Tuesday, May 13, 2025 09:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Business & Economy

୧୨ ନୂଆ ପ୍ରକଳ୍ପ, ୭ ହଜାର କର୍ମନିଯୁକ୍ତି ସୁଯୋଗ

ମେକଇନ୍ ଓଡ଼ିଶାକୁ ବଡ଼ ସଫଳତା

by Our Correspondent
08 Oct, 2020- 10:32 PM
in Business & Economy, Latest News
1 min read
0
୧୨ ନୂଆ ପ୍ରକଳ୍ପ, ୭ ହଜାର କର୍ମନିଯୁକ୍ତି ସୁଯୋଗ

ଭୁୁବନେଶ୍ୱର: ଓଡ଼ିଶାରେ ପୁଞ୍ଜି ନିବାସରେ ବାଧକ ହୋଇନି କରୋନା । ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ଆଗକୁ ବଢ଼ିଛି । ଆଜି ୧୨ ଟି ପ୍ରକଳ୍ପର ଶୁଭାରମ୍ଭ/ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିରେ ଅଛି ସ୍ୱାସ୍ଥ୍ୟସେବା, ଶକ୍ତି, ଇସ୍ପାତ, ଆଇଟି, ସିମେଣ୍ଟ ଏବଂ ଖାଦ୍ୟ ପ୍ରକ୍ରିୟାକରଣର ୪ ଟି ବଡ଼ ଏବଂ ୮ଟି ଏମଏସଏମଇ ପ୍ରକଳ୍ପ । ସମୁଦାୟ ୮ ହଜାର ୭୯୬ କୋଟି ୬୧ ଲକ୍ଷ ଟଙ୍କାର ଏହି ପ୍ରକଳ୍ପଗୁଡ଼ିକରେ ୭୦୯୦ କର୍ମନିଯୁକ୍ତିର ସୁଯୋଗ ଆଣିଛି ।

ବିଶ୍ୱବ୍ୟାପୀ କୋଭିଡ ପରିସ୍ଥିତି ସତ୍ତ୍ୱେ ଓଡ଼ିଶା ପୁଞ୍ଜି ନିବେଶକାରୀଙ୍କ ପାଇଁ ସର୍ବୋକୃଷ୍ଟ ସ୍ଥାନ ହୋଇ ରହିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି । କୋଭିଡ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟର ଶିଳ୍ପ ଅର୍ଥନୀତିକୁ ଟ୍ରାକ୍ କୁ ଫେରାଇବା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଯେଉଁଥିରେ ସରକାର ସଫଳ ହୋଇଛନ୍ତି । ଶିଳ୍ପଦ୍ୟୋଗୀଙ୍କ ଆତ୍ମ ବିଶ୍ୱାସ ଫେରାଇ ଆଣିବାରେ ଏହି ୧୨ ନୂଆ ପ୍ରକଳ୍ପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶିଳ୍ପ ପ୍ରକଳ୍ପ ସ୍ଥାପନରେ ସରକାରୀ ବିଭାଗଗୁଡ଼ିକ ସମନ୍ୱୟ ଭିତ୍ତିରେ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଶୁଭାରମ୍ଭ ହୋଇଥିବା ଦୁଇଟି ପ୍ରକଳ୍ପ ମଧ୍ୟରେ ରହିଛି ଯାଜପୁରର ହରିଦାସପୁରଠାରେ ରାମକୋ ସିମେଣ୍ଟ ଲିମିଟେଡର ଗ୍ରାଇଣ୍ଡିଂ ପ୍ଲାଣ୍ଟଏବଂ ବରଗଡ଼ ବିଜେପୁରଠାରେ ଆଦିତ୍ୟ ବିର୍ଲା ରିନ୍ୟୁଏବୁଲସ୍ ଲିମିଟେଡର ସୋଲାର୍ ପାୱାର ପ୍ଲାଣ୍ଟ ।

ଶିଳାନ୍ୟାସ୍ ପ୍ରକଳ୍ପଗୁଡ଼ିକ ହେଲା

– ଢ଼େଙ୍କାନାଳ ଝାରବନ୍ଧଠାରେ ରୁଙ୍ଗଟା ମାଇନସ୍ ଲିମିଟେଡର ନୂଆ ସମ୍ପ୍ରସାରଣ ୟୁନିଟ୍ ।
– ସମ୍ବଲପୁର ପଣ୍ଡଲୋଇଠାରେ ଶ୍ୟାମ ମେଟାଲିକସ୍ ଆଣ୍ଡ ଏନର୍ଜିର ନୂଆ ପେଲେଟ୍ ପ୍ଲାଣ୍ଟ ସମ୍ପ୍ରସାରଣ ।
– ଖୋର୍ଦ୍ଧାଠାରେ ୟୁବିଏନ୍ ସଫ୍ଟୱେୟାର୍ ସଲ୍ୟୁସନସ୍ ର ଏକ ସଫ୍ଟୱେୟର୍ ଡେଭେଲପମେଣ୍ଟ ସେଣ୍ଟର ।
– ଖୋର୍ଦ୍ଧା ଡେରାସଠାରେ ବି-ୱାନ୍ ବିଜିନେସ୍ ହାଉସ ପ୍ରଇଭେଟ୍ ଲିମିଟେଡର ନୂଆ ସି ଫୁଡ୍ ପ୍ରସେସିଂ ୟୁନିଟ୍ ।
– ବଲାଙ୍ଗୀରରେ ସ୍ୱସ୍ତି ଇକୋୱେୟାରସ୍ ଲିମିଟେଡ ର ବାଇଓ-ଡିଗ୍ରେଡେବଲ୍ ଟେବୁଲ ୱେୟାରସ୍ ଡିସପୋଜାଲ୍ ମାନଫ୍ୟାକଚରିଂ ୟୁନିଟ୍ ।
– ଖୋର୍ଦ୍ଧା ଛତାବରଠାରେ ବୈଦ୍ୟବୁଟି ଫାର୍ମାସିର ଆୟୁର୍ବେଦିକ ପ୍ରଡକ୍ଟସ୍ ଆଣ୍ଡ କସମେଟିକସ୍ ମାନଫ୍ୟାକଚରିଂ ୟୁନିଟ୍
– ଖୋର୍ଦ୍ଧା ଛତାବରଠାରେ ମେହାନ ଇଣ୍ଡଷ୍ଟ୍ରିସ୍ ଲିମିଟେଡର କଏର ମ୍ୟାଟ୍ରେସ୍ ଆଣ୍ଡ ଫୋମ୍ ମାନଫ୍ୟାକଚରିଂ ୟୁନିଟ୍ ।
– କଟକ ରାମଦାସପୁରଠାରେ ଡାଇଭରସିଫାଇଡ୍ ଏନର୍ଜି ସଲ୍ୟୁସନ୍ ଲିମିଟେଡ୍ ର ଏକ ୟୁନିଟ୍
– କଟକ ରାମଦାସପୁରରେ ସ୍ୱଗତ ୟୁରେଥାନେ ପ୍ରାଇଭେଟ୍ ଲିମିଟେଡର ପଲୁ୍ୟରେଥାନେ ଇଲାଷ୍ଟେମର୍ ମାନଫ୍ୟାକଚରିଂ ୟୁନିଟ୍
– କଟକ ରାମଦାସପୁରରେ ଓମ୍ ଇକୋ ବିଲ୍ଡ ଟେକ୍ ର ଅଟୋକ୍ଲେଭଡ୍ ଏରୋଟେଡ କଂକ୍ରିଟ୍ ବ୍ଲକସ୍ ମାନଫ୍ୟାକଚରିଂ ୟୁନିଟ୍ ।

Previous Post

ଗଞ୍ଜାମ ମଡେଲ୍ କୁ ଅକ୍ସଫୋର୍ଡର ପ୍ରଶଂସା

Next Post

ରାମବିଳାସ ପାଶୱାନ୍ ଙ୍କ ପରଲୋକ

Next Post
ରାମବିଳାସ ପାଶୱାନ୍ ଙ୍କ ପରଲୋକ

ରାମବିଳାସ ପାଶୱାନ୍ ଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA