Wednesday, April 22, 2026 04:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଥମ ଓଡ଼ିଶା ସିଏଫପି ସାର୍ଟିଫିକାଣ୍ଟ ସମ୍ମିଳନୀ

by Our Correspondent
13 Nov, 2021- 09:36 PM
in Latest News, News
1 min read
0
ପ୍ରଥମ ଓଡ଼ିଶା ସିଏଫପି ସାର୍ଟିଫିକାଣ୍ଟ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସାର୍ଟିଫାଏଡ୍ ଫାଇନାନସିଆଲ୍ ପ୍ଲାନର(ସିଏଫପି) ସମୂହଙ୍କର ପ୍ରଥମ ଓଡ଼ିଶା ସିଏଫପି ସାର୍ଟିଫିକାଣ୍ଟ ସମ୍ମିଳନୀ ଆଜି ହୋଟେଲ ନ୍ୟୁ ମାରିଅନ୍ ଠାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ସମସ୍ତ ସିଏଫପି ସାର୍ଟିଫିକାଣ୍ଟ ଏହି ସମ୍ମିଳନୀରେ ଯୋଗଦାନ କରି ଓଡ଼ିଶାବାସୀଙ୍କୁ ଆର୍ଥିକ ସାକ୍ଷରତା ଓ ସର୍ବଶ୍ରେଷ୍ଠ ଆର୍ଥିକ ଯୋଜନା ସେବା କାର୍ଯ୍ୟ ପ୍ରଣାଳୀ ପ୍ରଦାନ କରିବାକୁ ସଂକଳ୍ପ ନେଇଛନ୍ତି ।

ନଳିନୀକାନ୍ତ ଧର, ସିଏଫପି, ରାଉରକେଲା ତାଙ୍କ ଅଭିଭାଷଣରେ ସମସ୍ତ ଆର୍ଥିକ ଯୋଜନାରେ ଗ୍ରାହକଙ୍କର ସ୍ୱାର୍ଥକୁ ପ୍ରାଥମିକତା ଦେଇ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆର୍ଥିକ ସ୍ୱାଧିନତା ହାସଲ କରିବା କ୍ଷେତ୍ରରେ ନିବେଶକାରୀଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଆର୍ଥିକ ଯୋଜନାକାରୀଙ୍କ ଆର୍ଥିକ ସେବା ପ୍ରଦାନ କ୍ଷେତ୍ରରେ ଆସୁଥିବା ସମସ୍ତ ପ୍ରକାର ଅସୁବିଧା ଓ ଆହ୍ୱାନ ବିଷୟରେ ଆଲୋକପାତ କରିବା ସହିତ ଗ୍ରାହକ-ସମ୍ପର୍କ ମଜବୁତ ତଥା ଓଡ଼ିଶାର ଜନସାଧାରଣଙ୍କ ପାଇଁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ।

ମୌସୁମୀ ମିତ୍ର, ସିଏଫପି ଏସଏସ ଫାଇନାନସିଆଲ୍ ସର୍ଭିସେସ୍, ଭୁବନେଶ୍ୱର ତାଙ୍କ ବକ୍ତବ୍ୟରେ ଆର୍ଥିକ ଯୋଜନାକାରୀ ସେବା ପ୍ରଦାନ କ୍ଷେତ୍ରରେ ଆସୁଥିବା ସମସ୍ତ ଆହ୍ୱାନ ଉପରେ ଆଲୋକପାତ କରିଥିଲେ । ଆମେମାନେ ଆର୍ଥିକ ସେବାର ସମସ୍ତ ଆହ୍ୱାନକୁ ସମ୍ମୁଖୀନ ହୋଇ ନିବେଶକଙ୍କୁ ଆନ୍ତର୍ଜାତିକ ମାନଦଣ୍ଡର ଆର୍ଥିକ ଯୋଜନା ସେବା ପ୍ରଦାନ କରିବା ଉଚିତ ହେବ ବୋଲି କହିଥିଲେ ।

ସଲିଳ କୁମାର ପଲାଇ, ଜୋନାଲ୍ ହେଡ୍, ଓଡ଼ିଶା ଓ ପଶ୍ଚିମବଙ୍ଗ, ସୁନ୍ଦରମ୍ ଆସେଟ୍ ମ୍ୟାନେଜମେଣ୍ଟ ତାଙ୍କ ବକ୍ତବ୍ୟରେ ଟ୍ରେନିଂ ଉପରେ ଗୁରୁତ୍ୱ ଦେଇଥିଲେ । କମ୍ପାନୀ ଆର୍ଥିକ ପରାମର୍ଶ କ୍ଷେତ୍ରରେ ଆସୁଥିବା ସମସ୍ତ ଆହ୍ୱାନକୁ ସାହାସର ସହିତ ସମ୍ମୁଖୀନ ହେବାର ଆବଶ୍ୟକତା ଅଛି । ଟ୍ରେନିଂ ଜରିଆରେ ନିଜର ଦକ୍ଷତା ବୃଦ୍ଧି କରି ଓଡ଼ିଶାବାସୀଙ୍କୁ ସର୍ବଶ୍ରେଷ୍ଠ ଆର୍ଥିକ ପରାମର୍ଶ ସେବା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ ।

ନିବେଶକାରୀ ବା ଗ୍ରାହକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ଓ ଓଡ଼ିଶାରେ ଆର୍ଥିକ ସାକ୍ଷରତା ହାର ଅଧିକ ଉନ୍ନତି କରିବା ସହିତ ଆନ୍ତର୍ଜାତିକ ମାନଦଣ୍ଡର ଆର୍ଥିକ ଯୋଜନା ସେବା ପ୍ରଦାନକୁ ମୁଖ୍ୟ ଲକ୍ଷ୍ୟ ହିସାବରେ ରଖି ଏହି ସମ୍ମିଳନୀରେ ସମସ୍ତ ସିଏଫପି ସଂକଳ୍ପ କରିଥିଲେ ।

ଋୂପକୁମାର ପ୍ରଧାନ, ସିଏଫପି, ସିଡବ୍ଲୁଏମ୍ ଓ ଧନଞ୍ଜୟ ବାଣ୍ଠିଆ, ସିଏଫପି ସିଏଆଇମ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ ।

Previous Post

ରିକ୍ସାବାଲାକୁ ଦେଇଦେଲେ କୋଟିଏ ସମ୍ପତ୍ତି

Next Post

ଭକ୍ତ ଦାସଙ୍କ ଇତିହାସ ଖୋଲିଲା ବିଜେଡ଼ି

Next Post
ଭକ୍ତ ଦାସଙ୍କ ଇତିହାସ ଖୋଲିଲା ବିଜେଡ଼ି

ଭକ୍ତ ଦାସଙ୍କ ଇତିହାସ ଖୋଲିଲା ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA