Friday, June 26, 2026 07:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କ୍ୟାନସର ହସ୍ପିଟାଲ୍, ପାଲିଏଟିଭ୍ କେୟାର ସେଣ୍ଟର ପାଇଁ ଏମଓୟୁ

୨୦୨୪ ଜାନୁଆରୀ ସୁଦ୍ଧା କାର୍ଯ୍ୟକ୍ଷମ

by Our Correspondent
14 Apr, 2021- 08:07 PM
in Health, Latest News, News
1 min read
0
କ୍ୟାନସର ହସ୍ପିଟାଲ୍, ପାଲିଏଟିଭ୍ କେୟାର ସେଣ୍ଟର ପାଇଁ ଏମଓୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ୫୦୦ ଶଯ୍ୟା ବିଶିଷ୍ଟ ବାଗଚୀ-ଶ୍ରୀ ଶଙ୍କର କ୍ୟାନସର୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ପାଲିଏଟିଭ(କରୁଣାଶ୍ରୟ) କେୟାର ସେଣ୍ଟର ପାଇଁ ଆଜି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନଠାରେ ରାଜ୍ୟ ସରକାର, ଶ୍ରୀ ଶଙ୍କର କ୍ୟାନସର୍ ଇନଷ୍ଟିଚ୍ୟୁଟ୍, କରୁଣାଶ୍ରୟ ପାଲିଏଟିଭ୍ କେୟାର୍ ଏବଂ ଶ୍ରୀମତୀ ସୁସ୍ମିତା ବାଗଚୀଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଆସନ୍ତା ୨୦୨୪ ଜାନୁଆରୀ ସୁଦ୍ଧା ଏ ଦୁଇଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ପାଇଁ ଏହା ଏକ ଐତିହାସିକ ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୁବ୍ରତ୍ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀଙ୍କ ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ଏହି ଦୁଇଟି ବିଶ୍ୱବିଖ୍ୟାତ ପ୍ରକଳ୍ପ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି । କ୍ୟାନସର୍ ହସ୍ପିଟାଲ୍ ଏବଂ ଗବେଷଣା ପ୍ରତିଷ୍ଠାନ ପାଇଁ ବାଗଚୀ ଦମ୍ପତ୍ତି ୨୧୦ କୋଟି ଏବଂ ପାଲିଏଟିଭ(କରୁଣାଶ୍ରୟ) କେୟାର ସେଣ୍ଟର ପାଇଁ ୧୩୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଇନଫୋ ଭ୍ୟାଲିରେ ଏଥିପାଇଁ ୨୦ ଏକର ଲେଖାଏଁ ଜମି ପ୍ରଦାନ କରିବେ ।

ଭୁବନେଶ୍ୱରରେ ଦେଶର ସର୍ବବୃହତ୍ତ କ୍ୟାନସର୍ ପ୍ରତିଷ୍ଠାନ ପାଇଁ ବାଗଚୀ ଦମ୍ପତ୍ତି ୩୪୦ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀମତୀ ବାଗଚୀ ଏବଂ ଶ୍ରୀ ବାଗଚୀ ଙ୍କ ବଦାନ୍ୟତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହ ମୋ ସ୍କୁଲ ଏବଂ ସ୍କିଲ୍ ମିଶନ ଜରିଆରେ ରାଜ୍ୟକୁ ଏକ ନୂଆ ଦିଶା ଦେବାରେ ସେମାନଙ୍କର ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟରେ ଦୁଇଟି କ୍ୟାନସର ପ୍ରତିଷ୍ଠାନ ପାଇଁ ସେମାନଙ୍କର ସଂକଳ୍ପ ଏବଂ ସହଯୋଗ ଅବିସ୍ମରଣୀୟ । ହଜାର ହଜାର ରୋଗୀ ଏବଂ ସେମାନଙ୍କ ପରିବାର ଏଥିରୁ ଉପକୃତ ହେବେ । ରବୀନ୍ଦ୍ର ନାଥ ଟାଗୋରଙ୍କ ଏକ କବିତା ଉଦ୍ଧାର କରି ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ବେଙ୍ଗାଲୁରୁ ହସପିସ୍ ଟ୍ରଷ୍ଟ ର ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଦୁଇଟି ଯାକ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ଷମ ହେବା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ଏମଓୟୁ ସ୍ୱାକ୍ଷର ଉତ୍ସବରେ ସୁବ୍ରତ ବାଗଚୀ, ସୁସ୍ମିତା ବାଗଚୀ, ଗୁରୁମିତ୍ ରଣଧୱା, ଡ. ବି.ଏସ୍ ଶ୍ରୀନାଥଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ

Next Post

ସୋଆ ପକ୍ଷରୁ ‘ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

Next Post
ସୋଆ ପକ୍ଷରୁ ‘ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

ସୋଆ ପକ୍ଷରୁ 'ସାରୋଳଦାସ ମହାଭାରଥ'ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA