ । ଗତ ୧୫ ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ରହୁଥିଲେ ମଧ୍ୟ ସ୍ଥିର ଅଛି । ତେଣୁ ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ ଏବଂ କଟକଣା ଅଧିକ କଡ଼ାକଡ଼ି ପାଳନ କରିବାକୁ ହେବ ବୋଲି କହିଥିଲେ ।

ସର୍ବ ସାଧାରଣ ଜାଗା, ବିଭିନ୍ନ ଅଫିସରେ ଭିଡ କମାଇବାକୁ ଏଥର ଅଧିକ ଗୁରୁତ୍ୱ ଦିଆଯାଇଛି । ସରକାରୀ ଓ ବେସରକାରୀ ଅଫିସ୍ ରେ ଆହୁରି କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଅଫିସ୍ ରେ ୧୦% କର୍ମଚାରୀ ଏବଂ ଘରୋଇ ଅଫିସ୍ ରେ ୩୩% କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ । କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜନସାଧାରଣଙ୍କୁ ଅନୁରୋଧ କରିବା ସହ ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Previous Post

ମରଣ କାଳେ ପ୍ରତିଶୋଧ ରାଜନୀତି!

Next Post

ରାଜ୍ୟର କୋଭିଡ ସ୍ଥିତି ନିୟନ୍ତ୍ରଣରେ: ମୁଖ୍ୟମନ୍ତ୍ରୀ

Next Post
ରାଜ୍ୟର କୋଭିଡ ସ୍ଥିତି ନିୟନ୍ତ୍ରଣରେ: ମୁଖ୍ୟମନ୍ତ୍ରୀ

ରାଜ୍ୟର କୋଭିଡ ସ୍ଥିତି ନିୟନ୍ତ୍ରଣରେ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA