Friday, June 26, 2026 09:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୯ରେ ରାଜ୍ୟ ବିଜେପିର ଦିଲ୍ଲୀ ମନ୍ତ୍ରଣା

ଓଡ଼ିଶାରେ ସରକାର ଗଢ଼ିବା ପାଇଁ ହେବ ବ୍ଲୁ ପ୍ରିଣ୍ଟ !

by Our Correspondent
17 Dec, 2023- 09:44 PM
in Latest News, News, Politics
1 min read
0
୧୯ରେ ରାଜ୍ୟ ବିଜେପିର ଦିଲ୍ଲୀ ମନ୍ତ୍ରଣା

ଭୁବନେଶ୍ୱର: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳର ସଫଳତାରେ ଉତ୍ସାହିତ ହୋଇଛନ୍ତି ଓଡ଼ିଶାର ବିଜେପି ନେତା । ଆଗାମୀ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଟାଇ ସରକାର ଗଠନ କରିବାକୁ ସେମାନେ ଦମ୍ଭ ବାହାର କଲେଣି । ୨୪ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ୧୯ ତାରିଖରେ ଦିଲ୍ଲୀ ବାହାରିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ୨୨ ଜଣ ଯାକ ବିଧାୟକ ଏବଂ ତିନି କେନ୍ଦ୍ରମନ୍ତ୍ରୀ ଏଥିରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଓଡ଼ିଶାରେ ବିଜେଡି ସହ ବିଜେପିର ଗୋପନ ସମ୍ପର୍କକୁ ନେଇ ଲୋକଙ୍କ ମଧ୍ୟରେ ଏକ ଧାରଣା ତିଆରି ହୋଇସାରିଛି । ବିଜେଡି ପ୍ରତି କଠୋର ଆଭିମୁଖ୍ୟ ପୋଷଣ ନ କଲେ ଏହି ଧାରଣା ବିଜେପିକୁ ଆଗାମୀ ନିର୍ବାଚନରେ ଘାଟା ହେବ ବୋଲି ରାଜ୍ୟ ନେତୃତ୍ୱ ଭଲଭାବେ ହୃଦୟଙ୍ଗମ କରିଛନ୍ତି । ହାଇକମାଣ୍ଡଙ୍କୁ ଏହା ଅବଗତ କରାଯିବ ଏବଂ ଆଗାମୀ ରଣନୀତି ସମ୍ପର୍କରେ ସ୍ପଷ୍ଟ ଆଦେଶ ଧରି ରାଜ୍ୟ ବିଜେପି ଏଠାରେ ଅଭିଯାନ ଅଭିଯାନ ଆରମ୍ଭ କରିବ ବୋଲି ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ।

ବିଶେଷକରି ପ୍ରଧାନମନ୍ତ୍ରୀ ମୋହୀ, ଅମିତ ଶାହ ଏବଂ ନଡ୍ଡାଙ୍କ ମୁହଁରୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ଟାଣ କଥା ନ ଶୁଣିଲେ ଲୋକଙ୍କ ମନରେ ଜମାଟ ବାନ୍ଧିଥିବା ସନ୍ଦେହ ଦୂର ହେବନି । ସୁତରାଂ ଗତ ନିର୍ବାଚନ ବେଳେ ବିଜେଡି ପ୍ରତି ଦିଲ୍ଲୀରୁ ଯେଉଁ ଭଳି କଠୋର ଆଭିମୁଖ୍ୟ ଥିଲା ତାହା ଫେରାଇ ଆଣିବାକୁ ରାଜ୍ୟ ନେତାମାନେ ଆଶା ରଖିଥିବା କୁହାଯାଉଛି ।

ସୂଚନାଥାଉକି ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ନିର୍ବାଚନରେ ଦଳର ସଫଳତା ରାଜ୍ୟ ନେତାଙ୍କୁ ଅତ୍ୟଧିକ ଉତ୍ସାହିତ କରିଛି । ଓଡ଼ିଶାରେ ଏଥର ବିଜେପି ସରକାର ନିଶ୍ଚିତ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦମ୍ଭ ଦେଖାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜତକ ଚାନେଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାରେ ୧୫ ରୁ ଅଧିକ ଲୋକସଭା ଆସନରେ ବିଜେପି ଜିତିବ ବୋଲି ଆକଳନ ଲଗାଇଛନ୍ତି । ଓଡ଼ିଶାରେ ସରକାର ଗଠନ ସମ୍ପର୍କରେ ସେଠାରେ କିଛି ମତାମତ ଦେଇ ନ ଥିଲେ ମଧ୍ୟ ଗତକାଲି ବାରଙ୍ଗଠାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାରେ ବିଜେପି ଏକ ନମ୍ବରରେ ରହିବ ବୋଲି କହି କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । ତେବେ ବିଧାନସଭାରେ ଦଳକୁ କେତେ ଆସନ ମିଳିବ ଅନୁମାନ ଲଗାଇ ପାରିନାହାନ୍ତି ।

 

 

 

Previous Post

ଗଞ୍ଜାମରୁ ବିରୋଧୀଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ୍

Next Post

କେନ୍ଦ୍ରାପଡ଼ାରେ ବି ବିରୋଧୀଙ୍କୁ ଧୂଲେଇଲେ ପାଣ୍ଡିଆନ୍

Next Post
କେନ୍ଦ୍ରାପଡ଼ାରେ ବି ବିରୋଧୀଙ୍କୁ ଧୂଲେଇଲେ ପାଣ୍ଡିଆନ୍

କେନ୍ଦ୍ରାପଡ଼ାରେ ବି ବିରୋଧୀଙ୍କୁ ଧୂଲେଇଲେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA