Tuesday, April 21, 2026 11:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଏଫବିଆଇ ପାଇଁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ

ନବ ଦାସ ହତ୍ୟା ମାମଲା

by Our Correspondent
27 May, 2023- 07:14 PM
in Crime, Latest News, News
1 min read
0
ଏଫବିଆଇ ପାଇଁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍(FBI)ର ସହାୟତା ପାଇଁ ରାଜ୍ୟ ସରକାର ଚିଠି ଲେଖିଥିଲେ । ମାତ୍ର କିଛି ଗଣମାଧ୍ୟମରେ ଏହାକୁ ନେଇ ସମ୍ପୂର୍ଣ୍ଣ ମିଛ, ଦାୟିତ୍ୱହୀନ ଓ ଉଦ୍ଦେଶ୍ୟମୂଳକ ଖବର ପ୍ରକାଶ ପାଇଛି । ଏଫବିଆଇର ସହାୟତା ପାଇଁ ଫେବୃଆରୀ ୨୨ ତାରିଖରେ ଗୃହ ମନ୍ତ୍ରଣାଳୟକୁ ରାଜ୍ୟ ଗୃହ ବିଭାଗ ଚିଠି ଲେଖିଥିଲା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି ।

କ୍ରାଇମବ୍ରାଞ୍ଚର ପ୍ରେସ୍ ରିଲିଜ୍ ରେ ଗୃହ ମନ୍ତ୍ରଣାଳୟକୁ ଦିଆଯାଇଥିବା ଚିଠି ନମ୍ବର ସହ ବିସ୍ତୃତ ତଥ୍ୟ ଦିଆଯାଇଛି । ସେଥିରେ କୁହାଯାଇଛି, ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ପରିବାର ଲୋକ ତାର ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ । ମାତ୍ର ମେଡିକାଲ୍ ଟିମ୍ ଦ୍ୱାରା ଯାଞ୍ଚରୁ ସେ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ଅଧିକ ସ୍ପଷ୍ଟତା ପାଇଁ ନୂଆଦିଲ୍ଲୀର ସିଏଫଏସଏଲ, ଗୁଜୁରାଟର ଏସଏଫଏଲ ଏବଂ କଟକ ଏସସିବି ସହାୟତା ନିଆଯାଇଥିଲା । ନିମହାନ୍ସ ବେଙ୍ଗାଲୁରୁକୁ ମଧ୍ୟ ଅନୁରୋଧ କରାଯାଇଥିଲା । ମାତ୍ର ନିମହାନ୍ସ ଏହା ଖାରଜ କରିଥିଲା । ଗୋପାଳର ବ୍ୟବହାରିକ ଚାଲିଚଳଣର ଅଧିକ ପରୀକ୍ଷା ନିରୀକ୍ଷା ଲାଗି ଏଫବିଆଇର ସହାୟତା ଲୋଡିବା ପାଇଁ ସ୍ଥିର କରାଯାଇଥିଲା ।

ନିୟମାନୁସାରେ କୌଣସି ରାଜ୍ୟ ସରକାର ସିଧାସଳଖ ଏଫବିଆଇକୁ ସହାୟତା ପାଇଁ କହିପାରିବେନି । ସୁତରାଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଜଣା ଯାଇଥିଲା । ଫେବୃଆରୀ ୨୨ରେ କେନ୍ଦ୍ରକୁ ଏ ନେଇ ରାଜ୍ୟ ସରକାର ଚିଠି ଲେଖିଥିଲେ । ଚିଠି ନମ୍ବର 187/c/22.02.2023 ରେ ଏଫବିଆଇର ସହାୟତା ପାଇଁ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା । ମାତ୍ର କିଛି ଗଣମାଧ୍ୟମରେ ଏହାକୁ ନେଇ ମିଛ ଖବର ପ୍ରକାଶ ପାଇଛି । ଅସମର୍ଥିତ ଖବର ପ୍ରସାରଣ ନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ନବଙ୍କୁ ବ୍ୟକ୍ତିଗତ ଆକ୍ରୋଶରୁ ଏଏସଆଇ ଗୋପାଳ ଦାସ ହତ୍ୟା କରିଥିବା ଏଥିରେ ଉଲ୍ଲେଖ କରାଯାଇଛି । ତେବେ ବିରୋଧୀ ଦଳ ଏହାକୁ ଗ୍ରହଣ କରିନାହାନ୍ତି । ପ୍ରକୃତ ସତ୍ୟକୁ ଚପାଇ ଦେବା ପାଇଁ ଉଦ୍ୟମ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।

Previous Post

ନବୀକରଣ ହେବ ହରେକୃଷ୍ଣ ମହତାବ ଲାଇବ୍ରେରୀ

Next Post

ନୂଆ ସଂସଦ ଭବନରେ ମୋଦୀ ସୋ’!

Next Post
ନୂଆ ସଂସଦ ଭବନରେ ମୋଦୀ ସୋ’!

ନୂଆ ସଂସଦ ଭବନରେ ମୋଦୀ ସୋ'!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA