Thursday, May 21, 2026 04:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ପରିଚାଳନା

by Our Correspondent
14 Sep, 2020- 10:35 PM
in News
1 min read
0
ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ପରିଚାଳନା

ସାଲେପୁର : ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲ ଖଣ୍ଡସାହିରେ ନିଟ୍ (NEET) ପରୀକ୍ଷା ସେଣ୍ଟର । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଖଣ୍ଡସାହି ଠାରେ ଥିବା ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ନିଟ୍ ସେଣ୍ଟର ଥିଲା । କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରଥମକରି ଏହି ସ୍କୁଲରେ ନିଟ ପରୀକ୍ଷା କେନ୍ଦ୍ର ହୋଇଥିଲା। କୋଭିଡ କଟକଣାକୁ ଦେଖି ପରୀକ୍ଷା ପରିଚାଳନା ଲାଗି ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଜାତୀୟସ୍ତରର ଭିତ୍ତିଭୂମି ଥିବାରୁ ପ୍ରଶାସନ ପକ୍ଷରୁ ଏଠାରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଠାରେ ୩ ଶହ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ଦେଇଛନ୍ତି ।

ପରୀକ୍ଷା ଲାଗି ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଉନ୍ନତ ଭିତ୍ତିଭୂମି ଯୋଗାଇ ଦେଇଥିଲେ ସ୍କୁଲ କତ୍ତୃପକ୍ଷ । ଏଥିପାଇଁ କୋଭିଡ ଗାଇଡ ଲାଇନ ଅନୁସାରେ ସ୍ବତନ୍ତ୍ର ବାରିକେଟ ସହ ଅଲଗା ଅଲଗା ରୋ ଓ କାଉନସେଲିଂ ସେଣ୍ଟର କରାଯାଇଥିଲା । ଗୋଟିଏ ହଲରେ ୧୨ ଜଣ ପରୀକ୍ଷାର୍ଥୀ ସାମାଜିକ ଦୂରତା ନିୟମ ରକ୍ଷା କରି ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିଲା । ପରୀକ୍ଷା ଲାଗି ସ୍କୁଲର ଉନ୍ନତମାନର ଭିତ୍ତିଭୂମି ସହ ସ୍କୁଲ କତ୍ତୃପକ୍ଷଙ୍କ ସହଯୋଗକୁ ପ୍ରଶାସନ ପ୍ରଶଂସା କରିଛି । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ, ସ୍କୁଲ କତ୍ତୃପକ୍ଷଙ୍କ ଉଦ୍ୟମରୁ ଗ୍ରାମାଞ୍ଚଳରେ୍ ନିଟ୍ ପରୀକ୍ଷା ପରି ଏକ ଗୁରୁତ୍ବପୂଣ୍ଣ ପରୀକ୍ଷା ସଫଳତାର ସହ କରାଯାଇଥିବାରୁ ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ପ୍ରତିଷ୍ଠାତା ସଭାପତି ବିଶିଷ୍ଠ ସମାଜସେବୀ ଡକ୍ଟର ଦେବ୍ ମହାନ୍ତି ସ୍କୁଲର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏହା ସହ ଗ୍ରାମଞ୍ଚଳ ଥିବା ସ୍ସୁଲର ଜାତୀୟ ସ୍ତରର ଭିତତ୍ତିଭୂମିକୁ ଦେଖି ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲକୁ ପରୀକ୍ଷା କେନ୍ଦ୍ରଭାବେ ବାଛିଥିବାରୁ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ପ୍ରତିଷ୍ଠାତା ସଭାପତି ଡକ୍ଟର ଦେବ୍ ମହାନ୍ତି ।

Previous Post

ଓଟିଭି ଡର କି? ୧୬ ଦିନ ବିତିଲା, ପୁଲିସ ଚଙ୍କୁନି

Next Post

୫-ଟିରେ ନୂଆ ଅଧ୍ୟାୟ: ଗାନ୍ଧୀଜୟନ୍ତୀରୁ ଇ-ମଷ୍ଟରରୋଲ

Next Post
୫-ଟିରେ ନୂଆ ଅଧ୍ୟାୟ: ଗାନ୍ଧୀଜୟନ୍ତୀରୁ ଇ-ମଷ୍ଟରରୋଲ

୫-ଟିରେ ନୂଆ ଅଧ୍ୟାୟ: ଗାନ୍ଧୀଜୟନ୍ତୀରୁ ଇ-ମଷ୍ଟରରୋଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA