Friday, April 17, 2026 03:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୫-ଟିରେ ନୂଆ ଅଧ୍ୟାୟ: ଗାନ୍ଧୀଜୟନ୍ତୀରୁ ଇ-ମଷ୍ଟରରୋଲ

by Our Correspondent
15 Sep, 2020- 07:22 PM
in Latest News, News
1 min read
0
୫-ଟିରେ ନୂଆ ଅଧ୍ୟାୟ: ଗାନ୍ଧୀଜୟନ୍ତୀରୁ ଇ-ମଷ୍ଟରରୋଲ

ଭୁବନେଶ୍ୱର: ପ୍ରଶାସନରେ ସ୍ୱଚ୍ଛତା ଆଣିବା ଲାଗି ଇ-ମଷ୍ଟରରୋଲକୁ ଆପଣେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂରେ ୫-ଟି ଚାର୍ଟରର ସମୀକ୍ଷା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଶାସନରେ ସ୍ୱଚ୍ଛତା ଆଣିବା ଲାଗି ଏହା ଏକ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମଷ୍ଟରରୋଲର ଇ-ଫର୍ମାଟ୍ ଅକ୍ଟୋବର ୨ ରୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୫ଟି ବିଭାଗରେ ଏହା କାର୍ଯ୍ୟକାରୀ ହେବ । ସେଗୁଡ଼ିକ ହେଉଛି ପୂର୍ତ୍ତ, ଜଳସମ୍ପଦ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ନଗର ଉନ୍ନୟନ । ୧୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପରେ ଇ-ମଷ୍ଟରରୋଲ କାର୍ଯ୍ୟକାରୀ ହେବ । ୨୦୨୧ ଜାନୁଆରୀ ୧ ରୁ ଏହା ବିଭାଗରେ କାର୍ଯ୍ୟକାରୀ ହେବ । ଯାଜନା କାର୍ଯ୍ୟକାରିତାରେ ପୂର୍ତ୍ତ ବିଭାଗ ହେବ ନୋଡାଲ ବିଭାଗ ।

ଏହି ବ୍ୟବସ୍ଥାରେ ଶ୍ରମିକଙ୍କ ମଜୁରୀ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ । ଏହାଦ୍ୱାରା ସର୍ବନିମ୍ନ ମଜୁରୀ ପ୍ରଦାନ ଉପରେ କଡ଼ା ନଜର ରଖାଯାଇପାରିବ । ବିଭିନ୍ନ ବିଭାଗରେ ସ୍ୱଚ୍ଛତା ରକ୍ଷା ହେବା ସହ ଜାଲିଆତିକୁ ଏଡାଯାଇପାରିବ । ଖାଲି ସେତିକି ନୁହେଁ, ଇଏସଆଇ ଓ ଇପିଏଫ ଠିକ୍ ସମୟରେ ଦାଖଲ ହେଉଛି ନା ନାହିଁ ତାହାର ତଦାରଖ ହେବ ।

ଉତ୍ତମ ଟେକନୋଲୋଜି ଓ ଆଇନର ଗଣ୍ଡି ମଧ୍ୟରେ ରହିବ ଇ-ମଷ୍ଟରରୋଲ । ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରାଯାଇପାରିବ । ବ୍ୟବସ୍ଥାର ସଫଳ ରୂପାୟନ ଏବଂ ଖିଲାପକାରୀଙ୍କ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହିତ ସେମାନଙ୍କର ଦକ୍ଷତା ବୃଦ୍ଧିକୁ ପ୍ରାଧାନ୍ୟ ଦିଆଯିବ । କର୍ମଚାରୀ ଏବଂ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ସମୀକ୍ଷା ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, ୫-ଟି ସଚିବଙ୍କ ସମେତ ବିଭାଗୀୟ ସଚିବ ଓ ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ।

Previous Post

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ପରିଚାଳନା

Next Post

England beat Australia in thrilling 2nd ODI to level series at 1-1

Next Post
England beat Australia in thrilling 2nd ODI to level series at 1-1

England beat Australia in thrilling 2nd ODI to level series at 1-1

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA