Tuesday, May 13, 2025 10:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋମବାର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ

by Our Correspondent
20 May, 2023- 07:30 PM
in Latest News, News
1 min read
0
ସୋମବାର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିବାକୁ ଯାଉଛି । ଆସନ୍ତା ସୋମବାର ପୂର୍ବାହ୍ନରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ଲୋକସଭା ଭବନର କନଭେନସନ୍ ହଲ୍ ରେ ୩ ମନ୍ତ୍ରୀ ଶପଥ ନେବେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇବେ ।

ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅଚାନକ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ପରେ ପରେ ମନ୍ତ୍ରୀ ସମୀର ରଂଜନ ଦାଶ ଏବଂ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଥିବା ବେଳେ ବାଚସ୍ପତି ଓ ଦୁଇମନ୍ତ୍ରୀଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଥିଲା । ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଏହା ସ୍ପଷ୍ଟ ଆଭାସ ଦେଇଥିଲା ।

ତେବେ ରାଜ୍ୟପାଳ ପ୍ରଫେସର ଲାଲ୍ ଲମ୍ବା ଛୁଟିରୁ ଫେରିଲା ପରେ ମେ’ ୨୨ ପରେ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ରାଜ୍ୟପାଳ ତାଙ୍କୁ ଛୁଟି ସରିବାର ଦିନକ ପୂର୍ବରୁ ଆସନ୍ତାକାଲି ରବିବାର ସଂଧ୍ୟାରେ ଭୁବନେଶ୍ୱର ଫେରି ଆସୁଛନ୍ତି । ସୋମବାର ସକାଳ ୯.୩୦ ରେ ଲୋକସଭା ଭବନର କନଭେନସନ୍ ହଲ୍ ରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି ।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ୩ ଜଣ ସାମିଲ ହେବେ । ସମୀର ଦାଶ ଏବଂ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପୂର୍ବରୁ ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ଜାଗା ମଧ୍ୟ ଖାଲି ରହିଛି । ସୁତରାଂ ଖାଲି ପଡ଼ିଥିବା ଏହି ୩ ଜାଗା ପୂରଣ ହେବ । ସ୍ୱର୍ଗତ ଦାସଙ୍କ ହାତରେ ଥିବା ସ୍ୱାସ୍ଥ୍ୟ ବିଭାଗ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପରେ ନ୍ୟସ୍ତ ଥିବା ବେଳେ ସମୀର ଓ ଶ୍ରୀକାନ୍ତଙ୍କ ହାତରେ ଥିବା ଗଣଶିକ୍ଷା ଓ ଶ୍ରମ ବିଭାଗ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉପରେ ନ୍ୟସ୍ତ ରହିଛି । ୩ ନୂଆ ମନ୍ତ୍ରୀଙ୍କ ଭିତରେ ଏହି ବିଭାଗ ଆବଣ୍ଟନ ହେବ । ଏଥିସହ କିଛି ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ଅଦବଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Previous Post

କଳାହାଣ୍ଡିରେ ପାଣ୍ଡିଆନ୍ ଙ୍କ ମାରାଥନ କାର୍ଯ୍ୟକ୍ରମ

Next Post

ବଂଶଲଙ୍କ ବିଜେଡିମୁକ୍ତ ଓଡ଼ିଶା ପ୍ଲାନ୍

Next Post
ବଂଶଲଙ୍କ ବିଜେଡିମୁକ୍ତ ଓଡ଼ିଶା ପ୍ଲାନ୍

ବଂଶଲଙ୍କ ବିଜେଡିମୁକ୍ତ ଓଡ଼ିଶା ପ୍ଲାନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA