Saturday, November 15, 2025 08:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ

ଦଳରେ ବିଦ୍ରୋହ ଆଭାସ ପରେ ମୁହଁ ଖୋଲିଲେ

by Our Correspondent
09 Apr, 2025- 08:45 PM
in Latest News, News, Politics
1 min read
0
ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କ ସମର୍ଥନରେ ପୁଣି ଥରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୱକଫ୍ ବିଲ୍ କୁ ନେଇ ରାଜ୍ୟସଭାରେ ବିଜେଡି ଆଭିମୁଖ୍ୟରେ ୟୁ ଟର୍ଣ୍ଣ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳରେ ବିଦ୍ରୋହ ଦାନା ବାନ୍ଧୁଥିବା ବେଳେ ନବୀନ ତାଙ୍କର ନିରବତା ଭାଙ୍ଗିଛନ୍ତି । ଆଜି ଦୁଇଟି ଜାତୀୟ ଖବର ସରବରାହ ସଂସ୍ଥାର ପ୍ରତିନିଧିଙ୍କୁ ନବୀନ ନିବାସ ଡାକି ପାଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି । କାର୍ତ୍ତିକେୟନ୍ ପାଣ୍ଡିଆନ୍ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ, ଦଳ ପାଇଁ ମଧ୍ୟ ବହୁତ ଭଲ କାମ କରିଛନ୍ତି । ତେଣୁ କୌଣସି କାର୍ଯ୍ୟ ପାଇଁ ତାଙ୍କୁ ଦୋଷ ଦେବା କିମ୍ବା ସମାଲୋଚନା କରାଯିବା ଉଚିତ୍ ନୁହେଁ । ଏଥିସହ ସେ ୧୦ ମାସରୁ ଅଧିକ ସମୟ ପୂର୍ବରୁ ଦଳ ଛାଡ଼ି ସାରିଛନ୍ତି । କୌଣସି ଦଳୀୟ କାର୍ଯ୍ୟରେ ସେ ସଂଶ୍ଲିଷ୍ଟ ନାହାନ୍ତି ବୋଲି ନବୀନ ସ୍ପଷ୍ଟୀକରଣ ଦେଇଛନ୍ତି ।

ଗଣମାଧ୍ୟମରେ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଥିବା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ ସେ ମୁହଁ ମୋଡ଼ି ଦେଇଛନ୍ତି । କହିଛନ୍ତି, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କିଛି ବର୍ଷ ତଳେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । କାରଣ ସେ ଚିଟଫଣ୍ଡ କେସ୍ ରେ ସଂପୃକ୍ତ ଥିଲେ ଏବଂ ସେଥିପାଇଁ ଜେଲ୍ ଯାଇଥିଲେ । ସେ ଦଳର କେହି ନୁହଁନ୍ତି ବୋଲି ନବୀନ ସଫା ସଫା ଶୁଣାଇ ଦେଇଛନ୍ତି ।

ପାଣ୍ଡିଆନ କିମ୍ବା ଦଳୀୟ ନିଷ୍ପତ୍ତି ବିରୋଧରେ ବିଭିନ୍ନ ଜାଗାରେ ମେଳି କରୁଥିବା ନେତାଙ୍କ ଉଦ୍ଦେଶ୍ୟରେ ନବୀନ କଡ଼ା ବାର୍ତ୍ତା ଦେଇଛନ୍ତି । ଦଳର ସଦସ୍ୟମାନେ କୌଣସି ହୋଟେଲରେ ବସି ବଡ଼ ମିଟିଂ କରିବାକୁ ନାପସନ୍ଦ କରି ନବୀନ କହିଛନ୍ତି, ମିଟିଂ କରିବା ପାଇଁ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ଅଛି । ଏହା ଏକ ବୃହତ୍ତ ବିଲଡିଂ ହୋଇଥିବାରୁ ମିଟିଂ କରିବାରେ ଅସୁବିଧା ନାହିଁ । କୌଣସି ମିଟିଂ ଥିଲେ ସେଠାରେ ବସନ୍ତୁ ବୋଲି ନବୀନ କହିଛନ୍ତି ।

ତେବେ ୱକଫ୍ ବିଲ୍ ନେଇ ବିଜେଡିର ୟୁ ଟର୍ଣ୍ଣ ଉପରେ ନବୀନ କିଛି କହି ନ ଥିଲେ ମଧ୍ୟ ଯାହା ହୋଇଛି ତାଙ୍କ ନିର୍ଦ୍ଦେଶରେ ହିଁ ହୋଇଛି ବୋଲି ସେ ଜଣାଇ ଦେଇଛନ୍ତି ।

Previous Post

KIMS Observes World Health Day

Next Post

କନକ ମାଧ୍ୟମରେ ସୌମ୍ୟଙ୍କ ବଡ଼ ଷଡ଼ଯନ୍ତ୍ର!

Next Post
କନକ ମାଧ୍ୟମରେ ସୌମ୍ୟଙ୍କ ବଡ଼ ଷଡ଼ଯନ୍ତ୍ର!

କନକ ମାଧ୍ୟମରେ ସୌମ୍ୟଙ୍କ ବଡ଼ ଷଡ଼ଯନ୍ତ୍ର!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA