ଭୁବନେଶ୍ୱର: ଦଳୀୟ ନେତାଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ନୂଆ ମିଡିଆ ସଂଯୋଜକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୬ ଜଣ ଜାତୀୟ ମୁଖପାତ୍ର, ୧୬ ଜଣ ମୁଖପାତ୍ର, ୯ ଜଣ ପେନାଲିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି । ୨୭ ଜଣ ଉପଦେଷ୍ଟାଙ୍କୁ ନିଯୁକ୍ତି ମିଳିଛି । ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ବିଜେଡି ସୋସିଆଲ୍ ମିଡିଆ ସେଲ୍ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।
ମିଡିଆ ସଂଯୋଜକ- ଲେନିନ୍ ମହାନ୍ତି
ମିଡିଆ ସହ ସଂଯୋଜକ-ମଧୁସ୍ମିତା ନାୟକ
ଜାତୀୟ ମୁଖପାତ୍ର: ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅମର ପଟ୍ଟନାୟକ, ଶର୍ମିଷ୍ଠା ସେଠୀ, ଡକ୍ଟର ସସ୍ମିତ୍ ପାତ୍ର, ମାନସ ରଂଜନ ମଙ୍ଗରାଜ
ମୁଖପାତ୍ର: ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ଲେନିନ୍ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ହରିଶ ଚୌଧୁରୀ, ଗୌତମବୁଦ୍ଧ ଦାସ, ଅମିତ୍ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ୍ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀ
ପେନାଲିଷ୍ଟ: ଇପସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲାମ୍, ମହୀକ୍ଷିତା ମିଶ, ଲୋରା ମହାପାତ୍ର, ସ୍ୱାଗତିକା ମହାନ୍ତି, ମିହିର ରାୟ, ସ୍ୱଂୟ ପ୍ରକାଶ ମହାପାତ୍ର, ଅପୂର୍ବା ଅପରୂପା
ଉପଦେଷ୍ଟା
ପ୍ରମୋଦ ପାଢ଼ୀ- ଓଏଲଆଇସି
ସଞ୍ଜୟ ସେଠୀ- କ୍ୟାପିଟାଲ ହସ୍ପିଟାଲ୍
ସଂଯୁକ୍ତା ମହାନ୍ତି- ମମତା ଯୋଜନା
ପୁଷ୍ପାଞ୍ଜଳି ରଣା- ବିଏସକେୱାଇ
ତାହାର ଖାତୁନ୍- ସଂଖ୍ୟାଲଘୁ ବ୍ୟାପାର
ହରିଶଙ୍କର ରାଉତ- ଜଗା ମିଶନ୍
ନାରାୟଣ ସାହୁ- ଡବ୍ଲୁଓଡିସି
ରାଜଶ୍ରୀ ମହାନ୍ତି- ମୁକ୍ତା
ଶରତ ଚନ୍ଦ୍ର ପାତ୍ର- ବିଜୁ ସେତୁ ଯୋଜନା
ଶାଶ୍ୱତି ମିଶ୍ର- ଜଗା ମିଶନ୍
ଇପସିତା ସାହୁ- ମୁକ୍ତା
ଶିଶିର ପରିଜା- ରାଜ୍ୟ ବୃତ୍ତି ଯୋଜନା
ମୀରା ପରିଡ଼ା- ମୁକ୍ତା
ସୌଭାଗ୍ୟ ନାୟକ- ହସ୍ତତନ୍ତ ରାଜ୍ୟ ଯୋଜନା
କେ.ଶାନ୍ତି- ଏମକେଜିସି ମେଡିକାଲ୍ କଲେଜ
ଦିଲ୍ଲୀପ କୁମାର ସାହୁ- ବିଜୁ ସେତୁ ଯୋଜନା
ସଞ୍ଜୟ ବାବୁ- କାଳିଆ
ସଞ୍ଜିତ ମହାନ୍ତି- କେନ୍ଦୁପତ୍ର କଲ୍ୟାଣ ବୋର୍ଡ
ପୃଥ୍ୱୀରାଜ ସାହୁ- ଓବିସି ବ୍ୟାପାର
ତନ୍ମୟ ସ୍ୱାଇଁ- ଉଚ୍ଚଶିକ୍ଷା ଛାତ୍ରବୃତ୍ତି ଯୋଜନା
ଶାରଦା ଜେନା- କାଳିଆ ଯୋଜନା
ସବିତା ମହାପାତ୍ର- ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା
ଅସିତ୍ ପଟ୍ଟନାୟକ- ମଧୁବାବୁ ପେନସନ୍ ଯୋଜନା
ରଜତ ମହାପାତ୍ର- ମଧୁବାବୁ ପେନସନ୍ ଯୋଜନା
ରଞ୍ଜନ ବିଶ୍ୱାଳ- ନିର୍ମାୟା
ଏଲିନା ଦାଶ- ଅନ୍ୱେଷା ଏବଂ ଆକାଂକ୍ଷା ଯୋଜନା
ଅପୂର୍ବା ଅପରୂପା- ବସୁଧା
ଅଧ୍ୟକ୍ଷ
ସୁବାସ ଚନ୍ଦ୍ର ପାତ୍ର- ଓଡ଼ିଶା ପିସିକଲଚର ଉନ୍ନୟନ ନିଗମ
ମହେନ୍ଦ୍ର ବଢ଼େଇ- ରାଜ୍ୟ ପଣ୍ୟାଗାର ନିଗମ
ଏସକେ ନିଜାମୁଦ୍ଦିନ୍- ୱାକଫ୍ ବୋର୍ଡ
ଡବ୍ଲୁଓଡିସି ସଦସ୍ୟ
ବୈକୁଣ୍ଠନାଥ ନାୟକ- ସୁନ୍ଦରଗଡ଼
ଅବିନାଶ ଠାକୁର-କଳାହାଣ୍ଡି
ହଂସରାଜ ଜୈନ୍-ବଲାଙ୍ଗୀର
ସୁବୋଧ ପ୍ରଧାନ-ବୈାଦ୍ଧ
ଗତିକୃଷ୍ଣ ମିଶ୍ର-ବରଗଡ଼
ଭୂୂପିନ୍ଦର ପ୍ରସାଦ ନାୟକ-ଦେବଗଡ଼
ମନ୍ଦାକିନୀ ବେଗଲ-ନୂଆପଡ଼ା
ମିତ୍ରଭାନୁ ସାହୁ-ଝାରସୁଗୁଡ଼ା
ଯାଜ୍ଞସେନୀ ନାଗ-ସମ୍ବଲପୁର
ଏସଡିସି(ସଦସ୍ୟ), ମୟୁରଭଞ୍ଜ
କୁନୁ ମୁର୍ମୁ, ମିଶାରା ବିଶ୍ୱାଳ, ସମୟ ଚନ୍ଦ୍ର ପ୍ରୁତି, ସୁକାନ୍ତି ନାଏକ, ଚନ୍ଦ୍ରୟ ସୋରେନ୍, ତ୍ରିଲୋଚନ ସିଙ୍ଗ୍, ଜୋଲେନ୍ ନାଏକ, ମଙ୍କ ମାରାଣ୍ଡି, ଅନନ୍ତ ହେମ୍ବ୍ରମ୍, ନନ୍ଦଲାଲ ସିଂହ, ମହେନ୍ଦ୍ର ନାଥ ସର୍ଦ୍ଦାର
ବିିଶେଷଜ୍ଞ ସଦସ୍ୟ (ଏସଡିସ, ମୟୁରଭଞ୍ଜ)
ରାଶନ୍ତି ମହାକୁଡ଼, ଡକ୍ଟର ଅଞ୍ଜଳି ଟିପିରିଆ, ନବୀନ ମହନ୍ତ
ବିଜେଡି ସୋସିଆଲ୍ ମିଡିଆ ସେଲ୍ ଅଧ୍ୟକ୍ଷ
ସ୍ୱୟଂ ପ୍ରକାଶ ମହାପାତ୍ର
ଦେବାନନ୍ଦ ମହାପାତ୍ର– ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ
ନୀଳମଣି ପଟ୍ଟନାୟକ– ରାଜ୍ୟ ସମ୍ପାଦକ(ଓଡିଶା ମୋ-ପରିବାର)
କଲ୍ୟାଣୀ ନାୟକ-ଅଧ୍ୟକ୍ଷ, ସୋସିଆଲ୍ ୱେଲଫେୟାର ବୋର୍ଡ
ସଦସ୍ୟ, ସୋସିଆଲ୍ ୱେଲଫେୟାର ବୋର୍ଡ
ହୀନା ବେହେରା, ସାରଳା ସ୍ୱାଇଁ, ଚନ୍ଦ୍ରଲେଖା ପଟ୍ଟନାୟକ, ସସ୍ମିତା ନନ୍ଦ, ସାଗରିକା ମିଶ୍ର, ଦେବସ୍ମିତା ଦାସ, ରିଜୱାନା ବେଗମ୍, ବାସନ୍ତୀ ସିଂ
ସଦସ୍ୟ(ଏସଡିସି), କେଉଁଝର
ଜଗନ୍ନାଥ ଦେହୁରୀ, ମହେନ୍ଦ୍ର ନାୟକ, ବାଳିଆ ଜୁଆଙ୍ଗ, ନରତ୍ତୋମ ନାୟକ, ଗତରିଧାରୀ ନାଏକ, ମଙ୍ଗଳା ମୁଣ୍ଡା, ଦେବରା ମୁଣ୍ଡା, ଉମେଶ ଚନ୍ଦ୍ର ମୁର୍ମୁ, ବାସନ୍ତୀ ବେହେରା, ରମ୍ବାବତୀ ଦେହୁରୀ, ସଞ୍ଜିତ ମୁଣ୍ଡା, ଦୁର୍ଯେ୍ୟାଧନ ନାଏକ, ଦ୍ରୋ÷ପଦୀ ଦଣ୍ଡପାଟ
ବିଶେଷଜ୍ଞ ସଦସ୍ୟ
ପରେଶ କୁଅଁର, ମାନସିଂ ଦୁର୍ଗାପ୍ରସାଦ ନାୟକ,କମଳା ଥମ୍ବ
ସ୍ୱତନ୍ତ୍ର ସଦସ୍ୟ(ଏସଡିସି), ମାଲକାନଗିରି
ଦହନା ଟାଙ୍ଗୁଲୁ, ଏରମା କାବସି, ରୀନା ପଦିଆମି, ହରି ଗୋଲୋରି,ଚିନ୍ମୟ ଖିଲା
ସଦସ୍ୟ(ଏସଡିସି), ମାଲକାନଗିରି
ଦାରି ଲିଙ୍ଗା, ନରେନ୍ଦ୍ର ନାୟକ, ଶାରଦା ପ୍ରସାଦ ଗୋଲପେଡ଼ା
ବିଶେଷଜ୍ଞ ସଦସ୍ୟ(ଏସଡିସି), ମାଲକାନଗିରି
ତପନ ସାନା, ସୁରେନ୍ଦ୍ର ନାଥ ରଥ, ଟୁକୁଲୁ ପ୍ରଧାନ
ସ୍ୱତନ୍ତ୍ର ସଦସ୍ୟ(ଏସଡିସି), କୋରାପୁଟ
ପରଦା କୁଲେସିକା, କମଳା ନାଏକ, ଉର୍ମିଳା ମୁଦୁଲି, ମୋଙ୍ଗୁୁ ଦୁରୁଆ
ସଦସ୍ୟ(ଏସଡିସି), କୋରାପୁଟ
ପାଣ୍ଡି ବାଲୁ, ଲୋକନାଥ ଖୋରା, ସୁନେ୍ଦରି ଅପନା, ମହେଶ ଛେଡ଼ନାୟକ, ସିବୋ ନାୟକ, ଟଙ୍କଧର ହଲୱା, ରଜନୀକାନ୍ତ ରାନ୍ଧାରୀ, ଲକ୍ଷ୍ମଣ ଗଡ଼ବା, ବିଦ୍ୟାନାଥ ନାୟକ, ବିଦ୍ୟାଧର ପୂଜାରୀ, ରବି ନଚିକା, ଲୋଦୁ ହୁଲକା, ଦାଶରଥୀ ମୁଦୁଲି, କମୁଲୁ ଜାନି, ରାମଚନ୍ଦ୍ର ପାତ୍ରୋ, ପର୍ଶୁରାମ ମୁଦୁଲି, କୁମୁଟି ଜାନି
ବିଶେଷଜ୍ଞ ସଦସ୍ୟ(ଏସଡିସି), କୋରାପୁଟ
ସୂର୍ଯ୍ୟ ନାରାୟଣ ରଥ, ପାର୍ବତୀ ମୋସ୍ତି, ହେମନ୍ତ ମହାପାତ୍ର