Friday, April 24, 2026 10:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନ୍ତ୍ରୀ ଅତନୁ ବି ବର୍ଷିଲେ

ବିଜେଡି ଘେରରେ ସୌମ୍ୟ ପଟ୍ଟନାୟକ

by Our Correspondent
08 Sep, 2023- 04:35 PM
in Latest News, News
1 min read
0
ମନ୍ତ୍ରୀ ଅତନୁ ବି ବର୍ଷିଲେ

ଭୁବନେଶ୍ୱର: ଦଳ ଓ ସରକାର ବିରୋଧୀ ଆଭିମୁଖ୍ୟ ଆପଣାଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡିର ବରିଷ୍ଠ ନେତାମାନେ ଘେରିବା ଆରମ୍ଭ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଗତକାଲି ସୌମ୍ୟଙ୍କ ବିରୋଧରେ ମୁହଁ ଖୋଲିଥିବା ବେଳେ ଆଜି ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁହଁ ଖୋଲିଛନ୍ତି । ଅରୁଣଙ୍କ ଭଳି ସେ ମଧ୍ୟ ସୌମ୍ୟଙ୍କୁ ବ୍ଲାକମେଲର୍ କହିଛନ୍ତି । ଗୋଟେ ଦଳରେ ରହି ତାକୁ ବ୍ଲାକମେଲିଂ କରିବାର ପ୍ରୟାସ ତାଙ୍କର ସଫଳ ହେବ ନାହିଁ ବୋଲି ଅତନୁ କହିଛନ୍ତି ।

ଅତନୁ କହିଛନ୍ତି, ସୌମ୍ୟବାବୁଙ୍କର ରାଜନୀତି ଇତିହାସ ସମସ୍ତଙ୍କୁ ଜଣା । ସେ କେତେଥର ଯେ ଦଳ ବଦଳେଇଛନ୍ତି, କେଉଁ ଦଳରୁ କେଉଁଠିକି ଆସିଛନ୍ତି, ଆଗାମୀ ଦିନରେ ପୁଣି କୁଆଡ଼େ ଯିବେ ତାହାର ହିସାବ ପାଇବା କଷ୍ଟ । ଗୋଟେ ଦଳରେ ରହି ଦଳକୁ ବ୍ଲାକମେଲିଂ କରିବା ହେଉଛି ତାଙ୍କର ପୁରୁଣା ଅଭ୍ୟାସ । ମାତ୍ର ଏହାକୁ ଆୟୁଧ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ତାଙ୍କର ଉଦ୍ୟମ ସଫଳ ହେବ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟକୁ ଗସ୍ତ କରି ଯଦି ଲୋକଙ୍କଠାରୁ ଅଭିଯୋଗ ଆଣିଲେ ଏବଂ ତାହାର ସମାଧନ ହେଉଛି, ସେଥିରେ ଭୁଲ୍ କେଉଁଠି ରହିଲା ବୋଲି ଅତନୁ ପ୍ରଶ୍ନ କରିଛନ୍ତି । ନିଜର ଖବରକାଗଜରେ ଦଳ ଓ ସରକାର ବିରୋଧରେ ମିଥ୍ୟା ପ୍ରଚାର କଲେ ଲୋକେ ତାହାକୁ ଗ୍ରହଣ କରିବେ ନାହିଁ । ପଥରକୁ ଢ଼େଲା ମାରିଲେ ସେ ପଥର ଫେରିଆସି ତାଙ୍କ ଉପରେ ପଡ଼ିବ ବୋଲି ସତର୍କ କରାଇଛନ୍ତି ଅତନୁ ।

ଅନ୍ୟପକ୍ଷରେ ଅରୁଣ ଓ ଅତନୁଙ୍କ ସମାଲୋଚନାର ଜବାବ ଦେଇଛନ୍ତି ସୌମ୍ୟ । କହିଛନ୍ତି, ସେମାନେ ମନରୁ ଏସବୁ କଥା କହୁଥିବା ମୋର ବିଶ୍ୱାସ ହେଉନାହିଁ । ଏସବୁ କହିବାକୁ ଚାପ ପଡୁଥିବାରୁ ସେମାନେ କହିବାକୁ ବାଧ୍ୟ ହେଉଛନ୍ତି । ବ୍ଲାକମେଲିଂ ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନକୁ ସେ ତାତ୍ସଲ୍ୟ କରିଥିବା ବେଳେ ଦଳବଦଳ ଆଚରଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଓଲଟା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ୧୫ ଦିନରେ ନିଷ୍ପତ୍ତି ବଦଳାଉଥିବା ସେ କହିବା ସହ ପରିବର୍ତ୍ତିତ ସମୟ ସହ ତାଳ ଦେଇ ନିଷ୍ପତ୍ତି ବଦଳାଇବାରେ ଅସୁବିଧା ନାହିଁ ବୋଲି ସଫେଇ ଦେଇଥିଲେ ।

Previous Post

ସୁର ରାଉତରାୟ ପୁଅଙ୍କ ମନସ୍କାମନା ପୂରଣ !

Next Post

ପ୍ରତିଷ୍ଠା ହେବ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର

Next Post
ପ୍ରତିଷ୍ଠା ହେବ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର

ପ୍ରତିଷ୍ଠା ହେବ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA