Tuesday, April 21, 2026 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୭୬ ବର୍ଷରେ ନବୀନ

ଓଡ଼ିଶାବାସୀଙ୍କ ଭଲପାଇବା ନିମନ୍ତେ ଋଣୀ: ମୁଖ୍ୟମନ୍ତ୍ରୀ

by Our Correspondent
16 Oct, 2021- 12:14 AM
in Latest News, News
1 min read
0
୭୬ ବର୍ଷରେ ନବୀନ

ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷ ପରିଚୟରେ ସମଗ୍ର ଭାରତବର୍ଷର ଅଦ୍ୱିତୀୟ ନେତା । କୋଟି କୋଟି ଓଡ଼ିଆଙ୍କ ହୃଦୟର ମଉଡ଼ମଣି । କ୍ରମାଗତ ୫ ଥରର ମୁଖ୍ୟମନ୍ତ୍ରୀ । ସଫଳତାର ଏହି ମହାନାୟକ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ଜନ୍ମଦିନ । ତାଙ୍କୁ ୭୫ ବର୍ଷ ପୂରି ୭୬ ଚାଲିଲା ।  ଓଡ଼ିଶାର ଜନଜୀବନରେ ହୃଦସ୍ପନ୍ଦନ ପାଲଟିଛନ୍ତି ନବୀନ ପଟ୍ଟନାୟକ । ସଫଳତାର ଏହି ମହାନାୟକଙ୍କୁ ରାଜନୀତିରେ ବିସ୍ମୟ ବୋଲି କୁହାଯାଉଛି । ୫୧ ବର୍ଷ ବୟସରେ ରାଜନୀତି ଆରମ୍ଭ ବେଳେ ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବଳରେ ବଳୀୟାନ୍ ହୋଇଥିଲେ । ମାତ୍ର ନିଜ ବଳରେ ବଳୀୟାନ୍ ହେବା ପାଇଁ ତାଙ୍କୁ ବେଶୀ ସମୟ ଲାଗି ନ ଥିଲା । ସରଳ, ସଚ୍ଚୋଟ ଓ ଜନପ୍ରିୟ ନେତା ଭାବେ ସେ ଇତିହାସ ପାଲଟିଲେଣି । ତାଙ୍କ ବ୍ୟକ୍ତିତ୍ୱ, ଲୋକପ୍ରିୟତା ଓ ସଫଳତାର ରହସ୍ୟ ଗବେଷଣାର ବିଷୟ ହେଲାଣି । ବୟସର ଛାପ ତାଙ୍କ ସଫଳତାର ସିଢ଼ିକୁ ତଥାପି ଅଟକାଇପାରିନାହିଁ ।

ଏହି ମହାନ୍ ଜନନେତାଙ୍କ ପବିତ୍ର ଜନ୍ମଦିନରେ ‘ମିଡ୍ ଡ଼େ ଓଡ଼ିଶା’ ପରିବାର ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ଈଶ୍ୱର ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ ଏବଂ ଦୀର୍ଘାୟୁ, ନିରାମୟ ରଖନ୍ତୁ । ଏହା ହିଁ କାମନା ।

ସୂଚନାଯୋଗ୍ୟ, କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ଜନ୍ମଦିନ ପାଳୁନାହାନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ । କୋଭିଡ୍ ଯୋଗୁଁ ଗତ ଦେଢ଼ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ନବୀନ ନିବାସ ନ ଆସି କୋଭିଡ୍ ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ଶୁଭେଚ୍ଛା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Previous Post

ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହଙ୍କ ପରଲୋକ

Next Post

ମନୀଷଙ୍କୁ ସାଙ୍ଗମାନେ ମାରି ପୋଖରୀରେ ଫିଙ୍ଗିଦେଇଥିଲେ !

Next Post
ମନୀଷଙ୍କୁ ସାଙ୍ଗମାନେ ମାରି ପୋଖରୀରେ ଫିଙ୍ଗିଦେଇଥିଲେ !

ମନୀଷଙ୍କୁ ସାଙ୍ଗମାନେ ମାରି ପୋଖରୀରେ ଫିଙ୍ଗିଦେଇଥିଲେ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA