Monday, April 20, 2026 07:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡି ଛାଡ଼ିଲେ ଭାସ୍କର ରାଓ

ଗଢ଼ିଲେ ବିଜୁ ସ୍ୱାଭିମାନ ମଞ୍ଚ

by Our Correspondent
09 Sep, 2025- 08:30 PM
in Latest News, News, Politics
1 min read
0
ବିଜେଡି ଛାଡ଼ିଲେ ଭାସ୍କର ରାଓ

ଭୁବନେଶ୍ୱର: ବିଜେଡି ଛାଡ଼ିଛନ୍ତି ବରିଷ୍ଠ ନେତା ଏନ.ଭାସ୍କର ରାଓ । ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଏବଂ ଶତାଧିକ ସମର୍ଥକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ରାୟଗଡ଼ା ଜିଲ୍ଲା ସଭାପତି ଚୟନରେ ମନମୁଖୀ କାର୍ଯ୍ୟର ପ୍ରତିବାଦରେ ସେମାନେ ଦଳ ଛାଡ଼ିଛନ୍ତି । ଏଥିସହ ବିଜୁ ବାବୁଙ୍କ ନାଁରେ ଏକ ନୂଆ ମଞ୍ଚ ଗଠନର ସୂଚନା ଦେଇଛନ୍ତି । ଯାହାର ନାଁ ରହିଛି ବିଜୁ ସ୍ୱାଭିମାନ ମଞ୍ଚ ।

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ନିକଟରେ ନିଯୁକ୍ତି ମିଳିଛି । ମାତ୍ର ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଗୋଷ୍ଠୀ ଏହାକୁ ଗ୍ରହଣ କରି ନ ଥିଲେ । ଏହାକୁ ନେଇ ଦଳରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଆଜି ରାୟଗଡ଼ାରେ ସେମାନେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି ନେତୃତ୍ୱ ଉପରେ ଅସନ୍ତୋଷ ଝାଡ଼ିବା ସହ ଦଳରୁ ଇସ୍ତଫା ଘୋଷଣା କରିବା ସହ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ ।

ଭାସ୍କର ରାଓଙ୍କ ଇସ୍ତଫା ଦକ୍ଷିଣ ଓଡ଼ିଶାରେ ବିଜେଡି ପାଇଁ ବଡ଼ ଝଟକା ହୋଇଛି । ନବନିଯୁକ୍ତ ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଏହାକୁ ହାଲୁକା ଭାବେ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ କେବଳ ରାୟଗଡ଼ା ନୁହେଁ ସମଗ୍ର ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ।

ସୂଚନାଥାଉକି, ନିର୍ବାଚନ ବିପର୍ଯ୍ୟୟ ସହ ବିଜେଡି ଖରାପ ସ୍ଥିତି ଦେଇ ଗତି କରୁଛି । ତ୍ରୁଟି ସଂଶୋଧନ କରିବା ପରିବର୍ତ୍ତେ ନେତୃତ୍ୱଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରା ଜାରି ରହିଛି । ଫଳରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି । ଦଳରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା ଓ ଅପମାନିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଦଳର ଭବିଷ୍ୟତକୁ ନେଇ ଲୋକେ ପ୍ରମାଦ ଗଣିଲେଣି ।

Previous Post

ସମ୍ ହସ୍ପିଟାଲରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ

Next Post

ସିପି ରାଧାକ୍ରିଷ୍ଣନ୍ ନୂଆ ଉପରାଷ୍ଟ୍ରପତି

Next Post
ସିପି ରାଧାକ୍ରିଷ୍ଣନ୍ ନୂଆ ଉପରାଷ୍ଟ୍ରପତି

ସିପି ରାଧାକ୍ରିଷ୍ଣନ୍ ନୂଆ ଉପରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA