Monday, June 15, 2026 01:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଗମ/ବୋର୍ଡରେ ନୂଆ ଅଧ୍ୟକ୍ଷ

ପ୍ରଦୀପ ମାଝୀଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦାୟିତ୍ୱ

by Our Correspondent
09 Oct, 2022- 11:29 PM
in Latest News, News
1 min read
0
ନିଗମ/ବୋର୍ଡରେ ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର: ୧୩ ଟି ନିଗମ/ବୋର୍ଡରେ ରାଜ୍ୟ ସରକାର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏହାଛଡ଼ା ଜଣେ ଉପାଧ୍ୟକ୍ଷ ଏବଂ ଜଣେ ଉପଦେଷ୍ଟାଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ବିଭିନ୍ନ ବିଭାଗରେ ୮ ଜଣଙ୍କୁ ଉପଦେଷ୍ଟା ନିଯୁକ୍ତି ମିଳିଛି । ରାଜ୍ୟ ଯୋଜନା ବୋର୍ଡରେ ୩ ଜଣ ବରିଷ୍ଠ ନେତାଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣ କ୍ୟାବିନେଟ୍ ଏବଂ ଜଣେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଯୁକ୍ତି ପାଇଥିଲା ବେଳେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷ ଭାବେ ମିନତୀ ବେହେରାଙ୍କୁ ପୁନଃ ନିଯୁକ୍ତି ମିଳିଛି । ଉକ୍ରଳ ପ୍ରସଙ୍ଗ ଏବଂ ଉକ୍ରଳ ରିଭ୍ୟୁର ସମ୍ପାଦକ ଭାବେ କସ୍ତୁରୀ ମହାପାତ୍ର ନିଯୁକ୍ତି ପାଇଛନ୍ତି ।

ନିଗମ/ବୋର୍ଡ

୧. କଳିକେଶ ନାରାୟଣ ସିଂହଦେଓ- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ
୨. ପ୍ରଭାତ ଆଦିତ୍ୟ ମିଶ୍ର- ଅଧ୍ୟକ୍ଷ, ଆପିକଲ୍
୩. ଡି.ବିଶ୍ୱନାଥ- ଅଧ୍ୟକ୍ଷ, ଓଆରଏଚଡିସି
୪. ଲେନିନ ମହାନ୍ତି- ଅଧ୍ୟକ୍ଷ, ଓଟିଡିସି
୫. ଅମରେଶ ପତ୍ରୀ- ଅଧ୍ୟକ୍ଷ, ଉଠାଜଳସେଚନ ନିଗମ
୬. ସୁବାସ ମହାରଣା- ଅଧ୍ୟକ୍ଷ, ଓଡ଼ିଶା କାଜୁ ଉନ୍ନୟନ ନିଗମ
୭. ବିଜୟ ନାୟକ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
୮. ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିସ୍ ନିଗମ
୯. ସତ୍ୟବ୍ରତ ତ୍ରିପାଠୀ- ଅଧ୍ୟକ୍ଷ, ଓଡ଼ିଶା ଚଳଚିତ୍ର ନିଗମ
୧୦. ଶ୍ରୀମୟୀ ମିଶ୍ର- ଅଧ୍ୟକ୍ଷ, ଓବି ଆଣ୍ଡ ଓସିଡବ୍ଲୁଡବ୍ଲୁ
୧୧. ଚିନ୍ମୟ ସାହୁ- ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
୧୨. ମିନତୀ ବେହେରା- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ମହିଳା କମିସନ
୧୩. ସଂଗ୍ରାମ ପାଇକରାୟ- ଅଧ୍ୟକ୍ଷ, ଓଡ଼ିଶା ଖଦୀ ବୋର୍ଡ
୧୪. ସୁରେନ୍ଦ୍ର ପ୍ରଧାନ- ଉପଦେଷ୍ଟା, ଏଗ୍ରିକଲଚର ମାର୍କେଟିଂ ବୋର୍ଡ
୧୫. କୁନ ବିହାରୀ ଦାସ- ଅଧ୍ୟକ୍ଷ, ୟୁଥ୍ ୱେଲଫେୟାର ବୋର୍ଡ
୧୬. ସନ୍ତୋଷ ବେଜ୍- ଉପାଧ୍ୟକ୍ଷ, ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ନିଗମ

ଉପଦେଷ୍ଟା

୧. ଡ. ରାମଚନ୍ଦ୍ର ପଣ୍ଡା- କୃଷି ଓ କୃଷକ ସଶକ୍ତିକରଣ ବିଭାଗ
୨. ଅନୁଭବ ପଟ୍ଟନାୟକ- ଇଲେକଟ୍ରୋନିକ୍ସ ଏବଂ ଆଇଟି ବିଭାଗ
୩. ସୁଧୀର ଦାସ- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
୪. ଶ୍ରୀମତୀ ନିବେଦିତା ନାୟକ- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
୫. ଡ. ଲୋପାମୁଦ୍ରା ବକ୍ସିପାତ୍ର- ମିଶନ ଶକ୍ତି
୬. ଶ୍ରୀମତୀ ଗୀତା ବସ୍ତିଆ- ମିଶନ ଶକ୍ତି
୭. ଶ୍ରୀମତୀ ସରୋଜିନୀ ହେମ୍ବ୍ରମ- ଏସଟି/ଏସସି ଉନ୍ନୟନ
୮. ଶ୍ରୀମତୀ ସୁମିତ୍ରା ଜେନା- ମହିଳା ଏବଂ ଶିଶୁ କଲ୍ୟାଣ

ରାଜ୍ୟ ଯୋଜନା ବୋର୍ଡ

୧. ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ- ସଦସ୍ୟ(କ୍ୟାବିନେଟ୍ ପାହ୍ୟା)
୨. ଡ. ପ୍ରସନ୍ନ ପାଟ୍ଟଶାଣୀ- ସଦସ୍ୟ(କ୍ୟାବିନେଟ୍ ପାହ୍ୟା)
୩. ସାଧୁ ନେପାକ- ସଦସ୍ୟ(ରାଷ୍ଟ୍ରମନ୍ତ୍ରୀ ପାହ୍ୟା)
୪. ରଘୁନାଥ ନାଇଡୁ- ବିଶେଷଜ୍ଞ ସଦସ୍ୟ, ଜିଲ୍ଲା ଯୋଜନା ବୋର୍ଡ,ଗଞ୍ଜାମ
୫. ତୁମ୍ବନାଥ ପଣ୍ଡା- ବିଶେଷଜ୍ଞ ସଦସ୍ୟ, ଜିଲ୍ଲା ଯୋଜନା ବୋର୍ଡ, ଗଞ୍ଜାମ
୬. ସାରଦା ଜେନା- ବିଶେଷଜ୍ଞ ସଦସ୍ୟ, ଜିଲ୍ଲା ଯୋଜନା ବୋର୍ଡ, ଜଗତସିଂହପୁର
୭. ଜିତେନ୍ଦ୍ର ମହାନ୍ତି- ବିଶେଷଜ୍ଞ ସଦସ୍ୟ, ଜିଲ୍ଲା ଯୋଜନା ବୋର୍ଡ, ମୟୁରଭଞ୍ଜ

ଡ. ପ୍ରଦୀପ ମାଝୀ- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି)
ମିନତୀ ବେହେରା- ଅଧ୍ୟକ୍ଷା, ରାଜ୍ୟ ମହିଳା କମିସନ
କସ୍ତୁରୀ ମହାପାତ୍ର- ସମ୍ପାଦକ, ଉତ୍କଳ ପ୍ରସଙ୍ଗ/ଓଡ଼ିଶା ରିଭ୍ୟୁ

ପବିତ୍ର ପଣିଗ୍ରାହୀ- ଅଧ୍ୟକ୍ଷ, ଗଞ୍ଜାମ ରିଜିଓନାଲ୍ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ
ଅବନୀକାନ୍ତ ସାହୁ- ଅଧ୍ୟକ୍ଷ, ତାଳଚେର ଅନୁଗୁଳ ମେରାମୁଣ୍ଡଳୀ ଅଥରିଟି(ତାମଡ଼ା)

Previous Post

ଖୋଲୁଛି ପ୍ରଭାବଶାଳୀ ନେତାଙ୍କ ସେକ୍ସ ଗୁମର

Next Post

ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Next Post
ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA