ଭୁବନେଶ୍ୱର: ବିଜେଡିର ୧୦ ବରିଷ୍ଠ ନେତାଙ୍କୁ ୨୭ ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦିଆଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ସେମାନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ଦସ୍ତଖତରେ ଏହାର ଅଫିସ୍ ଅର୍ଡର ବାହାରିଛି ।
ନିରଞ୍ଜନ ପୂଜାରୀ: ଝାରସୁଗୁଡ଼ା, ବ୍ରଜରାଜନଗର
ଅତନୁ ସବ୍ୟସାଚୀ ନାୟକ/ବିଜୟ କୁମାର ନାୟକ: ତେଲକୋଇ, ପାଟଣା, ଚମ୍ପୁଆ, ପାରାଦ୍ୱୀପ, ହିନ୍ଦୋଳ
ପ୍ରତାପ ଜେନା: କଟକ-ବାରବାଟୀ, କଟକ-ସଦର, ନିଆଳି
ଡ. ଅରୁଣ ସାହୁ: ନିମାପଡ଼ା, ପିପିଲି, ଖୋର୍ଦ୍ଧା
ସଞ୍ଜୟ କୁମାର ଦାସବର୍ମା: ସାନଖେମୁଣ୍ଡି, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର
ପ୍ରଣବ ପ୍ରକାଶ ଦାସ: ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଛେଣ୍ଡିପଦା
ପ୍ରୀତି ରଞ୍ଜନ ଘଡ଼ାଇ: ବଣେଇ, ବୀରମିତ୍ରପୁର
ଦେବେଶ ଆଚାର୍ଯ୍ୟ: ଭଟଲି
ଭ୍ରୁଗୁ ବକ୍ସିପାତ୍ର: ଲକ୍ଷ୍ମୀପୁର, ଚିତ୍ରକୋଣ୍ଡା