Tuesday, April 21, 2026 02:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

by Our Correspondent
22 Jan, 2025- 06:48 PM
in Latest News, News
1 min read
0
ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ମୋଟ ୯ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି l  ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନ ସଭାର ତୃତୀୟ ଅଧିବେଶନ ଆହୂତ ସମ୍ପର୍କିତ  ଥିଲା l ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି l ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ l 

ପ୍ରସ୍ତାବ : ୧

-‘ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ’
-‘ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ହେବ’
-‘୬୭୯୪ ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ’
-‘ପ୍ରତି ବିଦ୍ୟାଳୟ ପିଛା ୪-୫କୋଟି ଖର୍ଚ୍ଚ ହେବ’
-‘୪ ବର୍ଷରେ ଶେଷ ହେବ ଆଦର୍ଶ ବିଦ୍ୟାଳୟ କାମ’

ପ୍ରସ୍ତାବ : ୨

-‘ଓଡ଼ିଶା ଆସିବ ଷୋଡ଼ଶ ଅର୍ଥ କମିଶନ’
-‘ଫେବ୍ରୁଆରୀ ୫ରେ ଓଡ଼ିଶା ଆସିବ କମିଶନ’
-‘୧୨ଲକ୍ଷ ୫୬ହଜାର ୧୪୮ କୋଟି ଟଙ୍କା ଦାବି କରିବୁ’

ପ୍ରସ୍ତାବ : ୩

-‘RIR କମ୍ପାନିକୁ ଦିଆଯିବ ୫୦% ଇନ୍‌ସେନଟିଭ’
-‘ପୂର୍ବରୁ ୩୦% ଦିଆଯାଉଥିଲା, ଅତିରିକ୍ତ ୨୦% ଦିଆଯିବ’
-୧୧୦ କୋଟିର ପ୍ରୋତ୍ସାହନ ରାଶି ଦିଆଯିବ
-ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ନିବେଶ କରିବ RIR

ପ୍ରସ୍ତାବ : ୪

-ଶୀତଳଭଣ୍ଡାରକୁ ୫୦% ଯାଏ ବିଦ୍ୟୁତ୍‌ ଶୁଳ୍କ ରିହାତି
-ନୂଆ ଶୀତଳଭଣ୍ଡାରକୁ ୭ ବର୍ଷ ଯାଏ ମିଳିବ ରିହାତି
-ଋଗ୍‌ଣ ଶୀତଳଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ହେଲେ ମଧ୍ୟ ଦିଆଯିବ
-ଦେବାଳିଆ ଶୀତଳଭଣ୍ଡାର ପାଇଁ କୋହଳ ହେବେ ସରକାର
-ଦେଢ଼କୋଟି ଟଙ୍କା ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ଦିଆଯିବ
-ଦରଦାମ ନିୟନ୍ତ୍ରଣ କରିବାରେ ଏହା ସହାୟକ ହେବ

ପ୍ରସ୍ତାବ : ୫

-ବିକଶିତ ଗାଁ, ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ
-ଚଳିତ ବର୍ଷ ହଜାରେ କୋଟି ଟଙ୍କା ବ୍ୟୟକୁ ଅନୁମୋଦନ
-ସାଂପ୍ରତିକ ସ୍ଥିତି ସମୀକ୍ଷା ପରେ ପ୍ରତିବର୍ଷ ବଜେଟ ବଦଳିବ
-୫ବର୍ଷ ଯାଏ ନିରନ୍ତର ଚାଲିବ, ପଞ୍ଚାୟତ ବ୍ଲକ୍‌କୁ ସୁପାରିସ କରିବ
-ଜିଲ୍ଲାପାଳଙ୍କ ଦ୍ବାରା ଅନୁମୋଦିତ ହେଲେ କାର୍ଯ୍ୟକାରୀ ହେବ
-୫ ବର୍ଷ ପାଇଁ ୫ ହଜାର କୋଟି ବ୍ୟୟ ପାଇଁ ପ୍ରାଥମିକ ଅନୁମୋଦନ

ପ୍ରସ୍ତାବ : ୬

-‘ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ନିୟମାବଳୀ ସଂଶୋଧନକୁ ମଂଜୁରି’
-‘ସ୍ବାସ୍ଥ୍ୟସେବାରେ ୭ଟି ପରିବର୍ତ୍ତେ ୬ଟି ନିଯୁକ୍ତି ସ୍ତର ରହିବ’
-‘୫ ହଜାର ଡାକ୍ତର ନିଯୁକ୍ତି ପାଇଁ ପ୍ରୟାସ ଆରମ୍ଭ’
-‘୧୨୬ ଦନ୍ତ ଚିକିତ୍ସକ ନିଯୁକ୍ତି ଦିଆଯିବ’
-‘ଆଗାମୀ ଦିନରେ ଅଧିକ ମେଡିକାଲ କଲେଜ ସ୍ଥାପନ ହେବ’

ପ୍ରସ୍ତାବ : ୭

-ଗ୍ରୀଡ୍‌କୋ ସପକ୍ଷରେ ୩୧୦୮.୨୧ କୋଟିର ସରକାରୀ ଗ୍ୟାରେଣ୍ଟି
-ସରକାରୀ ଗ୍ୟାରେଣ୍ଟି ପ୍ରସ୍ତାବକୁ କ୍ୟାବିନେଟ୍‌ର ଅନୁମୋଦନ

ପ୍ରସ୍ତାବ : ୮

-ରାଜ୍ୟ ଆଇନ କମିଶନର ସଂକଳ୍ପ ସଂଶୋଧନକୁ ମଞ୍ଜୁରି
-ସଦସ୍ୟ ଚୟନ କ୍ଷେତ୍ରରେ ଥିବା ବୟସ ପ୍ରତିବନ୍ଧକ ହଟିଲା

ପ୍ରସ୍ତାବ : ୯

-ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନକୁ କ୍ୟାବିନେଟ ମଂଜୁରି
-ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ଓ ସମୟବଦ୍ଧ ପ୍ରଣାଳୀ ସୃଷ୍ଟି ଲକ୍ଷ୍ୟ

Previous Post

ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍ ଉଦ୍‍ଘାଟିତ

Next Post

ଲଢ଼ାଲଢ଼ି ହେବେ ସୁରମା-ପ୍ରମିଳା

Next Post
ଲଢ଼ାଲଢ଼ି ହେବେ ସୁରମା-ପ୍ରମିଳା

ଲଢ଼ାଲଢ଼ି ହେବେ ସୁରମା-ପ୍ରମିଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA