Sunday, June 28, 2026 01:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବନ୍ୟା ନିୟନ୍ତ୍ରଣ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଜଳସେଚନ ଓ ଜଳନିଷ୍କାସନ ଉପରେ ତୁରନ୍ତ ପଦେକ୍ଷପ ନେବାକୁ ନିର୍ଦେଶ

by Our Correspondent
26 Jun, 2024- 10:20 PM
in Latest News, News
1 min read
0
ବନ୍ୟା ନିୟନ୍ତ୍ରଣ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଭୁବନେଶ୍ୱର : ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଆଜି ସେଚ ସଦନ ଠାରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦ୍ଵିପାଞ୍ଚଳ, ଲୁଣା ଚିତ୍ରୋତ୍ପଳା ଦ୍ଵିପାଞ୍ଚଳ, ଗୋବରୀ ମଇଯୋରା ସମେତ ସମସ୍ତ ପାଟନାଳୀ ରୁ ଜଳ ନିଷ୍କାସନ ଓ ତତ୍ ସହିତ ପଟ୍ଟାମୁଣ୍ଡାଇ କେନାଲ , କେନ୍ଦ୍ରାପଡ଼ା କେନାଲ ଓ ସମସ୍ତ ଶାଖା କେନାଲକୁ ଲାଇନିଂ କରାଯାଇ ସମସ୍ତ ଚାଷଜମି କୁ କିପରି ଜଳ ସେଚନ କରାଯିବ ବିଧାୟକ ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକରେ ଗେଙ୍ଗୁଟି ଦକ୍ଷିଣ ପାର୍ଶ୍ଵ, ବିରୂପା ଉଭୟ ପାର୍ଶ୍ୱ ନଦୀ ବନ୍ଧ ସୁଦୃଢ଼ ସହ ଜାତୀୟ ରାଜପଥ କୁ ସଂଯୋଗିକରଣ ଏବଂ ବିରୂପା ଗେଙ୍ଗୁଟି ଦ୍ଵିପଞ୍ଚଳ ର ସମସ୍ତ କେନାଲ ଲାଇନିଙ୍ଗ ହେବା ସହ ସମସ୍ତ ଚାଷ ଜମିକୁ ଜଳ ସେଚନ। କେନ୍ଦ୍ରାପଡ଼ା କେନାଲ ଅସୁରେଶ୍ଵର ପର୍ୟ୍ୟନ୍ତ ଲାଇନିଙ୍ଗ ଏବଂ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ୟବସ୍ଥା ର ସମସ୍ତ ଶାଖା କେନାଲ ଲାଇନୀଙ୍ଗ କରାଯାଇ ସମସ୍ତ ଚାଷ ଜମିକୁ ଜଳ ଯୋଗାଣ। ଲୁଣା ଚିତ୍ରୋତ୍ପଳା ଦ୍ଵିପଞ୍ଚଲ୍ ର ବରପଡା ବ୍ରିଜ ଠାରୁ ତରତ ଓ ବରପଡା ବ୍ରିଜ ଠାରୁ ନରେନ୍ଦ୍ରପୁର କେନାଲ ର ସିମେଣ୍ଟ ଲାଇନିଙ୍ଗ ସହ ସମସ୍ତ ଶାଖା କେନାଲ ଦ୍ବାରା ଚାଷ ଜମି କୁ ଜଳ ସେଚନ ଉପରେ ଆଲୋଚନା ହୋଇଥିଲା ।

ସେହିଭଳି ପଟ୍ଟାମୁଣ୍ଡାଇ ଦକ୍ଷିଣ ପାର୍ଶ୍ଵ କେନାଲ ଭେଡ଼ା ଠାରୁ ବାଲିଚନ୍ଦ୍ରପୁର ପର୍ୟ୍ୟନ୍ତ ନିର୍ମାଣ। ପଟ୍ଟାମୁଣ୍ଡାଇ କେନାଲ ର ଖର୍ତ୍ତଙ୍ଗ ସ୍କୁଲ ଠାରେ ସ୍ଥାୟୀ ପୋଲ ନିର୍ମାଣ। ଡ୍ରେନେଜ୍ କଟ ୫,୬ ଗୋବରୀ ମଇଯୋରା କୁ ଖନନ ଓ ମଇଯୋରା ଡାହାଣ ପାର୍ଶ୍ଵ ବନ୍ଧ କୁ ସୁଦୃଢୀକରଣ ସହ ଜାତୀୟ ରାଜପଥ ଓଳାଶୁଣି ପର୍ୟ୍ୟନ୍ତ ରାସ୍ତା ସଂଯୋଗୀକରଣ ସମେତ ବହୁ ପ୍ରକଳ୍ପ ର ସ୍ଥିତି ସମୀକ୍ଷା କରିବା ସହ ବିଧାୟକ ଆଲୋଚନା କରିଥିଲେ।

ଏହି ସମସ୍ତ କାର୍ୟ୍ୟ ତୁରନ୍ତ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବାରୁ ସମସ୍ତଙ୍କୁ ବିଧାୟକ ଧନ୍ୟବାଦ ଜଣାଇଥିଲେ। ଉକ୍ତ ବୈଠକ ରେ ଏମକେବିର ମୁଖ୍ୟଯନ୍ତ୍ରୀ, ଡ୍ରେନ ବିଭାଗର ମୁଖ୍ୟଯନ୍ତ୍ରୀ, ଡିଜାଇନ୍‍ ଏସଇ ସାଉଥର ମୁଖ୍ୟଯନ୍ତ୍ରୀ, ଓସିସିର ସିଜିଏମ୍‍, ଏସ୍ଇ ନର୍ଥ, ଏସ୍ଇ କେନ୍ଦ୍ରାପଡା ଏବଂ ଏକଜିକ୍ୟୁଟିଭ ଇଞ୍ଜିନିୟର ଡ୍ରେନଜଙ୍କ ସହିତ ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ।

Previous Post

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

Next Post

ରଘୁନନ୍ଦନଙ୍କୁ ଗିରଫ ଦାବିରେ ଏକାଠି ହେଲେ ସାମ୍ବାଦିକ

Next Post
ରଘୁନନ୍ଦନଙ୍କୁ ଗିରଫ ଦାବିରେ ଏକାଠି ହେଲେ ସାମ୍ବାଦିକ

ରଘୁନନ୍ଦନଙ୍କୁ ଗିରଫ ଦାବିରେ ଏକାଠି ହେଲେ ସାମ୍ବାଦିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA